Daily Archives

August 19, 2018

ନିର୍ବନ୍ଧ ପରେ ପ୍ରିୟଙ୍କାଙ୍କୁ ଖୁସିରେ ରଖିବା ପାଇଁ ନିକ୍‌ଙ୍କୁ ଚେତାବନୀ ଦେଲେ ପରିଣୀତି ଚୋପ୍ରା

ମୁମ୍ବାଇ: ଶନିବାର ମୁମ୍ବାଇ ସ୍ଥିତ ପ୍ରିୟଙ୍କାଙ୍କ ଘରେ ଭାରତୀୟ ରୀତିନୀତି ଅନୁଯାୟୀ ପ୍ରିୟଙ୍କା ଏବଂ ନିକ୍‌ଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା । ପ୍ରିୟଙ୍କାଙ୍କ ଖୁସିରେ ସାମିଲ ହୋଇଥିଲେ ତାଙ୍କର ଅନେକ ସଂପର୍କୀୟ । ପ୍ରଥମ ଅତିଥି ଥିଲେ ପ୍ରିୟଙ୍କାଙ୍କ ଭଉଣୀ ତଥା ବଲିଉଡ୍‌ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ମା’ମରିଯିବା ପରେ ମାମୁଁ-ମାଇଁଙ୍କ ପାଖରେ ୭ବର୍ଷର ଝିଅକୁ ଛାଡ଼ିଲା ବାପା, ପାଳିବାରେ ଅସୁବିଧା ହେବାରୁ ଅଜା ପାଖରେ ଛାଡ଼ି…

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ମରିଯାଇଛି ମାନବିକତା । ଦିଲ୍ଲୀରେ ୭ବର୍ଷର ନାତୁଣୀ ସହ ଦୁଷ୍କର୍ମ କରିବାକୁ ପଛାଇ ନାହିଁ ଅଜା । ଦୁଷ୍କର୍ମ କରିବା ପରେ ପାଳିବାକୁ ପଡ଼ିବ ବୋଲି ଅଭିଯୁକ୍ତ ପୀଡ଼ିତାଙ୍କୁ ଅନାଥାଶ୍ରମ ବାହାରେ ଛାଡ଼ିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୧୫ ଦିନ ଭିତରେ ଘୋଷଣା ହେବ କଂଗ୍ରେସର ୫୦ ପ୍ରତିଶତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରଣନୀତି ଆରମ୍ଭ କରିଦେଇଛି। ନିଜ ପକେଟ୍‌ରେ ଭୋଟ୍‌ ସୁରକ୍ଷିତ ରଖିବା ପାଇଁ ରାଜ୍ୟ କଂଗ୍ରେସ ଏବେଠାରୁ ଯୋଜନା କରୁଛି। ସେଥିପାଇଁ ପ୍ରତ୍ୟକ ବୁଥ୍‌ ପାଇଁ ଏଜେଣ୍ଟ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି।…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପିଲାଙ୍କୁ ଦିଆ ଯାଇଥିବା ବହିରେ ମିଲ୍‌ଖା ସିଂଙ୍କ ଫଟୋ ପରିବର୍ତ୍ତେ ନିଜ ଫଟୋ ଦେଖି ରାଗି ଗଲେ ଫର୍‌ହାନ୍‌,…

ମୁମ୍ବାଇ: ପଶ୍ଚିମବଙ୍ଗରେ ପିଲମାନଙ୍କୁ ପଢ଼ାଯାଉଥିବା ବହିରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ବହିରେ ମିଲ୍‌ଖା ସିଂଙ୍କ ବିଷୟରେ ଲେଖା ଯାଇଥିବା ବେଳେ ମିଲ୍‌ଖା ସିଂଙ୍କ ପରିବର୍ତ୍ତେ ଫର୍‌ହାନ୍‌ ଅଖ୍‌ତରଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଜଣେ ଟ୍ଵିଟର ବ୍ୟବହାରକାରୀ ବହିର ଏକ ଫଟୋ…
ଅଧିକ ଖବର ଦେଖନ୍ତୁ...

୩ୟ ଟେଷ୍ଟ: ୧୬୧ ରନ୍‌ରେ ଇଂଲଣ୍ଡ ଅଲ୍‌ଆଉଟ୍‌, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୫ ଓ୍ଵିକେଟ୍‌, ପନ୍ଥ କଲେ ନୂଆ ରେକର୍ଡ

ନଟିଂହାମ୍‌: ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୫ଟି ଓ୍ଵିକେଟ୍‌ ମିିଳିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୧ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତଠାରୁ ୧୬୮ ରନ୍‌ ପଛରେ ରହିଛି। ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲାର ୨ୟ ଦିନରେ ରବିବାର ଇଂଲଣ୍ଡ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ, କହିଲେ- ‘ଇଦ୍‌-ଉଲ୍‌-ଜୁହା’ରେ ନ ହେଉ ଗୋହତ୍ୟା

ଲକ୍ଷ୍ନୌ: ଇଦ୍‌-ଉଲ୍‌-ଜୁହା(ବକରୀଦ୍‌)ରେ ଯେମିତି ଗୋ-ହତ୍ୟା ନହୁଏ ସେଥିପାଇଁ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତରଫରୁ ହୋଇଥିବା ଜଣାପଡ଼ିଛି। ଯୋଗୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ପଶୁ ତଥା…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା: ଓଡ଼ିଶାକୁ କେରଳରୁ ଆସିବ ୨ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: କେରଳରେ ଦେଖାଯାଇଥିବା ଶତାଦ୍ଦୀର ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ୨ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କେରଳର ଏର୍ଣ୍ଣାକୁଲମ ଠାରୁ…
ଅଧିକ ଖବର ଦେଖନ୍ତୁ...

୧୬ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ, ୩ଟି ରାଜ୍ୟର ଗାଡ଼ି ନମ୍ବର ବ୍ୟବହୃତ ହେଉଥିବା ଟ୍ରକ୍‌ ଜବତ

ଢେଙ୍କାନାଳ: ଅଭିନବ ଉପାୟରେ କେନ୍ଦୁପତ୍ର ଚାଲାଣ ହେଉଛି। କେତେବେଳେ ପେଟ୍ରୋଲ ଟ୍ୟାଙ୍କରରେ କେନ୍ଦୁପତ୍ର ଚାଲାଣ ହେଉଛି ତ କେତେବେଳେ ଧାନ ବୋଝେଇ ବସ୍ତା ଭିତରେ କେନ୍ଦୁପତ୍ର ବାହାର ରାଜ୍ୟକୁ ଯାଉଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ପୁଲିସ ଶନିବାର ରାତି ୧୨ଟାରେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପାଣିରେ ପେଟେଇ ଗଲେ ଏହି ମାଛଧରାଳୀ, ତାଙ୍କ ପିଠିରେ ଚଢ଼ି ପାର୍‌ ହେଲେ ଲୋକେ

ଥିରୁବନନ୍ତପୁରମ୍‌/ ତ୍ରିଭେନ୍ଦମ୍‌: କେରଳରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଥମିବାର ନାଁ ନେଉନାହିଁ। କେବଳ ମାତ୍ର ରାଜଧାନୀ ତ୍ରଭେନ୍ଦମ୍‌କୁ ଛାଡ଼ିଦେଲେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଏବେ ବି ଲକ୍ଷ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ବାଜପେୟୀଙ୍କୁ କାମୁଡ଼ି ଦେଇଥିଲା ପ୍ରଣବ ମୁଖାର୍ଜୀଙ୍କ କୁକୁର; ପୁରୁଣା କଥାକୁ ମନେ ପକାଇ ଟୁଇଟର୍‌ରେ କାହାଣୀ ଲେଖିଲେ…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପରଲୋକ ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ଅଗଷ୍ଟ ୧୬ ତାରିଖରେ ତାଙ୍କର ଦେହାନ୍ତ ହେବା ପରେ ବନ୍ଧୁ, ପରିଜନ, ଶୁଭେଚ୍ଛୁ, ଦଳୀୟ ସଦସ୍ୟ ଆଦି ଅନେକ ସୋସିଆଲ୍‌ ମିଡିଆରେ ଶୋକ ପ୍ରକାଶ କରିବା ସହ ସ୍ମରଣୀୟ…
ଅଧିକ ଖବର ଦେଖନ୍ତୁ...