Daily Archives

September 11, 2018

ଲୋକାର୍ପିତ ହେଲା ବନ୍ଦନା ମିଶ୍ରଙ୍କ କବିତା ସଂକଳନ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’ 

ଭୁବନେଶ୍ୱର: କବିତାର ଭାଷା ସରଳ ହେଲେ ତାହା ପାଠକର ମନକୁ ଛୁଏଁ। ପାଠକ ଭିତରେ କବିତା ପଢ଼ିବା ଲାଗି ଆଗ୍ରହ ସୃଷ୍ଟି ହୁଏ। ବୋଧହୁଏ କବିତାର ଭାଷା ସରଳ ହୋଇ ନ ଥିବା ଯୋଗୁଁ ଆଜିକାଲି ତାହା ପାଠକଙ୍କଠାରୁ ଦୂରେଇ ଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ…
ଅଧିକ ଖବର ଦେଖନ୍ତୁ...

ସଲମାନ ସୁଟିଂ ସେଟ୍‌ରେ ଏହି କାମ କରୁଥିବା ଜାଣି ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ିବା କଥା ଭାବିଥିଲେ

ମୁମ୍ବାଇ : ଭାରତ ଏକ ଏପରି ଫିଲ୍ମ ଯାହା ନିର୍ମାଣ ହେବ ବୋଲି ଖବର ଆସିବା ପରେ ହିଁ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କିଛି ଦିନ ତଳେ ପ୍ରିୟଙ୍କା ଫିଲ୍ମ ଛାଡ଼ିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ଯାହା ପରେ ପ୍ରିୟଙ୍କା ହଠାତ୍‌ କ’ଣ ପାଇଁ ଫିଲ୍ମ ଛାଡ଼ିଲେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ଥିବା ଜାଣି ପ୍ରେମିକକୁ କହିଲା ସ୍ୱାମୀ- ୧୦ଲକ୍ଷ ଟଙ୍କା ଦିଅ, ଯାହା କରିବାର…

ରାୟପୁର : ଛତିଶଗଡ଼ର ବିଳାସପୁରରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ତ୍ରୀକୁ ନିଜ ଶୋଇବା ଘରେ ଅନ୍ୟ ପୁରୁଷ ସହ ଦେଖି ସ୍ୱାମୀ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସ୍ତ୍ରୀକୁ ତା’ ପ୍ରେମିକ ସହ ଦେଖି ସ୍ୱାମୀ ମନ ଦଃଖ କରିବା ପରିବର୍ତ୍ତେ ସ୍ତ୍ରୀର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଭୂସ˚ପତ୍ତି ସମସ୍ୟା ସମାପ୍ତ ହୋଇଯିବ। ମହିଳା ବ୍ୟବସାୟୀଙ୍କୁ କିଣାବିକାରେ ଲାଭ ହେବ। ଦାଂପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ…
ଅଧିକ ଖବର ଦେଖନ୍ତୁ...

୧୭ ବର୍ଷ ତଳେ ଆଜି ଦିନରେ ଘଟିଥିବା ଏହି ଘଟଣା  ଭାରତର ଭାଗ୍ୟ ବଦଳାଇଦେଇଥିଲା

ଭୁବନେଶ୍ୱର :  ଆଜି ହେଉଛି ସେପ୍ଟେମ୍ବର ୧୧ । ପ୍ରାୟ ୭ ବର୍ଷ ପୂର୍ବେ ଅର୍ଥାତ ୯ ସେପ୍ଟେମ୍ବର ୨୦୦୧ରେ, ଆମେରିକାର ନ୍ୟୁୟର୍କରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱ ଇତିହାସର ମୋଡ ବଦଳେଇ ଦେଇଥିଲା । ଆତଙ୍କବାଦକୁ ଏକ ନୂତନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଥିଲା ବିଶ୍ୱ । ସେ…
ଅଧିକ ଖବର ଦେଖନ୍ତୁ...

ନିଜାମ ମ୍ୟୁଜିୟମ୍‌ରୁ ଚୋରି ହୋଇ ଯାଇଥିବା ହୀରା, ଲୀଳା ଖଚିତ ସୁନାରେ ନିର୍ମିତ ଟିଫିନ୍‌ କ୍ୟାରିୟର ଓ ଚାହା କପ୍‌କୁ…

ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ନିଜାମ୍‌ ମ୍ୟୁଜିୟମରୁ ଚୋରି ହୋଇଯାଇଥିବା ସପ୍ତମ ନିଜାମ୍‌ଙ୍କ ଦ୍ୱାରା ବ୍ୟବହୃତ ହୀରା, ଲୀଳା ଖଚିତ ସୁନାରେ ନିର୍ମିତ ବହୁ କୋଟି ଟଙ୍କା ମୂଲ୍ୟର ଏକ ତିନି ଥାକିଆ ଟିଫିନ୍‌ କ୍ୟାରିୟର ଓ ଚାହା କପ୍‌କୁ ହାଇଦ୍ରାବାଦ ପୁଲିସ୍‌ ଆଜି ମୁମ୍ବାଇରୁ ଉଦ୍ଧାର କରିବା…
ଅଧିକ ଖବର ଦେଖନ୍ତୁ...

୬ ଇନିଂସରେ ୭୬ ବାଏ ରନ୍‌, ଋଷଭ ପନ୍ଥଙ୍କ ପ୍ରଦର୍ଶନ ନେଇ ୩ ପୂର୍ବତନ ଓ୍ଵିକେଟକିପର ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଜଣେ ଭଲ ଓ୍ଵିକେଟକିପର ଭାବରେ ଋଷଭ ପନ୍ଥ ଇଂଲଣ୍ଡରେ ପରିଚୟ ସୃଷ୍ଟି କରିପାରି ନାହାନ୍ତି ବୋଲି ଭାରତୀୟ କ୍ରିକେଟ୍‌ର ୩ ଜଣ ପୂର୍ବତନ ଓ୍ଵିକେଟ୍‌କିପର ଅଭିଯୋଗ ଆଣିଛନ୍ତି। ପୂର୍ବତନ ଓ୍ଵିକେଟ୍‌କିପରମାନେ ଅଭିଯୋଗ ଆଣିଛନ୍ତି ଯେ, ଋଷଭ ପନ୍ଥ ୬ଟି ଇନିଂସରେ ୭୬ ବାଏ ରନ୍‌ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀର ଗଳା କାଟି ଥାନାରେ ପହଞ୍ଚିଥିଲା ସ୍ୱାମୀ

ବେଙ୍ଗାଲୁରୁ: କ’ଣ କେହି ସ୍ୱାମୀ ନିଜର ପତ୍ନୀଙ୍କୁ ଏଭଳି ଘୃଣା କରି ପାରେ କି ତାର ଗଳା କାଟି ଥାନାରେ ପହଞ୍ଚିବ। କର୍ଣ୍ଣାଟକର ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଅନ୍ୟ ଜଣେ ପୁରୁଷ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ନିଜ ପତ୍ନୀର ଗଳା କାଟିବାକୁ ପଛାଇ ନାହିଁ।…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା: ଖାତ ଭିତରକୁ ବସ୍‌ ଖସି ୪ ଶିଶୁଙ୍କ ସମେତ ୫୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାଜ୍ୟ ସଡକ ପରିବହନ ଏକ ବସ ଖାତ ଭିତରକୁ ଖସି ପଡ଼ିବା ଫଳରେ ମଙ୍ଗଳବାର ସକାଳେ ୪ ଶିଶୁଙ୍କ ସମେତ ୫୨ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହ ୩୪ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...