Daily Archives

September 7, 2018

ପ୍ରଶାସନର ପ୍ରତିଶ୍ରୁତି ପରେ ଆମରଣ ଅନଶନରୁ ଓହରିଲେ କଂଗ୍ରେସ ବିଧାୟକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେସିକା ଶୁକ୍ରବାର ଆମରଣ ଅନଶନରୁ ଓହରିଛନ୍ତି। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ବିଧାୟକ କୁଲେସିକା ଅନଶନ ଭଙ୍ଗ କରିଛନ୍ତି। ୮ ଦଫା ଦାବି ନେଇ ସେ ପ୍ରଥମେ ଧାରଣା ଦେଇଥିବା ବେଳେ ପରେ…
ଅଧିକ ଖବର ଦେଖନ୍ତୁ...

ମୋର ସୋସିଆଲ ମିଡିିଆରେ ଆକାଉଣ୍ଟ ନାହିଁ ବୋଲି କହିଥିଲେ କରୀନା, ଯାହାକୁ ମିଛ ବୋଲି କହିଲେ ସୈଫ୍‌ !

ମୁମ୍ବାଇ : ଆଜିକାଲି ସୋସିଆଲ ମିଡିିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାଧାରଣ ଲୋକ ହୁଅନ୍ତୁ ବା ସେଲିବ୍ରିଟି ସମସ୍ତେ ନିଜ ନିଜର ପ୍ରଡ଼କ୍ଟ ବା ଫିଲ୍ମର ପ୍ରମୋସନ କରିବା ପାଇଁ ସୋସିଆଲ ମିଡ଼ିଆକୁ ମାଧ୍ୟମ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ବଲିଉଡ୍‌ର ହଟ୍‌ ନାୟିକା କରୀନା…
ଅଧିକ ଖବର ଦେଖନ୍ତୁ...

ବ୍ରିଟିଶ ଏୟାରେଓ୍ଵଜ୍‌ର େଓ୍ଵବ୍‌ସାଇଟ୍‌ ବ୍ଲକ୍‌, ଚୋରି ହେଲା ୩.୮୦ଲକ୍ଷ ଲୋକଙ୍କ ବ୍ୟାଙ୍କ ଡାଟା

ନୂଆଦିଲ୍ଲୀ : ବ୍ରିଟିଶ ଏୟାରେଓ୍ଵଜ୍‌ର େଓ୍ଵବ୍‌ସାଇଟ୍‌ ଏବଂ ତା’ର ମୋବାଇଲ ଆପ୍‌ ବ୍ଲକ୍‌ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟାଙ୍କ ଡ଼ାଟା ଚୋରି ହୋଇଥିବା ଜଣାଇଛି ବ୍ରିଟିଶ ଏୟାରେଓ୍ଵଜ୍‌ । ଏହା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଯେଉଁ ଲୋକମାନେ ବ୍ରିଟିଶ ଏୟାରେଓ୍ଵଜର…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସାହିତ୍ୟିକ ଶତ୍ରୁଘ୍ନ ପାଣ୍ଡବ ‘ମିଶ୍ର ଧ୍ରୁପଦ’ ପାଇଁ ପାଇବେ ‘ଶାରଳା ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଶତ୍ରୁଘ୍ନ ପାଣ୍ଡବଙ୍କୁ ୩୯ତମ ‘ଶାରଳା ପୁରସ୍କାର’ ମିଳିବ। ସେହିଭଳି ସଙ୍ଗୀତ ପାଇଁ ଉମେଶ ଚନ୍ଦ୍ର କର ଓ ଚିତ୍ରକଳା ପାଇଁ ବିନୋଦ ମହରଣା ପୁରସ୍କାର ପାଇବେ। ଇମ୍ପାକ୍ଟ ପକ୍ଷରୁ ଆଗାମୀ ୨୬ ତାରିଖରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶତ୍ରୁଘ୍ନ ପାଣ୍ଡବ ଶାରଳା…
ଅଧିକ ଖବର ଦେଖନ୍ତୁ...

ବଜାରରେ ଟାଟା ମୋଟର୍ସର ନୂତନ ନେକ୍ସନ କ୍ରାଜ୍‌

ଭୁବନେଶ୍ୱର: ଟାଟା ମୋଟର୍ସ ପକ୍ଷରୁ ପିକ୍‌ ଅପ୍‌ ଶ୍ରେଣୀର ନୂତନ ନୂତନ ଲିମିଟେଡ୍‌ ଏଡିସନ୍‌ ନେକ୍ସନ କ୍ରାଜର ବଜାର ପ୍ରବେଶ କରାଯାଇଛି। ଜେନନ୍‌ ବ୍ରାଣ୍ଡର ବଜାର ପ୍ରବେଶର ଏକବର୍ଷ ପୂରଣ ଅବସରରେ କମ୍ପାନୀ ଏହି ନୂତନ ଉତ୍ପାଦକୁ ପ୍ରସ୍ତୁତ କରିଛି। ଏହା ବଜାରରେ ସେପ୍ଟେମ୍ବର୫ ତାରିଖ ଠାରୁ…
ଅଧିକ ଖବର ଦେଖନ୍ତୁ...

ଭାରତ-ଆମେରିକା ସୁରକ୍ଷା ଚୁକ୍ତି ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କଲା ଚୀନ

ବେଜିଂ : ଭାରତ ଓ ଆମେରିକା ମଧ୍ୟରେ ଗତକାଲି ସ୍ୱାକ୍ଷରିତ ସାମରିକ ଓ ସୁରକ୍ଷା ସମ୍ପର୍କିତ ଚୁକ୍ତି ସଂପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ଚୀନ । ତେବେ ଉଭୟ ଦେଶ ମଧ୍ୟରେ ଅନୁଷ୍ଠିତ ୨+୨ବୈଠକକୁ ସ୍ୱାଗତ କରିଛି ବେଜିଂ । ଏହି ବୈଠକ ଦ୍ୱାରା ଯଦି ଦକ୍ଷିଣ ଏସିଆରେ ଶାନ୍ତି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଚେତ ଅବସ୍ଥାରେ ବୁଗୁଡ଼ା ମୁଖ୍ୟ ବଜାରରୁ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୀଡ଼ିତାଙ୍କୁ ବୁଗୁଡ଼ା ମୁଖ୍ୟ ବଜାରରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଗୁଡ଼ା ଥାନାରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ପତ୍ନୀକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ହତ୍ୟା କରିବା ପରେ ନାବାଳକ ପୁତ୍ର ସହ ୧୦ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପାଖେ…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବେସରକାରୀ ଚାକିରିଆ ନିଜ ପତ୍ନୀଙ୍କୁ ଛୁରୀରେ ଭୁସି ହତ୍ୟା କରିବା ପରେ ଶରୀରକୁ ନଷ୍ଟ କରିବା ଉଦ୍ୟମ କରୁଥିବା ବେଳେ ବେଙ୍ଗାଲୁରୁ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ପତ୍ନୀଙ୍କୁ ହତ୍ୟା କରିବାକୁ ଯାଇ ବ୍ୟକ୍ତି ଜଣକ…
ଅଧିକ ଖବର ଦେଖନ୍ତୁ...

ଯୋଗଗୁରୁଙ୍କ ବିରୋଧରେ ୧୪ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ଜଣେ ଯୋଗଗୁରୁ ବିରୋଧରେ ୧୪ଜଣ ମହିଳା ପର୍ଯ୍ୟଟକ ଯୌନ ନିର୍ଯାତନା ଓ ଦୁର୍ଷ୍କମ ଅଭିଯୋଗ ଆଣିଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ କୋହ ଫଙ୍ଗାଙ୍ଗ ଦ୍ୱୀପସ୍ଥିତ ଅଗମ ସଂସ୍ଥା (ତାନ୍ତ୍ରିକ ଯୋଗ ସ୍କୁଲ)ର ଯୋଗ ଶିଖାନ୍ତି। ପୀଡତାଙ୍କ କହିବାନୁସାରେ,…
ଅଧିକ ଖବର ଦେଖନ୍ତୁ...

ବିଦାୟ କାଳୀନ ମ୍ୟାଚ୍‌ରେ ଆଲିଷ୍ଟର କୁକ୍‌ ଦେଲେ ଅର୍ଦ୍ଧଶତକ ଉପହାର, ଇଂଲଣ୍ଡ ସ୍କୋର ୧/୧୧୫

ଲଣ୍ଡନ: ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରୁ ବିଦାୟ ନେବା ପୂର୍ବରୁ ଶୁକ୍ରବାର ଇଂଲଣ୍ଡର ପୂର୍ବତନ ଅଧିନାୟକ ନିଜ ଟିମ୍‌କୁ ଅର୍ଦ୍ଧଶତକ ଉପହାର ଦେଇଛନ୍ତି। ଭାରତ ବିପକ୍ଷରେ ଇଂଲଣ୍ଡ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ କୁକ୍‌ ୧୫୪ଟି ବଲ୍‌ରୁ ୫୮ ରନ୍‌ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...