Daily Archives

September 1, 2018

ବିଜେପିକୁ ଟାର୍ଗେଟ କରି ନୂଆ ବିବାଦ ସୃଷ୍ଟି କଲେ ସ୍ୱରା; ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଉତ୍ସବ ମନାଉଥିଲେ ଏମାନେ!

ମୁମ୍ବାଇ: କେବେ ନିଜର ବିବାଦୀୟ ଚଳଚ୍ଚିତ୍ର ପାଇଁ ତ କେବେ ଆଉ କିଛି ପାଇଁ। କିଛି ଦିନ ଅନ୍ତରରେ ଥରୁଟିଏ ଚର୍ଚ୍ଚାରେ ରହିବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଏକ ନିତିଦିନିଆ କଥା। କିଛିଦିନ ତଳେ ସ୍ୱରା ଭାରତୀୟ ସେନାର ଯବାନଙ୍କ ସଂପର୍କରେ ଓଲଟାସିଧା ମତ ଦେଇ ସୋସିଆଲ୍‌ ମିଡିଆରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଜନ୍ମାଷ୍ଟମୀ; ଜାଣନ୍ତୁ ପୂଜାବିଧି ଓ ଶୁଭ ସମୟ

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପାଇଁ ହିଁ ଦ୍ୱାପର ଯୁଗକୁ ଲୋକେ ମନେ ରଖିଛନ୍ତି। ମଣିଷ ରୂପେ ପୃଥିବୀ ପୃଷ୍ଟରେ ଜନ୍ମଲାଭ କରି ବିଭିନ୍ନ କ୍ଷେତ୍ରରେ ମାନବିକତାର ଉଦାହରଣ ଛାଡ଼ିଯାଇଛନ୍ତି କୃଷ୍ଣ ଭଗବାନ। ଆସନ୍ତା କାଲି ଅର୍ଥାତ, ସେପ୍ଟେମ୍ବର ୨ ତାରିଖରେ ଚଳିତବର୍ଷ ଜନ୍ମାଷ୍ଟମୀ ପଡିଛି। ରାତି…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ବିଜେପି ନେତାଙ୍କ ପୁଅ; ୨ ମୃତ, ୨ ଗୁରୁତର

ଜୟପୁର: ଗାନ୍ଧିନଗର ରେଳବାଇ ଷ୍ଟେସନ୍‌ ନିକଟସ୍ଥ ରାସ୍ତାରେ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ୍‌ ସଭ୍‌ ଚଳାଉଥିବା ବେଳେ ଗୁରୁବାର ରାତିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଜେପି ନେତା ବଦ୍ରି ମୀନାଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଶକୁ ଭାଙ୍ଗିବାକୁ ଉଦ୍ୟମ କରିବାଠୁ ବଳି ଅପରାଧ ଆଉ କିଛି ନାହିଁ : ରାଜନାଥ ସିଂ

ନୂଆଦିଲ୍ଲୀ : ପୁନେ ପୁଲିସ ଦ୍ୱାରା ମାଓ ସମର୍ଥକ ସଂଦେହରେ ଗିରଫ ୫ ଜଣ ସାମାଜିକ କର୍ମୀଙ୍କ ଗିରଫ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ ପ୍ରେସର କୁକରକୁ ଫାଟିବାକୁ ଦିଆଯିବ ନାହିଁ । ଗଣତନ୍ତ୍ରରେ ଲୋକମାନଙ୍କ ମୁକ୍ତ ମତ ପ୍ରକାଶ କରିବାର…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି, ଫୁଲବାଣୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ/କନ୍ଧମାଳ: ରାତି ପାହିଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେବ। ଏ ନେଇ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠିଛି। ମନ୍ଦିର ଗୁଡ଼ିକ ଆଜିଠାରୁ ଆଲୋକମାଳାରେ ସଜାଇ ହୋଇଛି। ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ କନ୍ଧମାଳ…
ଅଧିକ ଖବର ଦେଖନ୍ତୁ...

ଦୃଢ଼ମନା ଓଡ଼ିଶାର ଉଦାହରଣ ଶେଷ କିଷାନ: ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଶେଷ କିଷାନ ହେଉଛନ୍ତି ଜଣେ ୨୪ ବର୍ଷିଅ ଯୁବକ। ତାଙ୍କର ସଂଘର୍ଷମୟ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନବୀନ କହିଛନ୍ତି, ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ, ତେବେ ସେ ନିଶ୍ଚିତ ଗର୍ବ ଅନୁଭବ କରୁଥାନ୍ତେ। ଶେଷଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆର.ମାଧବନ ହାଲର ନୂଆ ସିଏମଡି, ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେବେ

ନୂଆଦିଲ୍ଲୀ : ଆର.ମାଧବନ ରାଷ୍ଟ୍ରାୟତ ପ୍ରତିରକ୍ଷା ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ହାଲ)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଟି.ସୁବର୍ଣ୍ଣ ରାଜୁଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ମାଧବନ ଲକ୍ଷ୍ନୌଠାରେ…
ଅଧିକ ଖବର ଦେଖନ୍ତୁ...

ବାରବୁଲା କୁକୁର, ଗାଈ, ମାଙ୍କଡ଼ଙ୍କ ଦେଖାଶୁଣା ପାଇଁ ବିଶେଷ ବ୍ୟବସ୍ଥା କରାଯିବ: ଯୋଗୀ ଆଦିତ୍ୟନାଥ

ମଥୁରା: ରାଜ୍ୟର ପ୍ରତ୍ୟେକ ନଗର ନିଗମରେ ବାରବୁଲା କୁକୁର, ଗାଈ, ମାଙ୍ଗଡ଼ ଓ ପକ୍ଷୀମାନଙ୍କ ଦେଖାଶୁଣା ପାଇଁ ବିଶେଷ ବ୍ୟବସ୍ଥା କରାଯିବା ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଘୋଷଣା କରିଛନ୍ତି। ପ୍ରଥମେ ଏହି ଯୋଜନା ଲକ୍ଷ୍ମୌ ଓ ପରବର୍ତ୍ତୀ ସମୟରେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ନାଳରେ ଭାସି ଯାଇଥିବା ଚାଷୀଙ୍କ ମୃତଦେହ ଉଦ୍ଧାର

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ନିଖୋଜ ଥିବା ଚାଷୀଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ଦୟଣାବିଲ ପଚାଂୟତର କହ୍ନେଇପାଳ ଗ୍ରାମର ଜଣେ ଚାଷୀ ନାଳ ଅପର ପାଶ୍ୱକୁ ପଣ୍ଡା ହଳ ସହ ଯାଇଥିବା ବେଳେ ଶୁକ୍ରବାର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। କାଳିଆର ମୃତଦେହ ଦୟଣାବିଲ କେନାଲ ନିକଟରୁ…
ଅଧିକ ଖବର ଦେଖନ୍ତୁ...

ଆପଣ ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ରେ ସେୟାର କରୁଛନ୍ତି କି ! ଅସୁବିଧାରେ ପଡ଼ି ପାରନ୍ତି ସେମାନେ

ନୂଆଦିଲ୍ଲୀ: ଭାରତୀୟ ଅଭିଭାବକମାନେ ଏନେଇ ଜାଗୃତ ତ ଅଛନ୍ତି କି, ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ ପୋଷ୍ଟ କରିବା ଦ୍ୱାରା ଏହା ଭୁଲ ଲୋକଙ୍କ ହାତରେ ପଡ଼ିପାରେ। ଏହା ଜାଣି ବି ଅଭିଭାବକମାନେ ନିଜର ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ ଫୋଷ୍ଟ କରିବାକୁ ପଛାଉ ନାହାନ୍ତି। ଏହାକୁ ନେଇ ବୈଶୟିକ ସାଇବର…
ଅଧିକ ଖବର ଦେଖନ୍ତୁ...