Daily Archives

September 9, 2018

ଶ୍ରୀଦେବୀଙ୍କୁ ସବୁଦିନ ପାଇଁ ମନେ ରଖିବା ଭଳି କାମ କରିବାକୁ ଯାଉଛନ୍ତି ସୁଇଜରଲ୍ୟାଣ୍ଡ ସରକାର

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ତଥା ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ବିୟୋଗକୁ କିଛି ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ତାଙ୍କୁ ଲୋକେ ମନେ ପକାଉଛନ୍ତି । ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ତାଙ୍କ ଅଭିନୟର ଛାପ ସେ ଛାଡ଼ି ଯାଇଛନ୍ତି । ମୃତ୍ୟୁ ପରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ଭବାନୀପାଟଣା: ନୂଆପଡା ଜିଲ୍ଲାର ଖଡିଆଳ- କଳାହାଣ୍ଡି ଜିଲ୍ଲାର ଭାବନୀପାଟଣା ମୁଖ୍ୟ ରାଜ ରାସ୍ତା ଚାନ୍ଦେଳ ଗ୍ରାମଠାରେ ଟ୍ରକ ଚାପାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ କଲମପୁର ଅଞ୍ଚଳର ଗୁଡା ଗାଁ ଗଜାନନ୍ଦ ପାତ୍ର। ଗୁରୁତର ଜଣକ…
ଅଧିକ ଖବର ଦେଖନ୍ତୁ...

ନିଜ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଲଢ଼ିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ି ଓକିଲ ହେଲେ ଯୁବକ, କିନ୍ତୁ…

ବେଙ୍ଗାଲୁରୁ: ଜଣେ ସପ୍ଟଓୟାର ଇଞ୍ଜିନିୟର ନିଜ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାକୁ ଲଢ଼ିବା ପାଇଁ ଚାକିରି ଛାଡ଼ି ଓକିଲ ହୋଇଥିଲେ । କିନ୍ତୁ ବେଙ୍ଗାଲୁରୁର ଏକ ଅଦାଲତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ ଦଣ୍ଡ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୧୦ବର୍ଷ ହେଲାଣି ଏହି…
ଅଧିକ ଖବର ଦେଖନ୍ତୁ...

ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କଲେ…

ଭୁବନେଶ୍ୱର: ସୃଜନ ଦ୍ୱାରା ଆୟୋଜିତ ୨୪ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିିମ ସଂଧ୍ୟା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି…
ଅଧିକ ଖବର ଦେଖନ୍ତୁ...

ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁକୁ ନେଇ ପ୍ରଚାର ହୋଇଥିବା ମିଥ୍ୟା ଖବର ଉପରେ ରାଗି ଗଲେ ସ୍ୱାମୀ ଗୋଲ୍ଡୀ ବହଲ, ଦେଲେ ଏଭଳି…

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନାଲି ବେନ୍ଦ୍ର ଏବେ କର୍କଟ ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ସେ କିପରି ଖୁବ୍‌ ଶୀଘ୍ର ଆରୋଗ୍ୟ ହେବେ ସେ ନେଇ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ କାମନା କରୁଥିବା ବେଳେ ଏବେ ସୋସିଆଲ ମିଡ଼ିଆ ବ୍ୟବହାକାରୀଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ଖୋଲାରେ ଶୌଚ ପଡ଼ିବ ମହଙ୍ଗା, ଗଣିବାକୁ ପଡ଼ିବ ଜରିମାନା, ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ ଜରିମାନା…

ମୁମ୍ବାଇ: ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍‌ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖା ଯାଇ ପାରୁ ନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନଭିସ୍‌ ଏକ ସମାଧାନର ବାଟ ବାହାର କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ବ୍ରିଜ ଉପରେ ଅସମତଳ ଗର୍ତ୍ତ, ବାଇକ୍‌ରୁ ଖସି ପଡି ମହିଳାଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ଗାଁ ବ୍ରିଜ ଉପରେ ଚଳନ୍ତା ବାଇକ୍‌ରୁ ଖସି ପଡିବାରୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛିା ସୂଚନା ମୁତାବକ କୋରାପୁଟ ଟିକିରା ସାହିର ସଞ୍ଜିବ ମହାପାତ୍ର ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ସବିତା ମହାପାତ୍ରଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ମଦ ପିଇବା ପରେ ଅନ୍ୟ କୁକୁରକୁ ଅପହରଣ କରି ନେଇଥାଆନ୍ତି ଏହି ମହିଳା

ନୂଆଦିଲ୍ଲୀ: ମଦପାନ କରିବା ପରେ ଲୋକମାନେ ଅନେକ ଥର ଏମିତି କିଛି ମଜାଦାର କାରନାମ ଘଟାଇ ଥାଆନ୍ତି ଯାହାକୁ ଦେଖିଲେ ଲୋକେ ହସିହସି ବେଦମ ହୋଇଯାଇ ଥାଆନ୍ତି। ତେବେ ମଦ ପିଇବା ପରେ ଏମିତି ବି ବହୁ ବିପଦପୂର୍ଣ୍ଣ ଓ ଲଜ୍ୟାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ଯାହା ହୋସ ଅସିଲା ପରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାକୁ ୧୬୦ଟି ରେଳବାଇ ଯାତ୍ରୀ କୋଚ୍‌ ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଗତକାଲି ସଂଧ୍ୟାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ମୁତାବକ ଭାରତ ଶ୍ରୀଲଙ୍କାକୁ ୧୬୦ଟି ରେଳବାଇ ଯାତ୍ରୀ କୋଚ୍‌ ପ୍ରଦାନ କରିବ। ଏହି ୧୬୦ଟି ଯାତ୍ରୀ କୋଚ୍‌ର ଦର ଆମେରିକୀୟ ଡଲାର ଅନୁସାରେ ୮୨ ମିଲିୟନ୍‌ ଡଲାର୍‌ ବୋଲି ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ହାର୍ଡକୋର ମାଓବାଦୀ ରାମ ପାଙ୍ଗୀ ଗିରଫ, ରାଜ୍ୟ ସରକାର ଘୋଷଣା କରିଥିଲେ ଲକ୍ଷେ ଟଙ୍କା

ଜୟପୁର: ହାର୍ଡକୋର ମାଓବାଦୀ ରାମ ପାଙ୍ଗୀକୁ ବିଏସ୍‌ଏଫ୍‌ ଯବାନମାନେ ରବିବାର ଗିରଫ କରିଛନ୍ତି। ସୂଚନା ଅନୁସାରେ ମାଲକାନଗିରି-କୋରାପୁଟ-ବିଶାଖା ଡିଭିଜନର ସଦସ୍ୟ ରାମ (୨୨) ସଂପର୍କରେ ସୂଚନା ପାଇ ବିଏସ୍‌ଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାମଙ୍କ ସହିତ ଅନ୍ୟ ୪ ଜଣ ମିଲିସିଆ ମଧ୍ୟ…
ଅଧିକ ଖବର ଦେଖନ୍ତୁ...