Daily Archives

September 12, 2018

ପେଟ୍ରୋଲ ପରିବର୍ତ୍ତେ ୧୨୫ଟି ଗାଡ଼ିରେ ପାଣି ଭର୍ତ୍ତି କରିଦେଲେ ପେଟ୍ରୋଲ ପମ୍ପ କର୍ମଚାରୀ, ଏହି ଘଟଣା ପଛରେ କିଛି ଏଭଳି…

ନୂଆଦିଲ୍ଲୀ : ଦିଲ୍ଲୀର ଏକ ପେଟ୍ରୋଲ ପମ୍ପରେ ଘଟିଥିବା ଘଟଣା ଦେଶରେ ତୈଳ ଦରର ବଢ଼ିବାର ପ୍ରଭାବ କେତେ ତାହା ସାମ୍ନାକୁ ଆଣିଛି । ଏଠାରେ ଥିବା ଏକ ଏଚ୍‌ପି ପେଟ୍ରୋଲ ପମ୍ପରେ ପ୍ରାୟ ୧୦୦-୧୨୫ଟି ଗାଡ଼ିରେ ପେଟ୍ରୋଲ ଜାଗାରେ ପାଣି ଭର୍ତ୍ତି କରାଯାଇଥିଲା । ପ୍ରଥମେ ଲୋକମାନଙ୍କୁ ଏହା ଜଣା ପଡ଼ି ନ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ବହିଷ୍କାର ହେବା ପରେ ମୁହଁ ଖୋଲିଲେ ଦାମ, କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ବୁଧବାର ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡ. ଦାମୋଦର ରାଉତ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟାରେ ଦାମ କହିଛନ୍ତି, ବହିଷ୍କାରର କାରଣ ମୁଁ ଜାଣି ନାହିଁ। ମୋତେ ମନ୍ତ୍ରୀମଣ୍ଡଳରୁ ବି ବିଦା କରାଯାଇଥିଲା। ମୋତେ ଉପସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା। ମୋ ସହ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ତେଲୁଗୁ ଅଭିନେତ୍ରୀ ଶ୍ରୀ ରେଡ଼୍ଡୀ : ଫେସ୍‌ବୁକ୍‌ରେ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କୁ ନେଇ ଲେଖିଲେ…

ନୂଆଦିଲ୍ଲୀ : ନିକଟ ଅତୀତରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଅନେକ ଅଭିନେତାଙ୍କ ବିରୋଧରେ କାଷ୍ଟିଙ୍ଗ କାଉଚ୍‌ର ଅଭିଯୋଗ ଆଣିଥିବା ଶ୍ରୀ ରେଡ଼୍ଡୀଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ରେଡ଼୍ଡୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଭାରତୀୟ କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚ୍ଚିନ୍‌…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରଲୋଭନ ଦେଖାଇ ୩୨ବର୍ଷିୟ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲା ୨୦ବର୍ଷିୟ ପ୍ରେମିକ, ବିବାହ ଦିନ…

ଜଳନ୍ଧର : ଜଳନ୍ଧରରେ ଜଣେ ୩୨ବର୍ଷିୟ ଶିକ୍ଷୟିତ୍ରୀ ବିବାହ ପୂର୍ବରୁ ଭଲ ଦିଶିବା ପାଇଁ ପାର୍ଲର ଯାଇଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇଥିବା ଯୁବକ ଫେରାର ହୋଇଯାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ବରିଷ୍ଠ ନେତା ଡା.ଦାମୋଦର ରାଉତ ବହିଷ୍କୃତ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଇଥିବା ଜଣାପଡ଼ିଛି। ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଶିଖ ଭାବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁରକ୍ଷାବଳରେ ସାମିଲ ହେଲେ ଲୁଧିଆନାରେ ଜନ୍ମିତ ଅଂଶଦୀପ 

ଲୁଧିଆନା : ପଞ୍ଜାବର  ଲୁଧିଆନାରେ  ଜନ୍ମିତ ଅଂଶଦୀପ୍‌ ସିଂ ଭାଟିଆ ପ୍ରଥମ ଶିଖ  ଭାବରେ ଆମେରିକାର ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା କର୍ମଚାରୀ ଭାବେ  ନିଯୁକ୍ତ ହୋଇଛନ୍ତି। ଗତ ସପ୍ତାହରେ ସେ ଆମେରିକାରେ କଠିନ ପ୍ରଶିକ୍ଷଣ ଶେଷ କରିବା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳରେ…
ଅଧିକ ଖବର ଦେଖନ୍ତୁ...

ଭାରତ ଆସିଲେ ଜେଲ ଯିବ ବିଜୟ ମାଲ୍ୟା, କିନ୍ତୁ ଜେଲରେ ବି ଭିଆଇପିଙ୍କ ପରି ରହିବ

ମୁମ୍ବାଇ: ଏକାଧିକ ଭାରତୀୟ ବ୍ୟାଙ୍କ୍ରୁ ହଜାର ହଜାର କୋଟି ହଡ଼ପ କରି ଲଣ୍ଡନ ପଳେଇଯାଇଥିବା ବିଜୟ ମାଲ୍ୟାର ପ୍ରତ୍ୟାର୍ପଣ ମାମଲା ଏବେ ଲଣ୍ଡନର ଏକ କୋର୍ଟରେ ବିଚାରାଧୀନ ରହିଛି ।  ଆସନ୍ତା ଡିସେମ୍ବର ୧୦ ତାରିଖରେ ବିଜୟମାଲ୍ୟାଙ୍କ ପ୍ରତ୍ୟାର୍ପଣ ମାମଲାର ରାୟ ଆସିବ ବୋଲି ଇଂଲାଣ୍ଡର ଚିଫ…
ଅଧିକ ଖବର ଦେଖନ୍ତୁ...

୪୭ ବର୍ଷ ପୂର୍ବରୁ ମହାମେଣ୍ଟ ବିରୋଧରେ ୩୫୨ ସିଟ୍‌ରେ ଜିତିଥିଲେ ଇନ୍ଦିରା, ୨୦୧୯ରେ ମୋଦି କରିବେ ପୁନରାବୃତ୍ତି: ସୁଶୀଲ…

ନୂଆଦିଲ୍ଲୀ: ବିହାର ଉପ-ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି ସଂପୂର୍ଣ୍ଣ ରୂପେ ଭରସା କରିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କ୍ଷମତାକୁ ଫେରିବେ। ସେ କହିଛନ୍ତି ଆଜକୁ ୪୭ ବର୍ଷ ପୂର୍ବରୁ ଅର୍ଥାତ ୧୯୭୧ରେ ତତ୍କାଳୀନ…
ଅଧିକ ଖବର ଦେଖନ୍ତୁ...

ମୁଁ ବିଦେଶ ଯିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଅନେକ ଥର ଅରୁଣ ଜେଟଲୀଙ୍କୁ ଭେଟିଛି: ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ଅଭିଯୋଗ ଆଣିଛନ୍ତି ଯେ ଦେଶ ଛାଡ଼ିବା ପୂର୍ବରୁ ସମସ୍ୟାର ସମାଧାନ କରିବା ପାଇଁ ସେ ଅନେକ ଥର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଛନ୍ତି। ମାତ୍ର ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କୁ ଭେଟି ସେ ବୈଠକରେ କ’ଣ ଆଲୋଚନା କରିଛନ୍ତି ସେ…
ଅଧିକ ଖବର ଦେଖନ୍ତୁ...

ଜଣେ ‘ସିରିଏଲ କିଲର୍‌’ର ସାଂଘାତିକ୍‌ ସତ୍ୟପାଠ: ପେସାରେ ଥିଲା ଦର୍ଜୀ କିନ୍ତୁ ବୃତ୍ତିରେ ହତ୍ୟାକାରୀ; ୮ ବର୍ଷରେ ୩୩…

ଭୋପାଳ (ମଧ୍ୟପ୍ରଦେଶ): ମାତ୍ର ୮ ବର୍ଷର ବ୍ୟବଧାନ ମଧ୍ୟରେ ୩୩ଟି ହତ୍ୟାକାଣ୍ଡ ଘଟାଇଥିବା ଏକ ଜଘନ୍ୟ ଅପରାଧୀକୁ ମଧ୍ୟପ୍ରଦେଶ ପୁଲିସ୍‌ ଗିରଫ କରିବା ଘଟଣା ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ମଜାର ବିଷୟ ହେଉଛି ମଧ୍ୟପ୍ରଦେଶ ପୁଲିସ୍‌ ଗତ ସପ୍ତାହରେ ଯେତେବେଳେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...