Daily Archives

September 5, 2018

ଇଞ୍ଜେକ୍‌ସନ ଦେଉଥିବା ବେଳେ ଅଶ୍ଲୀଳ ଭିଡିଓ ବନାଉଥିଲେ ଡାକ୍ତର! ଭିଡିିଓ ଦେଖାଇ ବ୍ଲାକ୍‌ମେଲ କରି ଦେହ ବ୍ୟବସାୟରେ…

ନୋଏଡ଼ା : ଦିଲ୍ଲୀର ନୋଏଡାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ଡ଼ାକ୍ତର ହୋଇ ରୋଗୀଙ୍କ ଜୀବନ ବଞ୍ଚାଇବା ପରିବର୍ତ୍ତେ ସେ ରୋଗୀମାନଙ୍କ ଜୀବନ କିପରି ନର୍କ କରୁଥିଲା ତାହାର ପର୍ଦ୍ଦାଫାଶ କରିଛି ପୁଲିସ । ଚିକିତ୍ସା ପାଇଁ ଆସୁଥିବା ମହିଳା ବା ଯୁବତୀମାନଙ୍କୁ ଇଞ୍ଜେକ୍‌ସନ ଦେବା…
ଅଧିକ ଖବର ଦେଖନ୍ତୁ...

ଦିଲୀପ କୁମାର ଅସୁସ୍ଥ; ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ

ମୁମ୍ବାଇ : ଟ୍ରଜେଡିି କିଙ୍ଗ ନାମରେ ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତାଙ୍କ ଛାତିରେ ଇନ୍‌ଫେକ୍‌ସନ୍‌ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଏବେ ଭଡ଼ାରେ ମିଳିବ ହୋଣ୍ଡା ଆକ୍ଟିଭା ୫ଜି, କ୍ଲିକ : ଡ୍ରାଇଭଜି ସହିତ ହାତ ମିଳାଇଲା ହୋଣ୍ଡା କମ୍ପାନି

ବାଙ୍ଗାଲୋର : ବିଭିନ୍ନ ସହରରେ ଦୁଇଚକିଆ ଯାନ ଭଡ଼ାରେ ପ୍ରଦାନ କରୁଥିବା କମ୍ପାନି ଡ୍ରାଇଭଜି ଏବେ ବାଙ୍ଗାଲୋର ଓ ହାଇଦ୍ରାବାଦରେ ହୋଣ୍ଡା ଆକ୍ଟିଭା ଓ କ୍ଲିକ ଗ୍ରାହକମାନଙ୍କୁ ଭଡ଼ାରେ ଯୋଗାଇଦେବ । ଏଥିପାଇଁ ହୋଣ୍ଡା କମ୍ପାନି ଡ୍ରାଇଭଜି ସହିତ ଚୁକ୍ତି କରିଛି । ଏହା ଅନୁଯାୟୀ ହୋଣ୍ଡା ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ପସନ୍ଦ, ରାନ୍ଧିବା ପ୍ରଣାଳୀ, ଖାଇବା ଶୈଳୀ ଆଦି ହୋଇଥାଏ ମୋଟାପା କାରଣ; ଜାଣନ୍ତୁ କିପରି ରଖିବେ ନିଜକୁ ପତଳା

ଜାପାନର ମହିଳାମାନଙ୍କୁ ଖୁବ୍‌ ସୁନ୍ଦର ବୋଲି ବିବେଚନା କରଯାଏ। ତାହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଶାରୀରିକ ଗଠନ। ତିରିଶ ବର୍ଷ ବୟସରେ ସେମାନେ ୧୮ ବର୍ଷ ବୟସ୍କା ପରି ଲାଗୁଥିବା ବେଳେ ୪୦ ବର୍ଷ ବୟସରେ ସେମାନେ ୪୦ ବର୍ଷୀୟା ମହିଳାଙ୍କ ପରି ଦିଶିଥାନ୍ତି। ତେବେ ଚାଲନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ଆଲିଷ୍ଟର କୁକ୍‌ଙ୍କ ପ୍ରଦର୍ଶନ ସବୁବେଳେ ପ୍ରଶଂସନୀୟ ରହିଛି: ରବି ଶାସ୍ତ୍ରୀ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ ଭାରତୀୟ ଟିମ୍‌ ବିରୋଧରେ ଲଣ୍ଡନର ଓଭାଲ ଠାରେ ଅନ୍ତିମ ତଥା ୫ମ ଟେଷ୍ଟ ମ୍ୟାଚ୍‌ ପରେ ଅବସର ନେବେ। ଅବସର ନେବା ପାଇଁ କୁକ୍‌ ସେପ୍ଟେମ୍ବର ୩ରେ ଘୋଷଣା କରିଛନ୍ତି। ଘୋଷଣା ପରେ ବିଶ୍ୱର ଚାରିକୋଣରୁ ଖେଳପ୍ରେମୀମାନେ କୁକ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାରତ ସହ କଥାବାର୍ତ୍ତା ଲାଗି ପାକିସ୍ତାନ ବାରମ୍ବାର ଅନୁରୋଧ କରୁଛି, କିନ୍ତୁ ମୋଦି ଶୁଣୁନାହାନ୍ତି

ନୂଆଦିଲ୍ଲୀ: ପାକିସ୍ତାନ ଏବେ ହରଡ଼ଘଣାରେ ପଡିଯାଇଛି । ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନହେଉଥିବାବେଳେ ଋଣ ଦେବାକୁ କେହି ରାଜି ହେଉନାହାନ୍ତି । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶ ହିସାବରେ ପାକିସ୍ତାନ ସାରା ବିଶ୍ୱରେ ବଦନାମ ହୋଇଯାଇଛି । ପାକିସ୍ତାନ ହିଁ ଭାରତକୁ ଆତଙ୍କବାଦୀ ପଠାଇ…
ଅଧିକ ଖବର ଦେଖନ୍ତୁ...

ଆଧାର ନ ଥିବା ହେତୁ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାରୁ ବାରଣ କରିପାରିବେ ନାହିଁ ସ୍କୁଲ୍‌

ନୂଆଦିଲ୍ଲୀ: ‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍‌ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଞ୍ଚତ କରିପାରିବେ ନାହିଁ। ସଂପ୍ରତି ୟୁଆଇଡିଏଆଇ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ନିଜ ସ୍ମାର୍ଟଫୋନଗୁଡ଼ିକର ମୂଲ୍ୟ ବଢାଇବ ସାଓମି, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ନିଜର ବିଭିନ୍ନ ହାଣ୍ଡସେଟ୍‌ର ମୂଲ୍ୟ ବଢାଇପାରେ ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ରେକର୍ଡ ତଳକୁ ଖସିବା ଫଳରେ କମ୍ପାନିର ଆମଦାନୀ ବ୍ୟୟ ବଢିଯାଇଛି । ଏହି କାରଣରୁ କମ୍ପାନି ଦରବୃଦ୍ଧି ପାଇଁ ଚିନ୍ତା କରୁଛି । ଆଜି କମ୍ପାନି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାରେ ଜଣେ ମୂଲିଆ ଭଳି କାମ କରୁଥିବା ବ୍ୟକ୍ତି ଆଇଏଏସ୍‌ ଅଧିକାରୀ ବୋଲି ଜଣାପଡ଼ିବା ପରେ ଚମ୍‌କି ପଡ଼ିଲେ ଲୋକେ

ତିରୁବନନ୍ତପୁରମ୍‌: ନିକଟରେ କେରଳରେ ହୋଇଥିବା ବନ୍ୟା ରାଜ୍ୟର ନାହିଁ ନଥିବା କ୍ଷତି ଘଟାଇଛି। ମାତ୍ର ଏହି ସମୟରେ ଏକ ଭଲ କଥା ଦେଖିବାକୁ ମିଳିଛି, ଅନେକ ମଣିଷଙ୍କ ଭିତରେ ଥିବା ମଣିଷପଣିଆ ସାମ୍ନାକୁ ଅାସିଛି । ବନ୍ୟାପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ନେଇ ଅନେକ ଉତ୍ସାହପୂର୍ଣ୍ଣ କାହାଣୀ …
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ଲଢ଼ିବେ ମାଲେଗାଓ ବିସ୍ଫୋରଣ ଅଭିଯୁକ୍ତ ମେଜର ରମେଶ ଉପାଧ୍ୟାୟ

କୋଲକାତା: ବର୍ଷ ୨୦୦୮ ମହାରାଷ୍ଟର ମାଲେଗାଓ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। କୁହାଯାଉଛି ଯେ, ମେଜର ରମେଶ ଉପାଧ୍ୟାୟ ପଶ୍ଚିମବଙ୍ଗର ଜାଦବପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି…
ଅଧିକ ଖବର ଦେଖନ୍ତୁ...