Daily Archives

August 22, 2018

କୋରାପୁଟ: ଭାଲୁ କାମୁଡ଼ାରେ ଚାଷୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଜୟପୁର: ଭାଲୁ କାମୁଡ଼ାରେ ଜଣେ ଚାଷୀ ବୁଧବାର ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ପଞ୍ଚାୟତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛତିଡ଼ିଫୁଟ ଗାଁର ଯୁଧିଷ୍ଠି ପେଣ୍ଠିଆ…
ଅଧିକ ଖବର ଦେଖନ୍ତୁ...

୩୫ ବର୍ଷ ହେଲାଣି ଏ କଫି ବାଲା କ୍ଷମା ମାଗି ନାହିଁ ! କରଣଙ୍କ ଟ୍ଵିଟ୍‌ରେ ଏଭଳି ପ୍ରତିକ୍ରିୟା ରଖିଲେ ଟ୍ଵିଙ୍କଲ

ମୁମ୍ବାଇ : ପ୍ରଯୋଜକ କରଣ ଜୋହର ଏବଂ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନାଙ୍କ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ସମସ୍ତଙ୍କୁ ଜଣା । ଏବେ ଦୁଇ ଜଣ ଭଲ ବନ୍ଧୁ ହୋଇଥିବା ବେଳେ ଅତୀତରେ ଟ୍ଵିଙ୍କଲଙ୍କୁ ଭଲ ପାଇ ବସିଥିଲେ କରଣ । ସ୍କୁଲରେ ଏକା ସାଙ୍ଗରେ ପଢ଼ୁଥିବା ବେଳେ ଟ୍ଵିଙ୍କଲଙ୍କୁ ଭଲ ପାଉଥିଲେ କରଣ ।…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ପର୍ଯ୍ୟନ୍ତ ଠିକ୍‌ ଭାବରେ ପେଟ ସଫା ହେଉ ନଥିବାରୁ ଚିନ୍ତିତ ଥିଲେ ଯୁବକ,ହଠାତ୍‌ ପେଟରେ ଯନ୍ତ୍ରଣା ହେବାରୁ…

ନୂଆଦିଲ୍ଲୀ : ଇଂଲଣ୍ଡରେ ଥିବା ନ୍ୟୁହାମ୍‌ ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାକୁ ଜଣେ ଯୁବକଙ୍କ ପେଟରେ ହଠାତ୍‌ ଗଭୀର ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ଡ଼ାକ୍ତର ଯେତେବେଳେ କାରଣ ଜାଣିବା ପାଇଁ ପରୀକ୍ଷା କଲେ ସେତେବେଳେ ତାଙ୍କ ହୋସ ଉଡ଼ି…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ମରିଯିବା ପରେ ତାଙ୍କ ଝିଅକୁ ଧରମ ଭଉଣୀ କରିବା ସହ ବିବାହ କରାଇଥିଲେ ସଲମାନ, ଜାଣନ୍ତୁ ସଲମାନଙ୍କ ଏହି ଭଉଣୀ କିଏ?

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ସଲମାନ ଖାନ୍‌ଙ୍କୁ ଲୋକମାନେ ତାଙ୍କର ବଦାନ୍ୟତା ପାଇଁ ଜାଣନ୍ତି । ଜଣେ ଭଲ କଳାକାର ହେବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ତାଙ୍କୁ ଅନେକ ସମୟରେ ଦେଖା ଯାଇଥାଏ । ନିଜ ସହକଳାକାର ହୁଅନ୍ତୁ ବା ସାଧାରଣ ଲୋକ, ସମସ୍ତଙ୍କୁ ସେ ବିପଦ ସମୟରେ ସାହାଯ୍ୟର ହାତ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଠାରୁ ସଂଖ୍ୟାଲଘୁ ଓ ଆଦିବାସୀଙ୍କୁ କିଛି ଲାଭ ହେଉ ନାହିଁ: ରାହୁଲ ଗାନ୍ଧି

ହେମବର୍ଗ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜର୍ମାନୀ ପହଞ୍ଚିଛନ୍ତି। ସେ ସେଠାରେ ଆୟୋଜିତ ଏକ ସମାରୋହରେ ଭାରତୀୟ ଛାତ୍ର-ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି। ଜର୍ମାନୀର ହେମବର୍ଗସ୍ଥିତ ବୁସେରିୟସ  ସ୍କୁଲରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଡାଇ ଧରିବା ନେଇ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ସହପାଠୀଙ୍କୁ ହଇରାଣ କରୁଥିବା ପୁଅକୁ ସୁଧାରିବା ପାଇଁ ଏପରି ବାଟ ଆପଣାଇଲେ ବାପା, ସୋସିଆଲ ମିଡିିଆରେ ଆରମ୍ଭ…

ନୂଆଦିଲ୍ଲୀ : ଆମେରିକାରେ ଜଣେ ବାପା ନିଜ ପୁଅକୁ ବାଟକୁ ଆଣିବା ପାଇଁ ଆପଣାଇଥିବା ଉପାୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ସମସ୍ତେ ଯୁବକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିବା ଦେଖା ଯାଇଛି । ସୂଚନା ମୁତାବକ,ଆମେରିକାରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ର ଏହି  କଳାକାର ଯୋଡ଼ି ପ୍ରଥମେ ପରଦାରେ ଭାଇଭଉଣୀ ହୋଇଥିବା ବେଳେ ପରେ ସାଜିଥିଲେ ପ୍ରେମିକପ୍ରେମିକା 

ମୁମ୍ବାଇ: ଜଣେ କଳାକାର ହିସାବରେ ସମସ୍ତଙ୍କୁ  ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଥାଏ । କେତେବେଳେ ପ୍ରେମୀ ବା ପ୍ରେମିକା ହୋଇଥାନ୍ତି ତ କେତେ ବେଳେ ମାତା-ପିତାଙ୍କ ଚରିତ୍ରରେ ନଜର ଆସିଥାନ୍ତି । ଆଜି ଆମେ କିଛି ଏପରି କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଛୁ,ଯେଉଁମାନେ ପରଦା ଉପରେ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ସହ ଝଗଡ଼ା ହେବାରୁ ଫେସ୍‌ବୁକ୍‌ରେ ‘ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି’ ବୋଲି ଲେଖିଲେ ଯୁବତୀ, ସଙ୍ଗେ ସଙ୍ଗେ…

ଜଲପାଇଗୁଡ଼ି : ପଶ୍ଚିମବଙ୍ଗରେ ଜଣେ କଲେଜ ଛାତ୍ରୀଙ୍କ ସହ ଘଟିଥିବା ଘଟଣାକୁ ବିଶ୍ୱାସ କରି ପାରୁ ନାହାନ୍ତି ଲୋକେ । ଆତ୍ମହତ୍ୟା କରିବାର ଇଚ୍ଛା ସୋସିଆଲ ମିଡ଼ିଆରେ ଜାହିର କରିବା ପରେ ତାଙ୍କ ପାଖକୁ ଆସିଥିବା ମେସେଜକୁ ନେଇ ଏବେ ଚରିଆଡ଼େ ଚର୍ଚ୍ଚା । ଯୁବତୀଜଣଙ୍କ ଆତ୍ମହତ୍ୟାର ଉଦ୍ଦେଶ୍ୟ ରଖିଥିବା…
ଅଧିକ ଖବର ଦେଖନ୍ତୁ...

ଦିନକୁ ଏକାଧିକ ଥର ହାଇ ଆସୁଛି କି? ହୋଇ ପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ଦିନକୁ ୩ ବା ୪ ଥର ହାଇ ଆସିବା ଏକ ସାଧାରଣ କଥା । କିନ୍ତୁ ଠିକ୍‌ ଭାବରେ ଶୋଇ ମଧ୍ୟ ଯଦି ଆପଣଙ୍କୁ ଦିନରେ ଏକାଧିକ ଥର ହାଇ ଆସୁଛି ତେବେ ସତର୍କ ହୋଇ ଯାଆନ୍ତୁ । କିଛି ଲୋକ ଅଧିକ କାମର ଚାପ ପାଇଁ ଏପରି ହେଉଥିବା ଭାବିଥାନ୍ତି । କିନ୍ତୁ ଏକାଧିକ ଥର ହାଇ ଆସିବା କିଛି ଭୟଙ୍କର ଶାରୀରିକ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ମେକ୍ସିକୋର ଏହି ସହରରେ ସାର୍ବଜନୀନ ସ୍ଥାନରେ ଶାରୀରିକ ସଂପର୍କ ରଖିବାକୁ ମିଳିଲା ଆଇନଗତ ସ୍ୱୀକୃତି, କାରଣ ଜାଣି…

ନୂଆଦିଲ୍ଲୀ : ମେକ୍ସିକୋରେ ଥିବା ଏକ ସହରରେ ଏବେ ଲୋକମାନେ ସାର୍ବଜନିକ ସ୍ଥାନରେ ଶାରୀରିକ ସଂପର୍କ ରଖି ପାରିବେ । ଏ ନେଇ ଆଇନଗତ ସ୍ୱୀକୃତି ମଧ୍ୟ ମିଳି ସାରିଛି । ସମସ୍ତଙ୍କ ଆଗରେ ଶାରୀରିକ ସମ୍ପର୍କ ରଖିବା ବେଆଇନ ନୁହେଁ ବୋଲି ଗ୍ଵାଦଲଜାରା ସହରରେ ଘୋଷଣା କରାଯାଇଥିବା ବେଳେ ଏଭଳି ଆଇନ୍‌…
ଅଧିକ ଖବର ଦେଖନ୍ତୁ...