Daily Archives

August 21, 2018

୧ମ ଓ ୨ୟ ଶ୍ରେଣୀ ପିଲାମାନଙ୍କୁ ହୋମଓ୍ଵାର୍କ ଦେଇପାରିବ ନାହିଁ ସ୍କୁଲ, ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଲାଗି ମାଡ୍ରାସ…

ଚେନ୍ନାଇ : କୋର୍ଟଙ୍କ ତାଗିଦ ସତ୍ତ୍ୱେ ୧ମ ଓ ୨ୟ ଶ୍ରେଣୀ ଛୋଟ ପିଲାମାନଙ୍କୁ ମଧ୍ୟ ବିଭିନ୍ନ ସ୍କୁଲରେ ହୋମଓ୍ଵାର୍କ ଦିଆଯାଉଛି । ଏହା ଫଳରେ ଛୋଟ ଛୋଟ ପିଲାଙ୍କ ଉପରେ ଅଯଥା ହୋମଓ୍ଵାର୍କ ବୋଝ ସୃଷ୍ଟି ହେଉଛି । ଏହାକୁ ଗୁରୁତର ସହ ନେଇଛନ୍ତି ମାଡ୍ରାସ ହାଇକୋର୍ଟ । ଏହି ନିୟମପାଳନ କରୁନଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ ରୋଗ ପାଇଁ କେଉଁ ଜୁସ୍‌ ପିଇବା ଲାଭଦାୟକ

ପ୍ରତ୍ୟେକ ବ୍ୟକ୍ତି ନିଜର ସୁସ୍ୱାସ୍ଥ୍ୟ ଲାଗି ଯଥାସମ୍ଭବ ପ୍ରୟାସ କରିଥାଏ। ଯେଉଁ କାରଣକୁ ନେଇ ସେ ନିୟମିତ ଭାବରେ ବ୍ୟାୟାମ ସାଂଗକୁ ସନ୍ତୁଳିତ ଆହରର ମଧ୍ୟ ସେବନ କରେ। ହେଲେ ଯଦି ଉକ୍ତ ବ୍ୟକ୍ତି ଜଣକ ରୋଗରେ ପଡ଼ନ୍ତି ତ, ତେବେ ସେ ସେଥିରୁ ମୁକୁଳିବା ପାଇଁ ପୌଷ୍ଟିକ ଆହାର ନେବାକୁ ବି ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଯୋଗୀ ରାଜ୍‌: ଚଳିତ ବର୍ଷ ୟୁପିରେ ବକ୍‌ରୀ ଇଦ୍‌ ପାଳନ ଅବସରରେ ହୋଇ ପାରିବନି କୌଣସି ପ୍ରକାରର ଗୃହପାଳିତ ପଶୁଙ୍କର…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଚଳିତ ବର୍ଷ ଉତ୍ତରପ୍ରଦେଶରେ ଇଦ୍‌-ଉଲ୍‌- ଜୁହା ଓ ବକ୍‌ରୀ ଇଦ୍‌ ପାଳନ ଅବସରରେ ରାଜ୍ୟରେ କୌଣସି ପ୍ରକାରର ଗୋ-ହତ୍ୟା କିମ୍ବା ଅନ୍ୟ କୌଣସି ପ୍ରକାରର ଗୃହପାଳିତ ପଶୁଙ୍କର ହତ୍ୟା ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ ନିର୍ଦ୍ଦେଶନାମା…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଭାଷଣରେ ଦେଇଥିବା ପଦ୍ଧତିକୁ ଅପଣାଇ ନଳାରୁ ବାହାରୁ ଥିବା ଗ୍ୟାସରୁ ଏପରି ଚା’ ବନାଉଛନ୍ତି ଚା’ବ୍ୟବସାୟୀ

ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଳାରୁ ବାହାରୁଥିବା ଗ୍ୟାସରୁ ଚା’ ବନାଇବାର ପଦ୍ଧତି ସେୟାର କରିଥିଲେ। ସୋସିଆଲ ମିଡିଆରେ ମୋଦିଙ୍କ ଏହି ଭିଡିଓ ବି ଖୁବ୍‌ ଭାଇରାଲ ହୋଇଥିଲା ଓ ଇଣ୍ଟରନେଟ ବ୍ୟବହାରକାରୀ ଏହାର ଖୁବ୍‌ ମଜା ବି ଉଡାଇଥିଲେ। ଅନ୍ୟପକ୍ଷରେ ଗାଜିଆବାଦର…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ନଅବର୍ଷର ଝିଅ ସାଇକେଲ କିଣିବା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ଦାନ କରିବା…

ଥିରୁଅନନ୍ତପୁରମ୍‌: କେରଳ ବନ୍ୟା ଦୁର୍ଗତଙ୍କ ସାହାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ଅନ୍ୟ ସଂସ୍ଥା ଆଗେଇ ଆସିଛନ୍ତି। ଏହି କ୍ରମରେ ନିକଟରେ ଜଣେ ନଅ ବର୍ଷିୟ ବାଳିକା ନୂଆ ସାଇକେଲ୍‌ ଖଣ୍ଡେ କିଣିବା ପାଇଁ ସଞ୍ଚୟ କରିଥିବା ୯ ହଜାର ଟଙ୍କା ଦାନ କରିଦେଇଥିବା ନେଇ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ଯୌନ କର୍ମୀଙ୍କ ମହାନତା; କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ…

ଅହେମଦନଗର (ମହାରାଷ୍ଟ୍ର): କେରଳର ପ୍ରଳୟଙ୍କରୀ ବନ୍ୟା ପରିପ୍ରେକ୍ଷୀରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ମହାରାଷ୍ଟ୍ରର ଯୌନ କର୍ମୀଙ୍କ ହୃଦୟକୁ ମଧ୍ୟ ଦୋହଲାଇ ଦେଇଛି। କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ନିଜର ସହାୟତାର ହାତ ବଢ଼ାଇ ମହାରାଷ୍ଟ୍ରର ଯୌନ କର୍ମୀମାନେ ସେମାନଙ୍କର ମହାନତା ଦେଖାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏସୀୟ କ୍ରୀଡ଼ା: ଦିବ୍ୟା କକରନ୍‌ଙ୍କୁ ରେସଲିଙ୍ଗ୍‌ରେ କାଂସ୍ୟ ପଦକ, ଭାରତର ପଦକ ସଂଖ୍ୟା ୧୦

ଜାକର୍ତ୍ତା: ଭାରତର ଦିବ୍ୟା କକରନ୍‌ଙ୍କୁ ମଙ୍ଗଳବାର ରେସଲିଙ୍ଗ୍‌ରେ କାଂସ୍ୟ ପଦକ ମିିଳିଛି। ଇଣ୍ଡୋନେସିଆର ଜାକର୍ତା ଠାରେ ୧୮ତମ ଏସୀୟ କ୍ରୀଡ଼ାର ମହିଳା ୬୫ କିଲୋ ଫ୍ରିଷ୍ଟାଇଲ୍‌ ବର୍ଗରେ ଏହି ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଥିବା ନିରବ ମୋଦି, ମେହୁଲ ଚୋକସୀର କୋଠାକୁ ଭାଙ୍ଗିଦିଆଯିବ

ମୁମ୍ବାଇ : ମହାରାଷ୍ଟ୍ରର ଅଲିବାଗଠାରେ ଥିବା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିର  କୋଠାକୁ ଭାଙ୍ଗିଦିଆଯିବ । ଏହି କୋଠାଟି ବେଆଇନ ଭାବେ ନିର୍ମିତ ହୋଇଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେବଳ ନିରବ ମୋଦି ନୁହେଁ ବେଆଇନ ଭାବେ ନିର୍ମିତ ପ୍ରାୟ ୧୨୧ଟି କୋଠାକୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ନୂଆ କୋଷାଧ୍ୟକ୍ଷ ହେଲେ ଅହମ୍ମଦ ପଟେଲ୍

ଅହମଦାବାଦ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କୁ ପାର୍ଟିର କୋଷାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି। ଗୁଜରାଟର ଏହି ବରିଷ୍ଠ କଂଗ୍ରେସ ନେତାଙ୍କର  ଗାନ୍ଧି ପରିବାର ସହିତ  ନିବିଡ଼ ସଂପର୍କ ରହିଛି। ୧୯୮୫ରେ ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂସଦୀୟ ସଚିବ…
ଅଧିକ ଖବର ଦେଖନ୍ତୁ...

ଯୁବକକୁ ଗିରଫ ପରେ ହସ୍‌ପିଟାଲ ବାହାରେ ଗୋଟିଏ ରାତି ଭୋକ ଉପବାସରେ ବାନ୍ଧିବା ପରେ ତା’ପର ଦିନ ଚିକିତ୍ସା ପାଇଁ କାହିଁକି…

ସୟୋପୁର: ସୟୋପୁର ଜିଲ୍ଲା ହସ୍‌ପିଟାଲ ବାହାରେ ଯୁବକକୁ ପଶୁଙ୍କ ଭଳି ବାନ୍ଧି ରଖିବାର ଏକ ଘଟଣା ସାମ୍ନାକୁ ଆସିଛି। ଭୋକ ଉପବାସରେ ରାତିସାରା ହସ୍‌ପିଟାଲ ବାହାରେ ରହିବା ପରେ ତା’ପର ଦିନ ସକାଳେ ଉକ୍ତ ଯୁବକକୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ଶନିବାର…
ଅଧିକ ଖବର ଦେଖନ୍ତୁ...