Daily Archives

August 22, 2018

ସଲମାନଙ୍କୁ ଭାରୀ ପଡ଼ିଲା ଅଟଳ ବିହାରୀ ବାଜପେୟୀଙ୍କୁ ନେଇ କରିଥିବା ଟ୍ଵିଟ୍‌, ମିଳିଲା ଏଭଳି ପ୍ରତିକ୍ରିୟା

ମୁମ୍ବାଇ :  ଏବେ ନିଜର ଆଗାମୀ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ । ‘ରେସ୍‌-୩’ ଭଲ ବ୍ୟବସାୟ କରି ପାରି ନଥିବାରୁ ଏବେ ‘ଭାରତ’କୁ ନେଇ ଗମ୍ଭୀର ହୋଇ ଯାଇଛନ୍ତି ସଲମାନ । ଫିଲ୍ମଟି କିପରି ଭଲ ହେବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ବୋଧହୁଏ ସେଥିପାଇଁ ତାଙ୍କ ଦ୍ୱାରା ଏପରି ଭୁଲ…
ଅଧିକ ଖବର ଦେଖନ୍ତୁ...

ଏକମାତ୍ର ପୁଅ ଘରଛାଡି ଆତଙ୍କବାଦୀ ହୋଇଗଲା, ଘରେ ଥିବା ବୃଦ୍ଧ ପିତାମାତାଙ୍କ ସେବା କରୁଛି ଭାରତୀୟ ସେନା

ଶ୍ରୀନଗର : ଭାରତୀୟ ସେନା ବିଶ୍ବର ଏକ ଶୃଙ୍ଖଳିତ ଓ ପ୍ରଫେସନାଲ ସେନା ଭାବେ ଜଣାଶୁଣା । ଯୁଦ୍ଧରେ ଆମ ସେନା ଶତ୍ରୁପକ୍ଷ ପାଇଁ ସାକ୍ଷାତ ଯମ ସଦୃଶ ହୋଇଥାଏ । କିନ୍ତୁ ପ୍ରାକୃତିକ ଦୁର୍ବିପାକରେ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଥାଏ । ଏହାର ପ୍ରମାଣ ଏବେ କେରଳରେ ଦେଖିବାକୁ ମିଳୁଛି ।…
ଅଧିକ ଖବର ଦେଖନ୍ତୁ...

କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲେ ବାହୁବଳୀ; ଜାଣନ୍ତୁ ପରିମାଣ କେତେ?

କୋଚି: ଏକଥା ସମସ୍ତେ ଜାଣନ୍ତି ଯେ ନିକଟରେ କେରଳରେ ହୋଇଥିବା ବନ୍ୟା ଏ ଶତାବ୍ଦୀର ସବୁଠାରୁ ବଡ଼। ଜୁଲାଇ ମାସର ମୌସୁମୀ ଋତୁରେ ଏହି ବନ୍ୟା ହେବା ପରେ ବହୁ ଜନଜୀବନ ପାଣିରେ ମିଶିଯିବା ସହ ହଜାର ଜହାର କୋଟି ଟଙ୍କାର ସମ୍ପତ୍ତି ଜଳମଗ୍ନ ହୋଇଛି। ଏହି ବନ୍ୟାରେ ପ୍ରାୟ ୪୦୦ ଲୋକଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଖାଇବା ମଧ୍ୟରେ ପାଣି ପିଉଛନ୍ତି କି? ଭୋଗିପାରନ୍ତି ଏହି ସମସ୍ୟା

ଅଧିକାଂଶ ଲୋକଙ୍କର ଖାଇବା ମଧ୍ୟରେ ପାଣି ପିଇବା ଅଭ୍ୟାସ୍‌ ରହିଛି। ଏମିତି ବି ଲୋକ ଅଛନ୍ତି ଆଗ ପାଣି କ୍ଲାସ୍‌ ରଖିଲେ ହିଁ ପରେ ଖାଦ୍ୟ ଥାଳି ପାଖରେ ବସିଥାନ୍ତି। କେହି କେହି ତ ଗୋଟାଏ ଥର ଖାଦ୍ୟ ପାଟିକୁ ନେଇ ଗୋଟାଏ ଢ଼ୋକ ପାଣି ପିଇଥାନ୍ତି। ମାତ୍ର ଏମିତି ଅଭ୍ୟାସ ଆପଣଙ୍କ ଶରୀର ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଶାର ଆଲୋକ : କାଶ୍ମୀରରେ ଯେତିକି ଯୁବକ ଆତଙ୍କବାଦୀ ହୋଇଛନ୍ତି ତାହାର ଦୁଇଗୁଣ ସେନାରେ ମିଶିଛନ୍ତି

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ କେତେକ ଯୁବକ ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ସଂଗଠନରେ ମିଶୁଛନ୍ତି । କିନ୍ତୁ ସୁଖର କଥା ହେଉଛି ଯେତିକି ଯୁବକ ଆତଙ୍କବାଦୀ ହେଉଛନ୍ତି ତାହାର ଦୁଇଗୁଣ ଯୁବକ ସେନାରେ ମିଶି ଦେଶ ସେବା ପାଇଁ ଆଗେଇ ଆସୁଛନ୍ତି । ଏ ବର୍ଷ ଜୁଲାଇ ସୁଦ୍ଧା ପ୍ରାୟ ୧୧୦ ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ମହଙ୍ଗା ପଡ଼ିଲା ; ନିର୍ଘାତ ମାଡ଼ ମାରିବା ସହ ଶିକ୍ଷକଙ୍କୁ…

ଇଲୁରୁ (ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଇଲୁରୁ ସହରରେ ଗତ ମଙ୍ଗଳବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜନୈକା ନାବାଳିକା ଛାତ୍ରୀକୁ ପରୀକ୍ଷାରେ ଅଧିକ ନମ୍ବର ଦେବାର ପ୍ରଲୋଭନ ଦେଖାଇ କାରେ ରାମବାବୁ ନାମକ ଜେନୈକ ଇଂରାଜୀ ଶିକ୍ଷକ ଛାତ୍ରୀଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

କୁନି ଝିଅର ସଫଳ ସୃଷ୍ଟି; ଷଷ୍ଠ ଶ୍ରେଣୀରୁ ପୁସ୍ତକ ରଚନା କରି ଚର୍ଚ୍ଚାରେ ଅନନ୍ତିନୀ

ନୂଆଦିଲ୍ଲୀ: କୁହାଯାଏ ଲେଖିପାରୁଥିବା ମଣିଷଟିଏ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଟ କଳାକୁ ନିଜ ସାଥୀରେ ନେଇ ପୃଥିବୀକୁ ଆସିଥାନ୍ତି। ଏପରି ଜଣେ କଳାର ଅଧିକାରିଣୀ ହେଉଛନ୍ତି ଅନନ୍ତିନୀ ମିଶ୍ର। ଅନନ୍ତିନୀ ଷଷ୍ଠ ଶ୍ରେଣରୀରେ ପଢୁଥିବା ଜଣେ କୁନି ଝିଅ। ଯିଏକି ନିକଟରେ ଏକ ପୁସ୍ତକ ରଚନା କରି ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ପାରିବାରିକ କଳହରୁ ଭାଇଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ଭଞ୍ଜନଗର: ଗଂଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ ନୂଆସାହିରେ ବୁଧବାର ଏକ ହତ୍ୟାକାଣ୍ଡ ହୋଇଛି। ଦାଦା ପୁଅ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ବାପା ପୁଅ ଭାଇ ସୁଦର୍ଶନ ସ୍ୱାଇଁ ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଘରୋଇ କଳି…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା: ହିନ୍ଦୁଙ୍କ ପାଇଁ ସାହାରା ପାଲଟିଛି ମସ୍‌ଜିଦ୍‌

ତିରୁବନନ୍ତପୁରମ୍‌: କେରଳରେ ଲଗାତାର ବର୍ଷା ଜାରି ରହିବା ପରେ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ମସ୍‌ଜିଦ ନିଜ ଦ୍ୱାର ଖୋଲି ଦେଇଛି। ଏହି ମସ୍‌ଜିଦ୍‌ରେ ସମସ୍ତ ଜାତି ଓ ଧର୍ମର ଲୋକ ଆଶ୍ରୟ ନେଇ ପାରିବେ। କେରଳ ବନ୍ୟାରେ ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ହିନ୍ଦୁ ସମେତ ଅନ୍ୟାନ୍ୟ ଧର୍ମ ପାଇଁ…
ଅଧିକ ଖବର ଦେଖନ୍ତୁ...

୩ୟ ଟେଷ୍ଟରେ ଇଂଲଣ୍ଡ ବିରୋଧରେ ଭାରତର ବିଜୟ ପଛରେ ଥିଲା ଅନୁଷ୍କା ଶର୍ମାଙ୍କ ପ୍ରେରଣା: କୋହଲି

ନଟିଂହାମ: ତୃତୀୟ ଟେଷ୍ଟରେ ଭାରତର ବିଜୟ ନେଇ ଅଧିନାୟକ ବିରାଟ କୋହଲି କହିଛନ୍ତି, ଏହା ଅନୁଷ୍କା ଶର୍ମାଙ୍କ ପ୍ରେରଣା ଥିଲା। ଇଂଲଣ୍ଡ ବିପକ୍ଷରେ ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ଐତିହାସିକ ବିଜୟ ପରେ କୋହଲି ଏଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଥମ ଇନିଂସରେ ୯୭ ରନ୍‌ ଓ ୨ୟ ଇନିଂସରେ ୧୦୩…
ଅଧିକ ଖବର ଦେଖନ୍ତୁ...