Daily Archives

September 14, 2018

ଏଭଳି ଭାବରେ ସିରିଆରେ ଜଣେ ସାମ୍ବାଦିକଙ୍କ ଜୀବନ ବଞ୍ଚାଇଥିଲେ ଶାହାରୁଖ୍‌ ଖାନ୍‌, ଖବର ପ୍ରସାର ପରେ ବଲିଉଡ୍‌କୁ ନେଇ…

ନୂଆଦିଲ୍ଲୀ: ୭ବର୍ଷ ହେଲାଣି ସିରିଆରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଏହି ଦେଶର ପରିସ୍ଥିତି ସୁଧୁରିବା ଆରମ୍ଭ ହୋଇଛି । ସେଠାକୁ ଯାଇଥିବା ଜଣେ ସାମ୍ବାଦିକ କାର୍ତ୍ତିକେୟ ଶର୍ମା ନିଜ ଅନୁଭୂତିକୁ ସେୟାର କରିଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ କହିବା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରହିଛି ତ? ନଚେତ୍‌ ଭୋଗି ପାରନ୍ତି ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଗାଡ଼ି ରହିଛି କି? ଯଦି ହଁ, ତେବେ, ସେଥିରେ ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇଛନ୍ତି ତ? ଯଦି ଲଗାଇଛନ୍ତି ତା’ହେଲେ ଆପଣଙ୍କୁ ଚିନ୍ତା କରିବାରେ କିଛି ନାହିଁ । କିନ୍ତ ଯଦି ଆପଣ ଲଗାଇ ନାହାଁନ୍ତି ତେବେ ତୁରନ୍ତ ଯାଇ ନିଜ ଗାଡ଼ର ନମ୍ବର ପ୍ଲେଟ୍‌ ବଦଳାନ୍ତୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଦ୍ୱିତୀୟ ଥର କନ୍ୟା ଜନ୍ମ ଦେବାରୁ ୧୮ ମାସର ଝିଅକୁ ଛାତରୁ ଫୋପାଡ଼ିଲା ନୃଶଂସ ବାପ

ବରେଲି: ଉତ୍ତରପଦେଶର ବରେଲିସ୍ଥିତ ଏକ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ପୁଅଟିଏ ପାଇଁ ଆଶା କରିଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ଦ୍ୱିତୀୟ ଥର ପାଇଁ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ନୃଶଂସ ବ୍ୟକ୍ତି ଜଣକ ନିଜର ୧୮ ମାସର କନ୍ୟାକୁ ଛାତ ଉପରୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। କାବ୍ୟା…
ଅଧିକ ଖବର ଦେଖନ୍ତୁ...

ପାର୍ବଣରେ ଆମାଜନ ପେ ପ୍ରଦାନ କରୁଛି ଡେବିଟ୍‌ କାର୍ଡରେ ଇଏମଆଇ ସୁବିଧା

ନୂଆଦିଲ୍ଲୀ : ଚଳିତ ପାର୍ବଣ ଋତୁକୁ ଲକ୍ଷ୍ୟରେ ରଖି ଆମାଜନ ପେ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଡେବିଟ୍‌ କାର୍ଡ ଥିବା ଗ୍ରାହକ ମାନଙ୍କ ପାଇଁ ଇଏମଆଇ ସୁବିଧା ଉପଲବ୍ଧ କରାଇଛି। ଏହାଛଡା ପୂର୍ବରୁ ଆମାଜନ ପେ ଏଚଡିଏଫସି ବ୍ୟାଙ୍କର ଡେବିଟ୍‌ କାର୍ଡ ଥିବା ଗ୍ରାହକଙ୍କୁ ଇଏମଆଇ…
ଅଧିକ ଖବର ଦେଖନ୍ତୁ...

ପୁଅ ଜୈନ୍‌ ପାଇଁ ଆସୁଥିବା ଉପହାର ସଂପର୍କରେ ଏମିତି ମତ ରଖିଲେ ମୀରା ରାଜପୁତ

ମୁମ୍ବାଇ: ଯେତେବେଳେ ପ୍ରଶଂସକମାନେ ନିଜର ପ୍ରିୟ ଷ୍ଟାର୍‌ ଓ ତାଙ୍କ ପରିବାର ପାଇଁ କିଛି କରନ୍ତି ଏହା ଜଣାଶୁଣା କଥା ଯେ ସେ କାର୍ଯ୍ୟ ପଛରେ ସ୍ନେହ ଓ ସମ୍ମାନ ଲୁଚି ରହିଥାଏ। ମାତ୍ର ବେଳେ ବେଳେ ସେମାନେ ଚିନ୍ତା କରିପାରନ୍ତି ନାହିଁ ଯେ ସେମାନେ ଆଉ ଅଯଥାରେ ଅର୍ଥ ବ୍ୟୟ କରୁନାହାନ୍ତି ତ!…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଟାଡା ଅମ୍ବାପଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା। ଫଳରେ ଘର ବାହାରେ ଥିବା ରମେଶ ସାହୁ ଓ ପୁରୁଶୋତ୍ତମ ସାହୁ ବଜ୍ରଘାତର ଶିକାର ହୋଇଥିଲେ। ଗ୍ରାମବାସୀ ତୁରନ୍ତ ଦୁହିଁଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇ…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ ସିରିଜରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ କ୍ରିକେଟର ଗାଭାସ୍କର

ନୂଆଦିଲ୍ଲୀ: କ୍ରିକେଟର ସୁନିଲ ଗାଭାସ୍କର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତର ୧-୪ରେ ସିରିଜ ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଗାଭାସ୍କର କହିଛନ୍ତି, ବିରାଟ କୋହଲିଙ୍କୁ ଆହୁରି ଶିଖିବାର ଅଛି । ଖାଲି ସେତିକି ନୁହେଁ, ଭାରତ ସିରିଜ ହାରିବାରେ କିଛି…
ଅଧିକ ଖବର ଦେଖନ୍ତୁ...

ସ୍ଥଳଭାଗ ଛୁଇଁଲା ସୁପର ସାଇକ୍ଲୋନ ଫ୍ଲୋରେନ୍ସ, ପ୍ରବଳ କ୍ଷୟକ୍ଷତି ଅଶଙ୍କା, ଭିଡିଓ ଦେଖନ୍ତୁ

ଓ୍ଵାସିଂଟନ : ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୋ୍ଲରେନ୍ସ ସ୍ଥଳଭାଗ ଛୁଇଁଛି । ଏହା ଦକ୍ଷିଣ-ପୂର୍ବ ଆମେରିକାରେ ଥିବା ନର୍ଥ କାରୋଲିନାଠାରେ ସ୍ଥଳଭାଗକୁ ଛୁଇଁଛି ।   ଏହାସହିତ ପୂର୍ବରୁ ଉପକୂଳରେ ପ୍ରବଳ ବର୍ଷା ଓ ପବନ ଚାଲିଛି । ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟରର  ଅନୁମାନ ଅନୁସାରେ ପବନର…
ଅଧିକ ଖବର ଦେଖନ୍ତୁ...

୭୨ ବର୍ଷ ବୟସରେ ବ୍ୟାଗ୍‌କୁ କାନ୍ଧରେ ଟାଙ୍ଗି କାହିଁକି ସ୍କୁଲରେ ପହଞ୍ଚିଲେ ଏହି ବୃଦ୍ଧ ଜାଣନ୍ତୁ

ମୁମ୍ବାଇ: କୌଣସି ଜିନିଷ ଶିଖିବା ପାଇଁ କିମ୍ବା ସ୍ୱପ୍ନକୁ ପୂରା କରିବା ପାଇଁ ବୟସ ଦେଖା ଯାଇ ନଥାଏ। ୭୨ବର୍ଷ ବୟସର ମୁକୁନ୍ଦ ଚାରି ଦିନଥିଲା ଇଂରାଜୀ ପାଇଁ ନିଜର ଗ୍ରାଜୁଏସନ୍‌ ପାଠପଢ଼ା ପୂରା କରି ପାରି ନଥିଲେ। ଏବେ ସେ ଇଂରାଜୀ ଲିଟେରଚରରେ ଡିଗ୍ରି ପାଇଁ ଦ୍ୱିତୀୟଥର ସ୍କୁଲ ମୁହାଁ…
ଅଧିକ ଖବର ଦେଖନ୍ତୁ...