Daily Archives

September 6, 2018

ମୟୁରଭଞ୍ଜ: ଆସିପାରିଲାନି ଆମ୍ବୁଲାନ୍‌ସ, ଲଣ୍ଠନ୍‌ ଆଲୁଅ ବିଲ ରାସ୍ତାରେ ଖଟିଆରେ ବୁହା ହେଲେ ସୁନ୍ଦର ମୋହନ

ବାରିପଦା(ରାଜକିଶୋର ଦାଶ): ରାଜ୍ୟ ସରକାର ଚକ୍‌ଚକିଆ ରାସ୍ତା ସହିତ ସବୁ ଗାଁକୁ ଯୋଡ଼ିବାକୁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଅନେକ ସ୍ଥାନରେ ଏହା ଓଲଟା ଦେଖାଯାଉଛି। ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତ ଠେଙ୍ଗାତାଣ୍ଡି (ତିରିଲ୍‌ ଡିହି)…
ଅଧିକ ଖବର ଦେଖନ୍ତୁ...

ନିଜ ଇଚ୍ଛାରେ ନୁହେଁ, ଏହି ମହିଳାଙ୍କ କଥା ମାନି ଫିଲ୍ମ ‘ଭାରତ’ ଛାଡ଼ିଥିଲେ ପ୍ରିୟଙ୍କା ! ସାମ୍ନାକୁ ଆସିଲା ସତ

ମୁମ୍ବାଇ : ଫିଲ୍ମ ‘ଭାରତ’କୁ ଛାଡ଼ିବା ପରେ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରତିଦିନ ଏହା ଉପରେ କାହାର ନା କାହାର ପ୍ରତିକ୍ରିୟା ଆସୁଥିବା ଦେଖା ଯାଇଛି । କିଛି ଦିନ ତଳେ ଫିଲ୍ମ ‘ଭାରତ’ କରିବା ପାଇଁ ପ୍ରିୟଙ୍କା ନିଜ ଆଡ଼ୁ ଫୋନ କରି କହିଥିଲେ ବୋଲି ସଲମାନ ଖୁଲାସା କରିଥିବା…
ଅଧିକ ଖବର ଦେଖନ୍ତୁ...

ମାମୁ ପୁଅ ଭାଇ ସମେତ ୬ ଜଣ କଲେ ଦୁଷ୍କର୍ମ; ଚିତ୍କାର କରିବାରୁ ବ୍ଲେଡରେ କାଟିଦେଲେ ହାତ !

ଯମୁନାନଗର(ହରିୟାଣା) : ସହର ଠାରୁ ମାତ୍ର ୨୦୦ମିଟର ଦୂରତାରେ ଥିବା ସାଇବର କେଫେରେ ଘଟିଥିବା ଗଣଦୁଷ୍କର୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ପୀଡ଼ିତାଙ୍କ ମାମୁ ପୁଅ ଭାଇ ସାମିଲ ଥିବା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି । ଘଟଣା ସଂପର୍କରେ ପୁଲିସକୁ ଖବର ଦିଆଯିବାର ୧୦ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଛୁଟି କରିବାକୁ ଆଦେଶ ଦେଇଛନ୍ତି। ଛୋଟ ପିଲାମାନଙ୍କୁ ବର୍ଷା ଦାଉରୁ ସୁରକ୍ଷା ଦେବା ପାଇଁ ନବୀନ ଏଭଳି…
ଅଧିକ ଖବର ଦେଖନ୍ତୁ...

ନିରବ ମୋଦିର ବିଶ୍ୱସ୍ତ ସହଯୋଗୀ ମିହିର ଭନସାଲିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ

ନୂଆଦିଲ୍ଲୀ: ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାରେ ନିରବ ମୋଦିଙ୍କ ଜଣେ ବିଶ୍ୱସ୍ଥ କର୍ମଚାରୀ ମିହିର ରଶ୍ମୀ ଭନସାଲିଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ଭାରତର ସିବିଆଇ ଓ ଇନଫୋର୍ସମେଣ୍ଟ ଡାଇରୋକ୍ଟେଡ (ଇଡି)ର ଅନୁରୋଧକ୍ରମେ ଇଣ୍ଟରପୋଲ୍‌ ଏହି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କାଳରେ ମିଥ୍ୟା ଓ ଆପତ୍ତିଜନକ ଖବରର ପ୍ରସାରଣକୁ ରୋକିବା ପାଇଁ ନିର୍ବାଚନ କମିଶନଙ୍କ ସହ ମିଶି କାର୍ଯ୍ୟ କରିବେ…

ନୂଆଦିଲ୍ଲୀ: ଆଗାମୀ ୨୦୧୯ ଲୋକସଭା ନର୍ବାଚନକୁ ଦୃଷ୍ଟିରେ ରଖି ମିଥ୍ୟା ଓ ଆପତ୍ତିଜନକ ଖବରର ପ୍ରସାରଣକୁ ରୋକିବା ପାଇଁ ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ, ଟ୍ଵିଟର ଓ ଗୁଗୁଲ ଦେଶର ନିର୍ବାଚନ କମିଶନଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏହି ତିନି ସୋସିଆଲ ମିଡିଆ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ୍‌ କଲା ୭୫ଟଙ୍କାର ପ୍ଲାନ୍‌, ମିଳିବ ଅସୀମିତ କଲ୍‌ ଓ ୧୦ଜିବି ଡାଟା

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍‌କୁ ଟକ୍କର ଦେବା ପାଇଁ ଏକ ନୂଆ ଧମାକାଦାର ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି। ଗ୍ରାହକଙ୍କୁ ୭୫ଟଙ୍କାର ଏହି ପ୍ଲାନ୍‌ରେ ଡାଟା ଓ ଭଏସ୍‌ କଲର ସୁବିଧା ପାଇ ପାରିବେ। ଏହି ପ୍ଲାନ୍‌ର ୧୫ଦିନ ଅବଧି ଥିବା ସହିତ ୧୦ଜିବି ଡାଟା…
ଅଧିକ ଖବର ଦେଖନ୍ତୁ...

ଇଂଲଣ୍ଡ ବିପକ୍ଷରେ ଭାରତର ୫ମ ଟେଷ୍ଟ: ଓଭାଲରେ ଭିଭିଆନ୍‌ ରିଚାର୍ଡସଙ୍କ ରେକର୍ଡର ସମକକ୍ଷ ହେବେ କୋହଲି!

ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ ଭାରତ ଶୁକ୍ରବାର ଚଳିତ ଟେଷ୍ଟ ଶୃଙ୍ଖଳାର ଅନ୍ତମ ତଥା ୫ମ ମୁକାବିଲା ଖେଳିବ। ଭାରତ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ହାରିଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ସୁଯୋଗ ଆସିଛି। ୫ମ ଟେଷ୍ଟ ମ୍ୟାଚରେ କୋହଲି…
ଅଧିକ ଖବର ଦେଖନ୍ତୁ...

ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ଲାଗି ସ୍ୱତନ୍ତ୍ର ହ୍ଵିଲଚେୟାର ନିର୍ମାଣ କଲେ ଏହି ଦୁଇ ଆଇଆଇଟି ଛାତ୍ର

ନୂଆଦିଲ୍ଲୀ: ଶାରିରୀକ ଅକ୍ଷମ ବ୍ୟକ୍ତି ମାନେ ହ୍ଵିଲଚେୟାରରୁ  ନିଜର ସୋଫା, ଶେଜ, ଗାଡି ଇତ୍ୟାଦିକୁ ଯିବାପାଇଁ  ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ଅନ୍ୟର ସାହାଯ୍ୟ ଦରକାର ହୁଏ । ବେଳେବେଳେ ନିଜେ ନିଜେ ଏହା କରିବା ବେଳେ ଆଘାତ ପ୍ରାପ୍ତ ହୋଇଥାନ୍ତି । ଏସବୁ ସମସ୍ୟାର ଏକ…
ଅଧିକ ଖବର ଦେଖନ୍ତୁ...