Daily Archives

September 3, 2018

ନକଲି ବିହନ ଯୋଗୁଁ କାଲି ବିଷ ପିଇଥିଲେ ଚାଷୀ, ଆଜି ବୁର୍ଲା ହସ୍ପିଟାଲରେ ମୃତ୍ୟୁ

ସମ୍ବଲପୁର: ନକଲି ବିହନ ମିଳିଥିବା ଯୋଗୁଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳର ଜଣେ ଚାଷୀ ମାନସିକ ଭାରସାମ୍ୟ ହରାଇ ରବିବାର ବିଷ ପିଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସେ ବୁର୍ଲା ବଡ଼ ମେଡିକାଲରେ ଜୀବନ ହାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା…
ଅଧିକ ଖବର ଦେଖନ୍ତୁ...

୩ ମାସ ପୂର୍ବରୁ ଯେଉଁ ପୋଷାକ ଚିରଞ୍ଜିବୀଙ୍କ ବୋହୂ ପିନ୍ଧିଥିଲେ ସେହିଭଳିି ପୋଷାକ ପିନ୍ଧି ନଣନ୍ଦଙ୍କ କାର୍ଯ୍ୟକ୍ରମରେ…

ମୁମ୍ବାଇ : ଶନିବାର ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ନିଜ ନଣଦଙ୍କ ଫ୍ୟାଶନ ବ୍ରାଣ୍ଡ ଏମ୍‌ଏକ୍ସଏସ୍‌ର ଉଦଘାଟନ ଉତ୍ସବରେ ପହଞ୍ଚିଥିଲେ । ଏହି ଷ୍ଟୋର ଲଞ୍ଚରେ ସେ ଅବୁ ଜାନୀ ଏବଂ ସନ୍ଦିପ ଖୋସ୍‌ଲାଙ୍କ ଜ୍ୟାକେଟ୍‌ ଡ଼୍ରେସ୍‌ ପିନ୍ଧି ନଜର ଆସିଥିଲେ । ଖାସ୍‌ କଥା ହେଲା, ଏହି ପୋଷାକକୁ ୪ ମାସ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷରେ ଯାହା କରିଛନ୍ତି, ତା’ଠାରୁ ଅଧିକ କରିପାରିଥାଆନ୍ତେ ମୋଦି ସରକାର: ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟା ଶାମିକା ରବି କହିଛନ୍ତି ଯେ ମୋଦି ସରକାର ଗତ ୪ ବର୍ଷରେ ଅର୍ଥନୈତିକ କ୍ଷେତ୍ରରେ ଯେତିକି ସଂସ୍କାର ଆଣିଛନ୍ତି, ଚାହିଁଥିଲେ ଆହୁରି ଅଧିକ ସଂସ୍କାର ଆଣିପାରିଥାଆନ୍ତେ । ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆକୁ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଜଟଣୀ ଆଇଆଇସି, ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଖୋର୍ଦ୍ଧା: ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି ସୋମବାର ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଲାଞ୍ଚ କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଘରେ ବସି କୋଟିପତି ହୋଇପାରିବେ ଜିଓ ବ୍ୟବହାରକାରୀ ! କରିବାକୁ ହେବ ଏହି କାମ, ଜାଣନ୍ତୁ କ’ଣ ରହିଛି ସ୍କିମ୍‌

ନୂଆଦିଲ୍ଲୀ : ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ ଆପଣଙ୍କ ପାଖରେ କୋଟିପତି ହେବାର ସୁଯୋଗ ରହିଛି । ଘରେ ବସି ଆପଣ ଆପଣଙ୍କ ଜିଓ ନମ୍ବର ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତି ପାରିବେ । ଏହା ସହ ଟିଭି ପରଦାରେ ଆସିବାର ସୁଯୋଗ ମଧ୍ୟ ପାଇବେ । ପ୍ରକୃତ କଥା ହେଲା, କୌନ୍‌ ବନେଗା…
ଅଧିକ ଖବର ଦେଖନ୍ତୁ...

ବାରାଣାସୀରେ ନୌବିହାର ପାଇଁ ଉଦ୍‌ଘାଟିତ ବିଳାସପୂର୍ଣ୍ଣ ଜାହାଜକୁ ବିରୋଧ କଲେ ସାଧୁ ସମାଜ; ମଦ, ମାଂସ ପରଷୁ ଥିବା ଜାହାଜ…

ବାରାଣାସୀ (ଉତ୍ତରପ୍ରଦେଶ): ପବିତ୍ର ଗଙ୍ଗା ନଦୀର ବକ୍ଷରେ ପର୍ଯ୍ୟଟକମାନଙ୍କ ପାଇଁ ନୌବିହାର ଉଦ୍ଦେଶ୍ୟରେ ଏକ ପଞ୍ଚତାରକା ହୋଟେଲରେ ଉପଲବ୍ଧ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥାଇ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଜଳଜାହାଜକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ପଡୋଶୀ ରାଜ୍ୟର ସୁନା ଝିଅ ‘ସ୍ୱପ୍ନା’ଙ୍କ ଗାଁରେ ଭିଆଇପିଙ୍କ ଭିଡ଼, ରାତାରାତି ନିର୍ମାଣ ହେଲା ପକ୍କା ସଡ଼କ

କୋଲକାତା: ଭାରତର ସୁନା ଝିଅ ସ୍ପପ୍ନାଙ୍କ ଗାଁରେ ଆଜିକାଲି ଭିଆଇପିଙ୍କ ଭିଡ଼ ଲାଗି ରହିଛି। ପଡୋଶୀ ରାଜ୍ୟ ‘ପଶ୍ଚିମବଙ୍ଗ’ର ଝିଅ ସ୍ୱପ୍ନା ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଶେଷ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ହେପ୍ଟାଥଲନ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣି ଇତିହାସ…
ଅଧିକ ଖବର ଦେଖନ୍ତୁ...

ବିମୁଦ୍ରାୟନ ନୁହେଁ, ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ରଘୁରାମ ରାଜନ: ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ବିମୁଦ୍ରୟନ ନୁହେଁ, ବରଂ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ସୋମବାର  ମତ ରଖିଛନ୍ତି। ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ବିମୁଦ୍ରାୟନ କି ବୋଲି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସୁନାଝିଅ; ଜାଣନ୍ତୁ କିପରି ହାତ ନ ଥାଇ ବି ଜଗତଜିତା ମୟୂରଭଞ୍ଜର ସୁଭଦ୍ରା

ବାରିପଦା : ଯାହା ବୟସ୍କ ଲୋକଙ୍କ ପାଇଁ ବି କଠିନ ତାହା କରି ଦେଖାଇଛନ୍ତି ଜଣେ କୁନି ଝିଅ। ହାତ ନ ଥାଇ ମଧ୍ୟ ନିଜର ସବୁ କାମ ଗୋଡ଼ରେ କରି ଚର୍ଚ୍ଚା ପାଲଟିଛନ୍ତି ୧୪ ବର୍ଷୀୟା ସୁଭଦ୍ରା ତୁଙ୍ଗୋ। ଜନ୍ମରୁ ସୁଭଦ୍ରାଙ୍କର ହାତ ନାହିଁ। ହେଲେ ବି ସେ ଅନ୍ୟ ଉପରେ ନିର୍ଭରଶୀଳା ନୁହଁନ୍ତି। ନିଜର ସବୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ନୂଆ ନୀତି: ଏଣିକି ଅବସର ପରେ ନିଯୁକ୍ତି ମନା

ଭୁବନେଶ୍ୱର: ଛଟେଇ ହେବେ ଅବସର ପରେ ନିଯୁକ୍ତି ପାଇଥିବା ସରକାରୀ ଚାକିରିଆ। ଅବସର ପରେ ନବୀକରଣ ଜରିଆରେ ମିଳୁଥିବା ନିଯୁକ୍ତିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ। ଏତେ ସଂଖ୍ୟାରେ କର୍ମଚାରୀ ହଠାତ୍‌…
ଅଧିକ ଖବର ଦେଖନ୍ତୁ...