Daily Archives

September 15, 2018

ଏସିଆ କପ କ୍ରିକେଟ: ଶ୍ରୀଲଙ୍କା ଆଗରେ ୨୬୨ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

ଦୁବାଇ : ସ୍ଥାନୀୟ ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହୋଇଛି ଏସିଆ କପ । ଉଦଘାଟନୀ ମ୍ୟାଚରେ ବାଂଲାଦେଶ ଶ୍ରୀଲଙ୍କାକୁ ଭେଟିଛି । ବାଂଲାଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୬୧ ରନରେ ଅଲଆଉଟ ହୋଇଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଅଭିନେତ୍ରୀଙ୍କୁ ନିଜ ଦୁଃଖ ଜଣାଇଲେ ଦେହଜୀବୀ: ସ୍ୱାମୀ ଏବଂ ପିଲାମାନଙ୍କ ଆଗରେ ସବୁ କିଛି କରିବାକୁ ପଡ଼ିଥାଏ

ମୁମ୍ବାଇ: ଶୁକ୍ରବାର ରିଲିଜ୍‌ ହୋଇଛି ଫିଲ୍ମ ଲଭ୍‌ ସୋନିଆ । ଯେଉଁଥିରେ ଯୁବତୀମାନଙ୍କୁ ଅପହରଣ କରାଯାଇ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରାଯାଉ ଥିବାର ଦୃଶ୍ୟ ଦେଖା ଯାଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ମୃଣାଲ ଠାକୁର । ମୃଣାଲ ପ୍ରଥମେ ଧାରାବାହିକରୁ ନିଜ…
ଅଧିକ ଖବର ଦେଖନ୍ତୁ...

ମହାବାତ୍ୟା ମାଂଖୁଟ: ୧୨ ମୃତ, ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା

ମାନିଲା: ସୁପର ଟାଇଫୁନ ମାଂଖୁଟ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି କରିଛି । କେବଳ ଫିଲିପାଇନ୍ସ ନୁହେଁ, ହଂକଂ ଓ ଦକ୍ଷିଣ ଚୀନର କେତେକ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ହସ୍ତଗତ ହୋଇଛି । ଏବେ ସୁଦ୍ଧା ଫିଲିପାଇନ୍ସରେ ପ୍ରାୟ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ନବଜାତ ଶିଶୁ ଜନ୍ମ ହେବା ପରେ ବେହୋସ ହୋଇଗଲେ ୨ନର୍ସ ଏବଂ ଜଣେ ମହିଳା କର୍ମୀ, ଜାଣନ୍ତୁ କ’ଣ ଥିଲା କାରଣ

ଗାଜିଆବାଦ୍‌: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଦୁଇ ଜଣ ନର୍ସ ଏବଂ ଜଣେ ମହିଳା କର୍ମୀ ବେହୋସ ହୋଇଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇବା ପରେ ଏହି ୩ଜଣ ବେହୋସ ହୋଇ ଯାଇଥିବା ଜାଣିବାକୁ ମିଳିଛି । ମହିଳାଜଣଙ୍କ ଏଚ୍‌ଆଇଭି ରୋଗୀ ବୋଲି ଜାଣିବା ପରେ…
ଅଧିକ ଖବର ଦେଖନ୍ତୁ...

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଆସିଥିବା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଲିଉଡ୍‌ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଭେଟିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏ ନେଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଅନୁଭବ। ଏହି ଫଟୋରେ ଫିଲ୍ମ ନିର୍ଦ୍ଦେଶକ ତାପସ ସରଘରିଆ ଓ ଅନୁଭବଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଦୁଇଟି ବ୍ରିଟିଶ ସାଟେଲାଇଟ ମହାକାଶକୁ ଛାଡିବ ଇସ୍ରୋ

ନୂଆଦିଲ୍ଲୀ:  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ ) ଆସନ୍ତା କାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଦୁଇଟି ବ୍ରିଟିଶ   କୃତ୍ରିମ ଉପଗ୍ରହ (ସାଟେଲାଇଟ)କୁ ମହାକାଶକୁ ଛାଡିବ । ଏହି ଦୁଇଟିର ନାମ ହେଉଛି  ନୋଭାସାର ଓ ଏସ୧-୪ ଓ ଏଗୁଡ଼ିକର ଓଜନ ୮୦୦…
ଅଧିକ ଖବର ଦେଖନ୍ତୁ...

ବେରୋଜଗାର, ନିରାଶ ଯୁବକମାନେ ଦୁଷ୍କର୍ମ କରୁଛନ୍ତି: ହରିଆଣା ଦୁଷ୍କର୍ମ ମାମଲା ଉପରେ ମତ ରଖିଲେ ବିଜେପି ବିଧାୟିକା

ଚଣ୍ଡିଗଡ଼: ହରିଆଣା ଦୁଷ୍କର୍ମ ମାମଲା ଉପରେ ମତ ରଖି ଭାରତୀୟ ଜନତା ପାଟିର(ବିଜେପି) ନେତ୍ରୀ ତଥା ବିଧାୟିକା ପ୍ରେମଲତା ଦୁଷ୍କର୍ମକାରୀଙ୍କ ଉପରେ ଏକ ଚାଞ୍ଚଲ୍ୟକାରୀ ବୟାନ ଦେଇ ଚର୍ଚ୍ଚା ପାଲଟିଛନ୍ତି। ବିଧାୟିକା ପ୍ରେମଲତା ମତ ରଖିଛନ୍ତି ଯେ ବେରୋଜଗାର ଓ ନିରାଶ ଯୁବକମାନେ ହିଁ ଦୁଷ୍କର୍ମ ପରି…
ଅଧିକ ଖବର ଦେଖନ୍ତୁ...

କମୁନାହିଁ ଭିଡ଼ ହିଂସା: ଚୋର ସନ୍ଦେହ କରି ୨୪ ବର୍ଷିଅ ଯୁବକକୁ ମାଡ଼ ମାରି ହତ୍ୟା

ଇମ୍ଫାଲ: କମୁନାହିଁ ଭିଡ଼ ହିଂସା। ଭିଡ଼ ହିଂସା ଉପୁଜିଥିବା ବ୍ୟକ୍ତିଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟ ପ୍ରକାଶ କରିବା ପରେ ବି ଭିଡ଼ ହିଂସା କମିବାର ନାଁ ଧରୁନାହିଁ। ମଣିପୁରରେ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୟପୁର: ପେଟ୍ରୋଲ ଭରି ବାହାରୁଥିବା ସମୟରେ ବୋଲେରୋରେ ହଠାତ ଲାଗିଲା ନିଆଁ, ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ଉପସ୍ଥିତ…

ଜୟପୁର: ଶନିବାର ସନ୍ଧ୍ୟାରେ ୫.୪୦ମିନିଟ ସମୟରେ ଜୟପୁର ସଦରଥାନା ସାମ୍ନାରେ ଥିବା ପେଟ୍ରୋଲ ଟାଙ୍କିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହା କେବଳ ପେଟ୍ରୋଲ ଟାଙ୍କିର କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମ୍ଭବ ହୋଇ ପାରିଛି। ସୂଚନାଯୋଗ୍ୟ, ୫.୩୫ ମିନିଟ…
ଅଧିକ ଖବର ଦେଖନ୍ତୁ...

ତୁଟୁନି ଦାମ-ବିଷ୍ଣୁ କଳି ! ଦାମ କହିଲେ ବିଷ୍ଣୁ ନଷ୍ଟ ଚରିତ୍ର ; ଦାମଙ୍କୁ ମଲା କଙ୍କଡ଼ା ବୋଲି କହିଲେ ବିଷ୍ଣୁ

ଜଗତସିଂହପୁର: ବହିଷ୍କାର ପରେ ବି ତୁଟୁନି ଜଗତସିଂହପୁର ଜିଲ୍ଲାର ଦୁଇ ଟାଣୁଆ ନେତା ଡା.ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ କଳି । ଗତ କିଛିଦିନ ତଳେ ବିଜେଡିରୁ ଦାମ ବହିଷ୍କୃତ ହେବା ପରେ ଦାମ ଓ ବିଷ୍ଣୁଙ୍କ କଳି ବଢ଼ିବାରେ ଲାଗିଛି । ଆଜି ପୁଣି ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର…
ଅଧିକ ଖବର ଦେଖନ୍ତୁ...