Daily Archives

August 21, 2018

ବିବାହ ବାତିଲ୍‌ କରି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବାକୁ ଗଲେ ଏହି ସହୃଦୟ ଅଭିନେତା

ଥିରୁଅନନ୍ତପୁରମ୍‌: ଗତ କିଛି ଦିନ ହେବ କେରଳରେ ବନ୍ୟା ହେବା ପରେ ଦେଶର କୋଣ ଅନୁକୋଣରୁ ରାଜ୍ୟବାସୀଙ୍କ ପାଇଁ ସମବେଦନାର ସୁଅ ଛୁଟିଛି। ଏପରିକି କେରଳର ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡ୍‌କୁ ସେଲିବ୍ରିଟିରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସହାୟତା ରାଶି ପ୍ରେରଣ କରୁଛନ୍ତି। କେରଳ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ; ସ୍କୁଲ୍‌ ବାହାରେ ବାପାମାଆଙ୍କୁ ଅପେକ୍ଷା କରିଥିବା କୁନି ଝଅକୁ ଅପହରଣ କରି…

ମଣ୍ଡସୌର୍‌: ଆଠ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅପରାଧରେ ମଣ୍ଡ୍‌ସୌର୍‌ର ୨ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଗିରଫ କରାଯିବାର ୨ ମାସ ମଧ୍ୟରେ ମାମଲାର ବିଚାର କରି ଅଦାଲତ ଶୁଣାଣି କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଦୁଷ୍କର୍ମକାରୀ ଦ୍ୱୟ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ବର୍ଷକୁ ଦୁଇଥର ନୁହେଁ ଥରେ ହେବ ଏନଇଇଟି, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ : ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ବର୍ଷକୁ ଦୁଇ ଥର ହେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଏହି ପରୀକ୍ଷା ଏବେ ବର୍ଷକୁ ଥରେ ଅନଲାଇନରେ ନ ହୋଇ ଅଫଲାଇନ( କାଗଜ ଓ କଲମ) ରେ ହେବ । ଗତ ମାସରେ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ବସ୍ତିରେ ରହୁଥିବା ସାଧାରଣ ଝିଅରୁ ଏମିତି ଥିଲା କର୍କଟ ବିଶେଷଜ୍ଞ ହେବା ପର୍ଯ୍ୟନ୍ତ ଡକ୍ଟର ରେଖାଙ୍କ ଯାତ୍ରା

ମୁମ୍ବାଇ: ଜଣେ ମାଆର ଅନାବିଳ ସ୍ନେହ, ପ୍ରେମ ଓ ପ୍ରେରଣା ହିଁ ତା’ ପିଲାକୁ ସଫଳ ହେବା ପାଇଁ ବାଧ୍ୟ କରିପକାଏ। ଉଚ୍ଚତମ ଶୃଙ୍ଘ ଚଢ଼ିବାରୁ ନେଇ ଗଭୀରତମ ସମୁଦ୍ର ଭିତରକୁ ଯିବା ଆଦି କିଛି ବି ସହଜ ହୋଇପାରେ ଜଣେ ମାଆର ଆଶୀର୍ବାଦ ରହିଲେ। ଏହି କଥାଟି ସତ ପ୍ରମାଣିତ ହୋଇଛି ଡକ୍ଟର ରେଖାଙ୍କ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାରେ କ୍ଷୟକ୍ଷତିର ପରିମାଣ ୨୦, ୦୦୦ କୋଟି; ୨୬ ଅଗଷ୍ଟରେ ଖୋଲିବ କୋଚି ବିମାନ ବନ୍ଦର

ଥିରୁବନନ୍ତପୁରମ୍‌: କେରଳ ବନ୍ୟା ବିଭୀଷିକା ବର୍ତ୍ତମାନ ଅନ୍ତର୍ଜାତୀୟ ପରିସରରେ ପହଞ୍ଚିଛି। ବିଭିନ୍ନ ଦେଶରୁ ଶୋକବାର୍ତ୍ତା ଆସିବା ସହ ସାହାଯ୍ୟ ମଧ୍ୟ ଆସିବା ଆରମ୍ଭ ହୋଇଛି। କେରଳରେ ସଂଘଠିତ ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟାର ପ୍ରାଥମିକ କ୍ଷୟକ୍ଷତିର ରିପୋର୍ଟ ଆସିଛି। ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ। ଉନ୍ନତି ପାଇଁ ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ:ଧୂସର। ଆରାଧନା:ହର ପାର୍ବତୀ। ବୃଷ: ଭାଗ୍ୟ ଆପଣଙ୍କ ସାଥୀରେ…
ଅଧିକ ଖବର ଦେଖନ୍ତୁ...

ଆଗୁଆ ନିର୍ବାଚନର ସଂକେତ ? ଗୋଟିଏ ଦିନରେ ବଦଳିଲେ ୭ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କଣ ସମୟ ପୂର୍ବରୁ ସାଧାରଣ ଓ ଆଉ କେତେକ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି ? ଏହି ପ୍ରଶ୍ନ ଗତ କିଛି ମାସ ଧରି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କିନ୍ତୁ ଆଜି କେନ୍ଦ୍ର ସରକାର ନେଇଥିବା ଏକ ପଦକ୍ଷେପକୁ ନେଇ ଏହି ସଂଦେହ ଦୃଢୀଭୁତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯିବା ନେଇ ନିର୍ଦ୍ଦେଶ

ଭୁବନେଶ୍ୱର: ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯିବା ପାଇଁ ନିର୍ଦ୍ଦେଶ ହୋଇଛି। ଏ ନେଇ ମଙ୍ଗଳବାର ଉନ୍ନୟନ କମିସନର ଓ ଅତିରିକ୍ତ ମୁଖ୍ୟ ସଚିବ ଆର. ବାଳକୃଷ୍ଣଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପ୍ରିନ୍ସପାଲ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଜେଲରୁ ୩୬ବର୍ଷ ପରେ ଘରକୁ ଫେରିଲେ ସ୍ୱାମୀ, ପତ୍ନୀଙ୍କୁ ଡାକିଲେ ମା’, ଖରାକୁ ଦେଖିଲେ ଭୟ କରୁଛନ୍ତି 

ଜୟପୁର: ଭାରତୀୟ ନାଗରିକ ଗଜାନନ୍ଦ ଶର୍ମା ଗତ ସୋମବାର ୩୬ବର୍ଷ ପରେ ନିଜ ଜନ୍ମସ୍ଥାନ ଜୟପୁରର ନାହରଗଢ଼ର ଫତେହରାମ ଟିବାକୁ ଫେରିଛନ୍ତି। ପାକିସ୍ତାନ ଜେଲରୁ ମୁକୁଳିବା ପରେ ସେ ଅଟ୍ରି-ଓ୍ଵାଘା ବର୍ଡରେ ପହଞ୍ଚିଥିଲେ।  ଗଜାନନ୍ଦ ଗତ ୩୬ବର୍ଷ ହେବ ପାକିସ୍ତାନ ଲାହୋର ଜେଲରେ ବନ୍ଦୀ ଥିଲେ।…
ଅଧିକ ଖବର ଦେଖନ୍ତୁ...

ଏହି ସୋ’ରେ ରଣବୀର ଓ ଦୀପିକା ନିଜର ରିଲେସନ୍‌ସିପ୍‌ ସ୍ୱୀକାର କରିପାରନ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଫେବରିଟ କପୁଲ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ଏଯାବତ୍‌ ନିଜ ରିଲେସନ୍‌ସିପ୍‌କୁ ସ୍ୱୀକାର କରିଛନ୍ତି ନାହିଁ ମନା କରିଛନ୍ତି। ଫ୍ୟାନ୍‌ଙ୍କୁ ବି ଏହା ସ୍ପଷ୍ଟ ଭାବେ ଜଣା ଅଛି କି ରଣବୀର ଓ ଦୀପିକାଙ୍କ ମଧ୍ୟରେ କିଛି ତ ଅଛି ଏବଂ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ…
ଅଧିକ ଖବର ଦେଖନ୍ତୁ...