Monthly Archives

August 2018

ଆୟକର ରିଟର୍ଣ୍ଣ ଦାଖଲ କରି ନାହାନ୍ତି କି? ଜରିମାନା ସହ ଭୋଗି ପାରନ୍ତି ଏହି ସବୁ ଅସୁବିଧା

ନୂଆଦିଲ୍ଲୀ: ଆଜି (୩୧ ଅଗଷ୍ଟ) ହେଉଛି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ। ଚଳିତ ବର୍ଷ ଲାଗି ଆୟକର ଦାଖଲର ଶେଷ ତାରିଖ ୩୧ ଜୁଲାଇ ରହିଥିବା ସମୟରେ ଆୟକର ବିଭାଗ ଏହାକୁ ଏକ ମାସ ଘୁଞ୍ଚାଇ ଦେଇଥିଲେ। ଯେଉଁମାନେ ଆଜି ସୁଦ୍ଧା ନିଜର ଆୟକର ରିଟର୍ଣ୍ଣ ଦାଖଲ କରି ନପାରିବେ, ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସିନ୍ଧୁ ନଦୀ ଜଳବଣ୍ଟନ ମାମଲା : ମିଛ କହିବା ଛାଡି ପାରୁନାହିଁ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନକୁ ବିଶ୍ୱାସ କରିବା ବିଷଧର ସାପକୁ ବିଶ୍ୱାସ କରିବା ଭଳି । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି । ପାକିସ୍ତାନର ବହୁ ଅନୁରୋଧ ପରେ ନିକଟରେ ଲାହୋରଠାରେ ସିନ୍ଧୁ ଜଳବଣ୍ଟନ ବାବଦରେ ଭାରତ ଆଲୋଚନା କରିଥିଲା । ଭାରତ-ପାକିସ୍ତାନ ସ୍ଥାୟୀ ସିନ୍ଧୁ ଆୟୋଗର ବୈଠକ ଆଲୋଚନାରେ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଛୋଟ ଛୋଟ କାରଣ ପାଇଁ ଅଯଥାରେ ଦୁଃଖୀ ହୋଇଥାଏ ମନ; ଆପଣଙ୍କ ପ୍ରିୟ ରଂଗ କରିପାରେ ଆପଣଙ୍କୁ ସାହାଯ୍ୟ

ମନ ଖରାପ ରହିବା ଜଣେ ମଣିଷ ପାଇଁ ବଡ଼ ରୋଗ ହୋଇଥାଏ। ମନ ଯଦି ଖରାପ ରହେ ସୁସ୍ୱାଦୁ ଖାଦ୍ୟ, ସୁନ୍ଦର ପୋଷାକ ଖୁସି ଦେଇପାରେନା। ଆମର ପ୍ରଥମ କାମ ହେଉଛି ମନକୁ ସୁସ୍ଥ ରଖିବା। ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବା ସହ ଚେହେରାର ଚମକ ବି ଅକ୍ଷୁର୍ଣ୍ଣ ରହିବ। ଅନେକ ସମୟରେ ଆମେ ଅଜାଣତରେ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଏତେ ମିଛ! ଭଂସାଲୀ ନା ଐଶ୍ୱର୍ଯ୍ୟା? କାହା କଥାକୁ କରିବା ବିଶ୍ୱାସ?

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟରୁ ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେବା ଭିତରେ ଲଗାତର ଦର୍ଶକଙ୍କ ମନରଞ୍ଜନ କରି ଆସିଛନ୍ତି ନୀଳନୟନା। ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଐସ୍‌ ବହୁ ଲୋକପ୍ରି୍ରୟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ସେଥିମଧ୍ୟରୁ ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ…
ଅଧିକ ଖବର ଦେଖନ୍ତୁ...

‘ଆଖି ବଦଳରେ ଆଖି’… ଆତଙ୍କବାଦୀଙ୍କ ଖୋଲା ଧମକ ଆଗରେ ମୁଣ୍ଡ ନୁଆଁଇଲା ଜମ୍ମୁ-କଶ୍ମୀର ପୁଲିସ୍‌; ଗିରଫ ହିଜ୍‌ବୁଲ…

ଶ୍ରୀନଗର (ଜମ୍ମୁ-କଶ୍ମୀର): କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଧମକ ଆଗରେ ଆଜି ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଛି ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶାସନ। ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଅପରେସନାଲ କମାଣ୍ଡର ରିଆଜ ନାଇକୋ ଆଜି (ଶୁକ୍ରବାର) ଜମ୍ମୁ- କଶ୍ମୀର ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୂତି, ରାଜ୍ୟ ସରକାରଙ୍କ ତରଫରୁ ୩ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ନବୀନ

ଭୁବନେଶ୍ୱର: ଓଡ଼ିଶାର ସୁଯୋଗ୍ୟା ଧାବିକା ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାବିକା…
ଅଧିକ ଖବର ଦେଖନ୍ତୁ...

୬୦୦୦ ଟେଷ୍ଟ ରନ୍‌ କ୍ଲବରେ ସାମିଲ ହେଲେ କୋହଲି, ପଛରେ ପଡ଼ିଲେ ସଚିନ-ସେହେଓ୍ଵାଗ-ଦ୍ରାବିଡ଼

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୬୦୦୦ ଟେଷ୍ଟ ରନ୍‌ କ୍ଲବରେ ଶୁକ୍ରବାର ସାମିଲ ହୋଇଛନ୍ତି। ଏହି ନୂଅାଁ ରେକର୍ଡ ସହିତ କୋହଲି ଭାରତୀୟ ସୁପ୍ରସିଦ୍ଧ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେଓ୍ଵାଗ୍‌ ଓ ରାହୁଲ ଦ୍ରାବିଡ଼ଙ୍କ ରେକର୍ଡ ଅତିକ୍ରମ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ପାଇଁ ବଡ଼ ସଫଳତା, ପ୍ରଥମ ତିନିମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ୮.୨%କୁ ବୃଦ୍ଧି

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତକୁ ବୃଦ୍ଧି ପାଇଛି । ମୋଦି ସରକାରଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ସର୍ବୋଚ୍ଚ ଜିଡିପି ହାର । ଗତ ଆର୍ଥିକ ବର୍ଷର ୧ମ ତିନିମାସରେ ଏହା ୫.୭% ଥିଲା ଓ ପୂର୍ବ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ବୋର୍ଡରେ ଠିଆ ହୋଇଥିବା ଯାତ୍ରୀଙ୍କ ହାତରୁ ଚୋର ଝାମ୍ପି ନେଲା ମୋବାଇଲ୍‌; ଡେଇଁପଡ଼ିବାରୁ ଟ୍ରାକ୍‌ରେ ପଡ଼ି…

ମୁମ୍ବାଇ: ଅନେକ ସମୟରେ ମୋବାଇଲ୍‌ ମୃତ୍ୟୁର କାରଣ ପାଲଟୁଛି। ପୂର୍ବରୁ ସେଲ୍‌ ଫୋନ୍‌ରେ ସେଲ୍‌ଫି ନେବାରୁ ଆରମ୍ଭ କରି ନୀଳ ତିମି ଆତଙ୍କ ଆଦି ବିଭିନ୍ନ କାରଣରୁ ମୋବାଇଲ୍‌ ପାଇଁ ଲୋକଙ୍କ ଜୀବନ ଯାଉଛି। ନିକଟରେ ସେହି ମୋବାଇଲ୍‌ ଫୋନ୍‌କୁ ଚୋର ହାତରୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଭୀମା କୋରେଗାଓଁ ହିଂସା ପଛରେ ଥିଲା ଗିରଫ ସାମାଜିକ କର୍ମୀମାନଙ୍କ ହାତ; ଗିରଫ ଅଭିଯୁକ୍ତମାନେ ମାଓବାଦୀ ବୋଲି ପୁଲିସ୍‌…

ମୁମ୍ବାଇ/ ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭୀମା କୋରେଗାଓଁରେ ସଂଘଟିତ ହିଂସା ମାଓବାଦୀ ସଂଗଠନ ଦ୍ୱାରା କରାଯାଇଥିଲା। ଏହି ହିଂସା ପଛରେ ମାଓବାଦୀମାନଙ୍କର ହାତ ରହିଥିବା ନେଇ ମହାରାଷ୍ଟ୍ର ପୁଲିସ୍‌ ନିକଟରେ ଠୋସ୍‌ ପ୍ରମାଣ ରହିଛି। ଏଥିସହ ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଯେଉଁ ତଥାକଥିତ…
ଅଧିକ ଖବର ଦେଖନ୍ତୁ...