Daily Archives

August 20, 2018

କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ୫କୋଟି ଟଙ୍କା ସହାୟତା ଦେଇଛନ୍ତି କି?

ମୁମ୍ବାଇ : ୧୦୦ବର୍ଷର ଇତିହାସରେ ଘଟି ନଥିବା ଘଟଣାର ସାମ୍ନା କରୁଛି କେରଳ । ଲଗାଣ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିବା ସହ ଏ ପର୍ଯ୍ୟନ୍ତ ୩୭୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇ ସାରିଲାଣି । କେରଳବାସୀଙ୍କ ସହାୟତା ପାଇଁ ଓଡ଼ିଶା ସହ ଅନେକ ରାଜ୍ୟ ସାହାଯ୍ୟର ହାତ ବଢ଼ାଉଥିବା ବେଳେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀଙ୍କଠାରୁ ପୋଷା କୁକୁର ଏଭଳି ବଞ୍ଚାଇଲା ମାଲିକଙ୍କ ଝିଅର ଇଜ୍ଜତ,୨ମିନିଟ୍‌ ବିଳମ୍ବ ହୋଇଥିଲେ ଘଟିଥାନ୍ତା…

ସାଗର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ସାଗରରେ ଦେଖିବାକୁ ମିଳିଛି ଏକ କୁକୁରର ମହାନତା । ଦୁଷ୍କର୍ମକାରୀଙ୍କଠାରୁ ମାଲିକଙ୍କ ଝିଅର ଇଜ୍ଜତ ବଞ୍ଚାଇଛି କୁକୁର । ଏହି ଖବର ପ୍ରସାରଣ ହେବା ପରେ ଏବେ କୁକୁରର ଏହି ମହାନ କାର୍ଯ୍ୟ ପାଇଁ ତାକୁ ପ୍ରଶଂସା କରାଯାଇଛି । ସୂଚନା ମୁତାବକ, ଏହି ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ରାଜନୀତି ପାଇଁ କଂଗ୍ରେସ ଆମକୁ ବଦନାମ କରୁଛି : ରିଲାଏନ୍ସ

ମୁମ୍ବାଇ : ରାଫେଲ ବିମାନ କିଣାରେ ଦୁର୍ନୀତି ହୋଇଥବା ଅଭିଯୋଗ କରୁଛି କଂଗ୍ରେସ । ଏ ନେଇ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ଡିଲ ଦ୍ୱାରା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଫାଇଦା ପହଞ୍ଚାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରୁଛି…
ଅଧିକ ଖବର ଦେଖନ୍ତୁ...

୫୨୪ରୁ ୨ଜଣ ସହାୟକ, ୮୦ରୁ ୨ଟି ଗାଡ଼ି, ପ୍ରଧାନମନ୍ତ୍ରୀ ଆବାସ ଛାଡ଼ି ସାଧାରଣ ଜୀବନ ବିତାଇବେ ନବନିର୍ବାଚିତ ପାକ୍‌…

ଇସ୍‌ଲାମବାଦ୍‌: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜର ପ୍ରଥମ ଭାଷଣରେ ପାକିସ୍ତାନୀ କ୍ରିକେଟର୍‌ ତଥା ରାଜନେତା ଇମ୍ରାନ୍‌ ଖାନ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସକାଶେ ନିୟୋଜିତ ହେବାକୁ ଥିବା ୫୨୪ ଜଣ ଚାକରବାକର ତାଙ୍କର ଦରକାର ନାହିଁ।…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାକୁ ‘ଗୁରୁତର ପ୍ରାକୃତିକ ଦୁର୍ବିପାକ’ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର କେରଳରେ ଦେଖାଦେଇଥିବା ବିିନାଶକାରୀ ବନ୍ୟାକୁ ଗୁରୁତର ପ୍ରାକୃତିକ ଦୁର୍ବିପାକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କେରଳରେ ଦେଖାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ, ଟାର୍ଗେଟକୁ ଗୋଡେଇ ଗୋଡେଇ ଧ୍ୱଂସ କରିବ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ବିକଶିତ ବୋମା ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ର (SAAW)ର ସଫଳ ପରୀକ୍ଷଣ ରାଜସ୍ଥାନର ଚନ୍ଦନ ରେଞ୍ଜର ଆଇଏଏଫ ଏୟାରକ୍ରାଫ୍ଟରୁ କରାଯାଇଛି । ଏହି ଯୁଦ୍ଧାସ୍ତ୍ର ପ୍ରକ୍ରିୟାରେ ଲାଇଭ ୱାରହେଡ ଲଗାଯାଇଥିଲା ଏବଂ ଏହା ଲକ୍ଷ୍ୟସ୍ଥଳକୁ…
ଅଧିକ ଖବର ଦେଖନ୍ତୁ...

ଅଦା, ରସୁଣ, ପୁଦିନା, ଜୁଆଣୀ; କର୍କଟ ସମେତ ବହୁ ବଡ଼ ବଡ଼ ରୋଗର କରିପାରନ୍ତି ମୂଳପୋଛ

ଆମର ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତ୍‌କ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଦ୍ରବ୍ୟ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ। ଆଜି ସେମିତି କିଛି ଦ୍ରବ୍ୟ ସଂପର୍କରେ ଆଲୋଚନା କରବା, ଯେଉଁଗୁଡ଼ିକ ବେଶ୍‌ ଆବଶ୍ୟକୀୟ ଏବଂ…
ଅଧିକ ଖବର ଦେଖନ୍ତୁ...

କଟକ-ବାଲିକୁଦା ଷ୍ଟେସନ୍‌ ନିକଟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

କଟକ: ସୋମବାର ସନ୍ଧ୍ୟାରେ କଟକ- ଗୋପାଳପୁର ବାଲିକୁଦା ଷ୍ଟେସନ୍‌ ନିକଟ ଦେଇ ଯାଉଥିବା ମେମୁ ଟ୍ରେନ୍‌ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ୍ୟ, ଆଜି ମେମୁ ଟ୍ରେନ୍‌ ସନ୍ଧ୍ୟାରେ କଟକ-ବାଲିକୁଦା ଷ୍ଟେସନ୍‌ ଦେଇ ଯାଉଥିବା ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ବିବୃତିକୁ ନୂଆଦିଲ୍ଲୀର ଖଣ୍ଡନ ପରେ ୟୁ-ଟର୍ଣ୍ଣ ନେଲା ଇସ୍‌ଲାମାବାଦ

ଇସ୍‌ଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ କଥାବାର୍ତ୍ତାକୁ ଆଉଥରେ ଆରମ୍ଭ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପତ୍ର ଲେଖିଛନ୍ତି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦୁଇ ନୁହେଁ, ଏକାଥରକେ ତିନି ଜଣ ବିଗ୍‌ ଷ୍ଟାର୍‌ ଦିଶିବେ ‘କଫି ଉଇଥ୍‌ କରଣ’ ଷ୍ଟେଜ୍‌ରେ!

ମୁମ୍ବାଇ: ଘରେ ଘରେ ପରିଚିତ ସିନେ ନିର୍ଦ୍ଦେଶକ କରଣ ଜୋହରଙ୍କ ସୋ’ ‘କଫି ଉଇଥ୍‌ କରଣ’। ଷ୍ଟାର୍‌ ଓ୍ଵାର୍ଲଡ ଚ୍ୟାନେଲ୍‌ରେ ଦେଉଥିବା ଏହି ସୋ’ଟି ୫ଟି ସଜିନ୍‌ ପାର୍‌ କରି ଏବେ ଷଷ୍ଠ ସିଜିନ୍‌ରେ ପହଞ୍ଚିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘କଫି ଉଇଥ୍‌ କରଣ’ ର ସିଜିନ୍‌ ୬ରେ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...