Monthly Archives

August 2018

୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବାରୁ ମିଳିଲା ମୃତ୍ୟୁଦଣ୍ଡ,ଚାର୍ଜସିଟ୍‌ ଦାଖଲର ୧୯ଦିନ ମଧ୍ୟରେ ରାୟ ଶୁଣାଇଲେ ଅଦାଲତ

ଝୁନ୍‌ଝୁନ୍‌ : ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ଘଟିଥିବା ଏକ ଦୁଷ୍କର୍ମ ଘଟଣାର ତ୍ୱରିତ ବିଚାରକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା । ଜଣେ ଯୁବକ ଏକ  ୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବେଳେ ଚାର୍ଜସିଟ୍‌ ଦାଖଲ କରାଯିବାର ୧୯ଦିନ ମଧ୍ୟରେ ପୋସ୍କୋ ଅଦାଲତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ବିବାହକୁ ନେଇ ଭିଣୋଇ ଆୟୁଷ କହିଲେ ଭାଇ ବିବାହ ନ କରି ଠିକ୍‌ କରିଛନ୍ତି! ଜାଣନ୍ତୁ କାହିଁକି

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଅଭିନେତ୍ରୀ କ୍ୟାଟ୍ରନା କୈଫ୍‌ ଏବଂ ନିଜ ମା’ ସଲମା ଖାନ୍‌ଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଟୋ ପୋଷ୍ଟ ହେବା ମାତ୍ରେ ତାହା ଭାଇରାଲ ହେବା ସହ କ୍ୟାଟ୍ରିନା ଏବଂ ସଲମାଙ୍କ ଯୋଡ଼ିକୁ ଶାଶୁ-ବୋହୂ…
ଅଧିକ ଖବର ଦେଖନ୍ତୁ...

୬ ମାସ ଧରି ଗଣଦୁଷ୍କର୍ମର ଶିକାର ହେବା ପରେ ବି କାର୍ଯ୍ୟାନୁଷ୍ଠାନ କଲାନାହିଁ ପୁଲିସ,ଶେଷରେ ଆତ୍ମଦାହର ରାସ୍ତା…

ଶାହାଜାହାଁପୁର : ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଚର୍ଚ୍ଚା କରିବାକୁ ବାଧ୍ୟ କରିଛି । ଏହି ଘଟଣା ଉତ୍ତରପ୍ରଦେଶ ପୁଲିସର ଅସଲ ମୁଖା ଖୋଲିବା ସହ ସେମାନେ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେଉଛନ୍ତି ତାହା ପଦାରେ ପକାଇଛି । ୬ ମାସ ପର୍ଯ୍ୟନ୍ତ ଗଣଦୁଷ୍କର୍ମର…
ଅଧିକ ଖବର ଦେଖନ୍ତୁ...

୨୦୨୨, ଅଗଷ୍ଟ ୧୫ରେ ମାତ୍ର ୪୮ କିମି ଦୂରତ୍ୱ ପାଇଁ ବୁଲେଟ ଟ୍ରେନ ଉଦଘାଟନ ହେବ !

ନୂଆଦିଲ୍ଲୀ : ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଆସନ୍ତା ୨୦୨୨ ଅଗଷ୍ଟ ୧୫ରେ ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏହି ସମୟସୁଦ୍ଧା ପ୍ରକଳ୍ପଟି ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ଦେଖାଦେଇଛି । ଏହାର କାରଣ ହେଉଛି ଜମି ଅଧିଗ୍ରହଣରେ ସମସ୍ୟା । ଏହାକୁ…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରଥମ କିନ୍ନର କ୍ୟାବ୍‌ ଡ୍ରାଇଭର ହେବାର ଗୌରବ ଅର୍ଜନ କଲେ ଭୁବନେଶ୍ୱରର ମେଘନା

ଭୁବନେଶ୍ୱର: ମାନବ ସମ୍ବଳ ଓ ମାର୍କେଟିଂରେ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ରାଜଧାନୀ ଭୁବନେଶ୍ୱରର କିନ୍ନର ମେଘନା ସାହୁ ଦେଶର ପ୍ରଥମ କିନ୍ନର ଟ୍ୟାକ୍ସି (କ୍ୟାବ୍‌) ଡ୍ରାଇଭର ହେବାର ଗୌରବ ଅର୍ଜନ କରିଛନ୍ତି। ସଂପ୍ରତି ଓଲା କ୍ୟାବ୍‌ରେ ଡ୍ରାଇଭର ସାଜିଥିବା ୩୦ ବର୍ଷ ବୟସ୍କା ମେଘନା…
ଅଧିକ ଖବର ଦେଖନ୍ତୁ...

ଏସୀୟ କ୍ରୀଡ଼ା: ମହିଳା ହକି ଫାଇନାଲରେ ଜାପାନ ୨-୧ରେ ବିଜୟୀ, ଭାରତକୁ ରୌପ୍ୟ ପଦକ

ଜାକର୍ତ୍ତା: ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍‌ ପରାସ୍ତ ହୋଇଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଶୁକ୍ରବାର ଖେଳାଯାଇଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତ ଜାପାନ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି। ଜାପାନ ୨-୧ରେ ମ୍ୟାଚ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛି।…
ଅଧିକ ଖବର ଦେଖନ୍ତୁ...

ବିରଳ ଦୃଶ୍ୟ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କଲା ଭାରତ-ପାକିସ୍ତାନ ଯବାନଙ୍କ ସାଥୀ ହୋଇ ନାଚିବା ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ର ଏକ ପଞ୍ଜାବୀ ଟ୍ରାକ୍‌ରେ ଉଭୟ ଭାରତ ଓ ପାକିସ୍ତାନୀ ଯବାନ ନୃତ୍ୟ କରୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି। ସଂଘାଇ କର୍ପୋରେଟିଂ ଅର୍‌ଗାନାଇଜେସନ୍‌(ଏସ୍‌ସିଓ)ର ସଦସ୍ୟମାନଙ୍କ ସହ ଭାରତୀୟ ସେନା ଦ୍ୱାରା ଆୟୋଜିତ ରୁଷରେ ହେଉଥିବା…
ଅଧିକ ଖବର ଦେଖନ୍ତୁ...

୭ ମାସ ପରେ ଲୋକସଭା ନିର୍ବାଚନ: ୩୦ ବର୍ଷ ଧରି ଏହି ଆସନକୁ ନିୟନ୍ତ୍ରଣରେ ରଖିଛନ୍ତି ଗୋଟିଏ ପରିବାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୭ ମାସ ପରେ ହେବ। ଏଥି ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କ ବିରୋଧରେ କଂଗ୍ରେସ ଓ ମହାମେଣ୍ଟ ରଣନୀତି ପ୍ରସ୍ତୁତ କରୁଛନ୍ତି। ମହାମେଣ୍ଟ କେତେ ସଫଳ ହେବ, ତାହା ମଧ୍ୟ କିଛି ଜଣାପଡୁ ନାହିଁ। ନକଟରେ ଦକ୍ଷିଣ ଭାରତର ତାମିଲନାଡୁରେ ବିରୋଧୀ…
ଅଧିକ ଖବର ଦେଖନ୍ତୁ...