Daily Archives

September 2, 2018

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ‘ପ୍ଲାନ ୭୫’, ପ୍ରଚାରରେ ସାମିଲ ହେଲା ‘ସେବା ଦଳ’

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଭାରତୀୟ ଜନତା ପାର୍ଟି ଶାସିତ ଏହି ୩ଟି ରାଜ୍ୟରେ କ୍ଷମତା ଜାରି ରଖିବାକୁ ବିଜେପି ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଯୋଜନା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ବାଜପେୟୀଙ୍କ ବିୟୋଗକୁ ମାସେ ପୂରିବାକୁ ଥିବା ବେଳେ ଆଗ୍ରା ବିଶ୍ୱବିଦ୍ୟାଳ କର୍ତ୍ତୃପକ୍ଷଙ୍କୁ ମିଳିଲା ତାଙ୍କର ଶିକ୍ଷାଗତ…

ଆଗ୍ରା: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗକୁ ମାସେ ପୂରଣ ହେବାକୁ ଯାଉଥିବା ବେଳେ ଆଗ୍ରା ବିଶ୍ୱବିଦ୍ୟାଳୟ (ବର୍ତ୍ତମାନର ଡକ୍ଟର ବି ଆର୍‌ ଆମ୍ବେଦକର ବିଶ୍ୱବିଦ୍ୟାଳୟ) କର୍ତ୍ତୃପକ୍ଷଙ୍କୁ ଅଟଳଜୀଙ୍କ ଶିକ୍ଷାଗତ ଯୋଗ୍ୟତାର ରେକର୍ଡ ମିଳିଥିବା ଜଣା ପଡ଼ିଛି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼: ୨ଜଣଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ, ଜୀବନ ବଞ୍ଚାଇଲେ ଜଣେ

ମାଲକାନଗିରି: ପଡୋଶୀ ଛତିଶଗଡ଼ରେ ନକ୍ସଲମାନେ ୩ ଜଣ ଲୋକଙ୍କୁ ଅପହରଣ କରିବା ପରେ ସେଥିରୁ ୨ ଜଣଙ୍କୁ ହତ୍ୟା କରିଛନ୍ତି। କାଙ୍କେର ପୁଲିସ ଅଧିକ୍ଷକ ଏଲ୍‌ ଧ୍ରୁବ ଏହି ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି ନକ୍ସଲମାନେ ୩ ଜଣଙ୍କୁ ଅପହରଣ କରିଥିବା ବେଳେ ୨ ଜଣଙ୍କୁ ହତ୍ୟା କରିଛନ୍ତି। ତୃତୀୟ…
ଅଧିକ ଖବର ଦେଖନ୍ତୁ...

ଶେଷ ସମୟରେ ପିତା ଦେଲେ ଏଭଳି ପରାମର୍ଶ କି ରାତାରାତି ପୁଅ ବନିଗଲା କୋଟିପତି

ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା ସେହି ବିଧାତାଙ୍କୁ ହିଁ ଜଣା। ସମୟର ଉଠାଣି ଗଡ଼ାଣି ପ୍ରତ୍ୟେକ ମଣିଷଙ୍କ ଜୀବନରେ ଚାଲିଛି। ଏମିତିରେ ମନୁଷ୍ୟକୁ ଧର୍ଯ୍ୟ ଧରି କାମ କରିବାକୁ ପଡ଼ିବ। ଶେଷରେ ସଫଳତା ନିଶ୍ଚୟ ମିଳିବ। ଏଭଳି କଥା କହିବାର କାରଣ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି? ଅଧିକାଂଶ ସମୟ ନିଜର ଖରାପ ଫଟୋଟିକୁ ଆମେ କରିଥାନ୍ତି ପ୍ରୋଫାଇଲ୍‌ ଫଟୋ

ମେଲବର୍ଣ୍ଣ: ସୋସିଆଲ୍‌ ମିଡିଆରେ ପ୍ରୋଫାଇଲ୍‌ ଫଟୋ ଦେବା ବେଳେ ସମସ୍ତେ ପ୍ରାୟ ବେଶ୍‌ ସଚେତନ ଥାଆନ୍ତି। ନିଜ ମୁତାବକ ଭଲ ଫଟୋଟିକୁ ଚୟନ କରି ଦେବା ସହ ବାରମ୍ବାର ଫଟୋ ବଦଳାଇବା ଅଭ୍ୟାସ ଆଜିକାଲି ପ୍ରାୟ ସବୁ ବ୍ୟକ୍ତିଙ୍କ ଭିତରେ ରହିଛି। ମାତ୍ର ଅଶ୍ଚର୍ଯ୍ୟର କଥା ହେଉଛି, ନିକଟରେ ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଡକାୟତି ଯୋଜନା ବିଫଳ: ୨ ଗିରଫ, ୨ ଫେରାର

ଭୁବନେଶ୍ୱର: ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ୨ ଜଣ ଡକାୟତକୁ ଖଣ୍ଡଗିରି ପୁଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ସୂଚନା ଅନୁସାରେ ଘାଟିକିଆ ଅଞ୍ଚଳରୁ ଡକାୟତମାନେ ଗିରଫ ହୋଇଛନ୍ତି। ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଡକାୟତ ଫେରାର ହୋଇ ଯାଇଥିବା ବେଳେ ୪ଟି ଅଫୁଟା ବୋମା ଓ ମାରଣାସ୍ତ୍ର ଜବତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଉପକଣ୍ଠରେ କଲରାପତରିଆ ବାଘ ଆତଙ୍କ! ଲୋକେ ଭୟଭୀତ, ଖୋଜୁଛି ବନ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ନିକଟରେ ରବିବାର କଲରାପତରିଆ ବାଘ ଆତଙ୍କ ଦେଖାଯାଇଛି। ସ୍ଥାନୀୟ ଲୋକେ ଭୟଭୀତ ହେବା ପରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କଲରାପତରିଆ ବାଘକୁ ଖୋଜିବାରେ ଲାଗିଛନ୍ତି। ବିଭାଗୀୟ କର୍ମଚାରୀମାନେ ବାଘର ପାଦ ଚିହ୍ନ ଠାବ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିବାଦ ମଧ୍ୟରେ ପ୍ରଥମ ଥର ଫ୍ରାନ୍ସର ୩ ଲଢୁଆ ବିମାନ ଆସିଲା ଭାରତ

ଗ୍ଵାଲିୟର: କଂଗ୍ରେସ ରାଫେଲ ଲଢୁଆ ବିମାନ କିଣା ନେଇ ଦେଶ ବ୍ୟାପୀ ଅପ ପ୍ରଚାର କରୁଥିବା ବେଳେ ପ୍ରଥମ ଥର ଫ୍ରାନ୍ସର ୩ଟି ରାଫେଲ ଲଢୁଆ ବିମାନ ଭାରତରେ ଆସି ପହଞ୍ଚିଛି। ଏହି ୩ଟି ରାଫେଲ ଲଢୁଆ ବିମାନ ଗ୍ଵାଲିୟର ଏୟାରବେସ୍‌ରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରଖାଯିବ। ଏଥିରେ ଭାରତୀୟ ବାୟୁସେନାର…
ଅଧିକ ଖବର ଦେଖନ୍ତୁ...

ଏଣିକି ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ କର୍ମଚାରୀ !

ନୂଆଦିଲ୍ଲୀ: ସରକାର ସମସ୍ତ ଯୋଜନାଗୁଡିକରେ ଆଧାର ସହ ଲିଙ୍କ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଣ୍ଟକୁ ବି ଆଧାର ସହିତ ଲିଙ୍କ କରିବାକୁ ଘୋଷଣା କରିଛନ୍ତି । ଯଦି କର୍ମଚାରୀ ଏପରି ନକରନ୍ତି ତେବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ କୋଲକାତାରୁ ୧୪ ନବଜାତକଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଳୀ: ଦକ୍ଷିଣ କୋଲକାତାର ବିଭିନ୍ନ ଅଞ୍ଚଳରୁ ସୋମବାର ୧୪ ଜଣ ନବଜାତକଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ମୃଦଦେହ ମିଳିଛି। ହରିଦେବପୁର ଅଞ୍ଚଳରୁ ମୃତଦେହ ଗୁଡ଼ିକ ପ୍ଲାଷ୍ଟିକ୍‌ରେ ଗୁଡ଼ା ହୋଇ ପଡ଼ିଥିବା ଅବସ୍ଥାରେ କୋଲକାତା…
ଅଧିକ ଖବର ଦେଖନ୍ତୁ...