Daily Archives

September 13, 2018

ବର ବାଟକୁ ଚାହିଁ ରହିଥିଲା କନ୍ୟା,ବିବାହ ପୂର୍ବରୁ ନାବାଳକ ବନ୍ଧୁ ସହ ଫେରାର ହୋଇଗଲା ବର !

ଚଣ୍ଡିଗଡ଼ : ହରିୟାଣାର ଯମୁନାନଗରରେ ବିବାହର ଠିକ୍‌ ପୂର୍ବରୁ ବର ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ଜଣଙ୍କ ସହ ପ୍ରେମ ସଂପର୍କ ଏହାର କାରଣ ବୋଲି ଜଣାପଡ଼ିଥିବା ବେଳେ ବରର ପ୍ରେମିକା ଜଣେ ପୁରୁଷ ବୋଲି ଜଣା ପଡ଼ିବା ପରେ କନ୍ୟାପକ୍ଷ ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି । ବରକୁ…
ଅଧିକ ଖବର ଦେଖନ୍ତୁ...

ଧୀରେ ଆମେରିକା ଉପକୂଳ ଆଡକୁ ଆଗଉଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ

ଓ୍ଵାସିଂଟନ : ଆମେରିକାର ନର୍ଥ କାରୋଲିନା ଉପକୂଳ ଆଡକୁ ମୁହାଁଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ଧୀରେ ଧୀରେ ସ୍ଥଳଭାଗ ଆଡକୁ ଆଗଉଛି । ଏହା ଫଳରେ ଉପକୂଳରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । କ୍ରମଶଃ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଆମେରିକା ପାଣିପାଗ ବିଭାଗର ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରେ ରାଜନାଥ ଉଦଘାଟନ କରିବେ ଭାରତ-ପାକ ସୀମାରେ ସ୍ମାର୍ଟବାଡ

ନୂଆଦିଲ୍ଲୀ : ପାକିସ୍ତାନ ଓ ବାଂଲାଦେଶକୁ ଲାଗିଥିବା ଭାରତୀୟ ସୀମାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ସ୍ମାର୍ଟ ବାଡ । ଏହା ନିକଟକୁ ଅନୁପ୍ରବେଶକାରୀ ଆସିବା ମାତ୍ରେ ତାହା ବିଏସଏଫର କଣ୍ଟ୍ରୋଲ ରୁମକୁ ଖବର ଦେଇଦେବ । ଆସନ୍ତା ସପ୍ତାହରେ କେନ୍ଦ୍ର ଗ୍ହମନ୍ତ୍ରୀ ରାଜନାଥ ସିଂ ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ବିଚାରପତି ପଦ ଲାଗି ଜଷ୍ଟିସ ଗୋଗୋଇଙ୍କ ନାମ ଉପରେ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ,: ସୁପ୍ରିମ୍କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ଲାଗି ବର୍ତମାନର ପ୍ରଧାନ ବିଚାରପତି ଦିପକ ମିଶ୍ର କରିଥିବା ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଏହା ଫଳରେ ଜଷ୍ଟିସ ଗୋଗଇ ଆସନ୍ତା ଅକ୍ଟୋବର…
ଅଧିକ ଖବର ଦେଖନ୍ତୁ...

ଭିଡିଓ: ଜମ୍ମୁ କଶ୍ମୀରରେ ୮ ଆତଙ୍କବାଦୀ ନିହତ, ଏସଡିପିଓ ସମେତ ୧୨ ସୁରକ୍ଷାକର୍ମୀ ଆହତ

କାକରିଆଲ: ଜମ୍ମୁ କଶ୍ମୀରରେ ଗୁରୁବାର ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୋଟିଏ ଦିନରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘାଟିର ରିଆସୀ ଜିଲ୍ଲାରେ ହୋଇଥିବା ଏନ୍‌କାଉଣ୍ଟରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ୩ ଜଣ ଆତଙ୍କବାଦୀଙ୍କୁ ସେନାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କାହିଁକି ଗଣେଶଙ୍କୁ ଏକଦନ୍ତ କୁହାଯାଏ

ମହାଭାରତରେ ୧ ଲକ୍ଷ ଶ୍ଳୋକ ସହ, ୧.୮ ମିଲିୟନ୍‌ ଶବ୍ଦ ରହିଛି। ଆରମ୍ଭରୁ ୨୪,୦୦୦ ଶ୍ଳୋକ ଥିଲା। ପରେ ତାହା ବଢ଼ିଯାଇ ୧ ଲକ୍ଷରେ ପହଞ୍ଚିଥିଲା। ଆମେ ସମସ୍ତେ ଜାଣନ୍ତି ଯେ ବ୍ୟାସଦେବଙ୍କ ନିର୍ଦ୍ଦେଶକ୍ରମେ ଯିଏ ମହାଭାରତର ଶ୍ଳୋକ ରଚନା କରିଥିଲେ ସେ ହେଉଛନ୍ତି ଗଣେଶ। ଏହା ପଛରେ ଏକ ମଜ୍ଜାଦାରିଆ…
ଅଧିକ ଖବର ଦେଖନ୍ତୁ...

ଚୀନର ବୁଲେଟ ଟ୍ରେନ ପ୍ରସ୍ତାବକୁ ଭାରତ ଅନୁମତି ଦେବାର ସମ୍ଭାବନା କମ

କୋଲକତା : ଭାରତରେ ଚୀନର ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ଭାରତ ସରକାର ରାଜି ନ ହେବାର ସମ୍ଭାବନା ରହିଛି । କାରଣ ଭାରତ ଏପର୍ଯ୍ୟନ୍ତ ଚାଇନାର ଓ୍ଵାନ-ବେଲ୍ଟ-ଓ୍ଵାନ ରୋଡ ପ୍ରକଳ୍ପଠୁ ନିଜକୁ ଦୂରେଇ ରଖିଛି । ଭାରତର ଅଧିକାଂଶ ପଡୋଶୀ ଦେଶ ଚୀନଠାରୁ ଋଣ ନେଇ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ଦେଶର ସର୍ବପ୍ରଥମ କିନ୍ନର ଭାବେ ଇଞ୍ଜିନିୟର ହେବାର ଗୌରବ ଅର୍ଜନ କଲେ ମାଲିନୀ ଦାସ

କୋଲକାତା: ଦେଶର ସର୍ବପ୍ରଥମ କିନ୍ନର ଭାବେ ବିଟେକ୍‌ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ୨୨ ବର୍ଷୀୟା ମାଲିନୀ ଦାସ। ମାଲିନୀ ହେଉଛନ୍ତି ପଶ୍ଚିମବଙ୍ଗ ବ୍ରହ୍ମପୋରର ବାସିନ୍ଦା। ଜୟପୁରର ଏକ ବିଶ୍ୱବିଦ୍ୟାଳୟରୁ ସେ କଂପ୍ୟୁଟର ସାଇନ୍ସରେ ବିଟେକ୍‌ ଡିଗ୍ରି ହାସଲ କରିଥିବା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଏସ୍‌ପି ଦେଲେ ସୂଚନା-ମଧ୍ୟପ୍ରଦେଶ ଫେରିଯିବ ବାଘୁଣି ‘ସୁନ୍ଦରୀ’

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ମଣିଷ ଶିକାର କରୁଥିିବା ବାଘୁଣୀ ‘ସୁନ୍ଦରୀ’ ପୁଣି ଥରେ ତା’ର ଜନ୍ମମାଟିକୁ ଫେରିଯିବ। ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି। ସୁନ୍ଦରୀକୁ ଆଉ ୨ ଦିନ ଅର୍ଥାତ ସେପ୍ଟେମ୍ବର ୧୫ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲକୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ: କାନପୁରରୁ ହିଜବୁଲ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟିଏସ୍‌ ଟିମ୍‌ ଗୁରୁବାର ଆତଙ୍କବାଦୀ ସଂଗଠନ ‘ହିଜବୁଲ’ର ଜଣେ ସଦସ୍ୟକୁ ଗିରଫ କରିଛି। ସ୍ଥାନୀୟ ପୁଲିସର ସହାୟତାରେ ଏଟିଏସ ହିଜବୁଲ ଆତଙ୍କବାଦୀକୁ ଗିରଫ କରିଛି। ଏହା ଉତ୍ତରପ୍ରଦେଶ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓପି…
ଅଧିକ ଖବର ଦେଖନ୍ତୁ...