Daily Archives

September 15, 2018

ଜମ୍ମୁ-କଶ୍ମୀର ପୁଲିସ୍‌ର ବଡ଼ ସଫଳତା; ଜଏଣ୍ଟ୍‌ ଅପରେସନ୍‌ରେ ୫ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲାରେ ଶନିବାର ସୁରକ୍ଷା ବଳ ଦ୍ୱାରା କରାଯାଇଥିବା ଜଏଣ୍ଟ୍‌ ଅପରେସନ୍‌ ଦ୍ୱାରା ଲସ୍କର-ଇ-ତୋଇବା ଓ ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନର ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଜଏଣ୍ଟ୍‌ ଅପରେସନ୍‌ରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିବା ସହ…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ : ଏବେ ବି ଆମେରିକାରେ ଧ୍ୱଂସଲୀଳା ଚାଲିଛି, (ଭିଡିଓ ଦେଖନ୍ତୁ)

ଓ୍ଵାସିଂଟନ: ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ଗତକାଲି ଆମେରିକାର ନର୍ଥ କାରୋଲିନା ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗି ପଡିଥିବା ବେଳେ ଗଛ ଉପୁଡି ପଡିଛି । ରାଜ୍ୟର ବ୍ୟାପକ ଅଂଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଏ ପର୍ଯ୍ୟନ୍ତ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ମୁଖ୍ୟ ଏ.ଜେ.ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ଭୁବନେଶ୍ୱର: କଳାହାଣ୍ଡିର ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ମୁଖ୍ୟ ତଥା ଏହି କଲେଜ ପରିଚାଳନା କରୁଥିବା ସେଲଭମ୍ ଏଜୁକେସନାଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟର ମାନେଜିଂ ଟ୍ରଷ୍ଟି ଏ.ଜେ.ରାଜାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୫ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଶାଳକର ଟାଙ୍ଗିଆ ଚୋଟରେ ଭିଣୋଇ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବ୍ଲକ୍‌ର ଡକାବାହାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଶାଳକର ଟାଙ୍ଗିଆ ଚୋଟରେ ଭିଣୋଇର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ବ୍ୟକ୍ତିଙ୍କ ନାମ ସୁକଲ ପାତ୍ର। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଏମ୍‌…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ସ୍ୱାମୀଙ୍କୁ ହାଣି କରି ହତ୍ୟା କଲା ଅଜଣା ବ୍ୟକ୍ତି

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଶୁକ୍ରବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ତାଙ୍କ ସ୍ୱାମୀକୁ ହାଣି ହାଣି କରି ହତ୍ୟା କରାଯାଇଛି। ସେହି ସମୟର ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ରାଜଧାନୀ ହାଇଦ୍ରାବାଦ୍‌ରୁ ୧୫୦ କିଲୋମିଟର…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଆରମ୍ଭ, ଆସନ୍ତା ୧୯ ତାରିଖରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଶନିବାରଠାରୁ ଏସିଆର ସବୁଠାରୁ ବଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଆରମ୍ଭ ହେଉଛି। ଏହି ଟାଇଟଲ୍‌ ପାଇଁ ୬ଟି ଦଳ ଲଢ଼ିବେ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଭଳି ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂକୁ ନେଇ ଆଜିଠାରୁ ଆରମ୍ଭ ହେଉଛି…
ଅଧିକ ଖବର ଦେଖନ୍ତୁ...

ଶିଶୁର ଚିକିତ୍ସା ଅର୍ଥ ନଥିବାରୁ ବାପା-ମା’ଙ୍କୁ ଭୋଗିବାକୁ ପଡ଼ିଲା ଜେଲଦଣ୍ଡ, କାରଣ ଜାଣନ୍ତୁ

ଓ୍ଵାସିଂଙ୍ଗଟନ୍‌: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଦଭବ ଦମ୍ପତିି ନିଜ ଶିଶୁକୁ ଅବହେଳା କରିବା ସହିତ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ଏହି ମାମଲାରେ ତାଙ୍କର ଜାମିନ୍‌ ମଞ୍ଜୁରି ମିଳି ଯାଇଛି। ଏହି ଦମ୍ପତିକୁ ଗତ ସପ୍ତାହ ଶୁକ୍ରବାର ଗିରଫ କରାଯାଇଥିଲା। ଗିରଫ…
ଅଧିକ ଖବର ଦେଖନ୍ତୁ...

ବହୁଳ ପାରିଶ୍ରମିକ ନେଉଥିବା ଏହି ଅଭିନେତ୍ରୀ ‘ସାମାଜିକ ଦାୟିତ୍ୱବୋଧ’ ରେଟିଂରେ ପାଇଲେ ଶୂନ ପ୍ରତିଶତ

ବେଜିଂ: ନିକଟରେ କିଛି ଦିନ ତଳେ ନିଖୋଜ ଥିବା ଚୀନର ଜଣେ ବହୁଳ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଫ୍ୟାନ୍‌ ବିଙ୍ଗ୍‌ବିଙ୍ଗ୍‌ଙ୍କୁ ଚୀନର ଅଧିକାରୀମାନଙ୍କ ପକ୍ଷରୁ ‘ସାମାଜିକ ଦାୟିତ୍ୱବୋଧ’ ରେଟିଂରେ ଶୂନ ପ୍ରତିଶତ ଦିଆଯାଇଛି। ‘ଏକ୍ସ-ମେନ୍‌: ଡେଜ୍‌ ଅଫ୍‌ ଫିଉଚର୍‌ ପାଷ୍ଟ୍‍’ରେ ଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଫ୍ରାନ୍ସ ଆଗ୍ରହୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର…

ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରିବା ପରେ ସେ କହିଛନ୍ତି ଯେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନକୁ ସମର୍ଥନ କରି ଅଂଶ ଗ୍ରହଣ କଲେ ବିଗ୍‌ ବି

ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଜଣେ ସକ୍ରିୟ ଅଂଶୀଦାର। ଶନିବାର ପ୍ରଧାନମନ୍ତ୍ର ମୋଦି ଲଞ୍ଚ୍‌ କରିଥିବା ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନକୁ ବି ବିଗ୍‌ ବି ଅମିତାଭ ସମର୍ଥନ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...