Daily Archives

September 23, 2018

ମେଳାରେ ବୁଲୁଥିବା ବେଳେ ମହିଳାଙ୍କ ଚେନ୍‌ ଚୋରି ହେବାରୁ ଦେଢ଼ ଲକ୍ଷ ଟଙ୍କା ଦେଲେ ଗ୍ରାମବାସୀ, ହେଲେ ପାଇଥିବା ଟଙ୍କା ସହ…

ଯୋଧପୁର: ଯୋଧପୁରରେ ଥିବା ଏକ ଗ୍ରାମରେ ମେଳା ଚାଲୁଥିବା ବେଳେ ବିଭିନ୍ନ ଗାଁରୁ ଲୋକମାନେ ଏହି ମେଳାରେ ଯୋଗ ଦେବା ପାଇଁ ଆସିଥିଲେ । ଏହି ସମୟରେ ପାରସୀ ଦେବୀ ନାମକ ଜଣେ ମହିଳାଙ୍କ ବେକରୁ ଚେନ୍‌ ଚୋରି ହୋଇ ଯାଇଥିଲା । ଏହି ଖବର ପ୍ରସାର ହେବା ପରେ ଗାଁର ସମ୍ମାନ ରକ୍ଷା କରିବା ପାଇଁ ସବୁ…
ଅଧିକ ଖବର ଦେଖନ୍ତୁ...

ସ୍ତନ କର୍କଟ ରୋଗର ଶିକାର ହେଲେ ଆୟୁଷ୍ମାନଙ୍କ ପତ୍ନୀ, ଫଟୋ ସେୟାର କରି ଦୁଃଖ ଜଣାଇଲେ ତାହିରା

ମୁମ୍ବାଇ: କିଛି ମାସ ତଳେ ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ ଏବଂ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ । ଏବେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତାହିରା ନିଜ ରୋଗକୁ ନେଇ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌କୁ…
ଅଧିକ ଖବର ଦେଖନ୍ତୁ...

କିଛି ଦିନର ବନ୍ଧୁତା ପରେ ବଦଳିଲା ଚିତ୍ର, ମା’ଙ୍କ ଗହଣା ସହ ଇଜ୍ଜତ ହରାଇଲେ ସବ୍‌ଇନ୍‌ସ୍ପେକ୍ଟରଙ୍କ ଝିଅ

ଭୋପାଳ: ଭୋପାଳରେ ଜଣେ ସବ୍‌ଇନ୍‌ସ୍ପେକ୍ଟରଙ୍କ ଝିଅ ବ୍ଲାକ୍‌ମେଲ ସହ ଦୁଷ୍କର୍ମର ଶିକାର ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାକିରି ଦେବା ବାହାନାରେ ପୀଡ଼ିତାଙ୍କ ସାଙ୍ଗମାନେ ତାଙ୍କଠାରୁ ଅନେକ ଗହଣା ଲୁଟିନେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ଲୋପ ପାଇବ ଅନେକ ଗ୍ରାମ୍ୟ ବ୍ୟାଙ୍କ, ୫୬ରୁ ହ୍ରାସ ପାଇ ୩୬ରେ ପହଞ୍ଚିବ!

ନୂଆଦିଲ୍ଲୀ: ସରକାର ସାର୍ବଜନିକ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା କେତେକ ବ୍ୟାଙ୍କ ସମେତ କିଛି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ(ଆରଆରବି)କୁ ଏକିକୃତ କରିବାକୁ ଯାଉଛନ୍ତି। ସରକାର ଚିନ୍ତା କରୁଛନ୍ତି ଯେ, ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା ୫୬ରୁ ୩୬ ଭିତରେ ସୀମିତ ରଖିବେ। ଅର୍ଥ ମନ୍ତ୍ରାଳୟର ଜଣେ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ: ସୋଏବ ମଲ୍ଲିକଙ୍କ ଅର୍ଦ୍ଧଶତକ, ଭାରତକୁ ୨୩୮ ରନ୍‌ ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ: ଏସିଆ କପ୍‌ର ସୁପର ଟକ୍କର ମୁକାବିଲାରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ ହରାଇ ୨୩୭ ରନ୍‌ ସଂଗ୍ରହ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ମ୍ୟାଚରେ ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଭିଡିଓ: ଅଦ୍ଭୁତ ଶୈଳୀରେ ଆଉଟ୍‌ ହେଲେ ପାକିସ୍ତାନୀ କ୍ରିକେଟର ଜମାନ

ଦୁବାଇ: ପାକିସ୍ତାନର ଓପନର ବ୍ୟାଟସ୍‌ମ୍ୟାନ୍‌ ଫଖର ଜମାନ ଭାରତ ବିରୋଧରେ  ଅଦ୍ଭୁତ ଶୈଳୀରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଇନିଂସର ୧୫ତମ ଓଭରରେ କୁଲଦୀପ ଯାଦବଙ୍କ ବଲ ଫଖର ଜମାନ ସ୍ୱୀପ ଖେଳିବାକୁ ଉଦ୍ୟମ କରୁଥିବା ବେଳେ କ୍ରିଜରେ…
ଅଧିକ ଖବର ଦେଖନ୍ତୁ...

ମହାତ୍ମାଗାନ୍ଧୀଙ୍କ ହାତ ଲେଖା ପତ୍ର କେତେ ଟଙ୍କାରେ ନିଲାମ ହେଲା ଓ ସେଥିରେ କ’ଣ ଲେଖା ଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ମହାତ୍ମାଗାନ୍ଧୀଙ୍କ ହାତ ଲେଖା ଏକ ପତ୍ର ଆମେରିକାରେ ନିଲାମ ହୋଇଛି। ଏହି ପତ୍ରରେ ଗାନ୍ଧୀ ଚରଖାର ଗୁରୁତ୍ୱ ବିଷୟରେ ଜଣାଇଛନ୍ତି। ଆମେରିକାର ଆରଆର ଆକସନ୍‌ ଏହାର ସୂଚନା ଦେଇ କହିଛନ୍ତି, ଗାନ୍ଧୀଙ୍କ ଏହି ପତ୍ରକୁ ୬ହଜାର ୩୫୮ଡଲାର ଅର୍ଥାତ୍‌ ୪ଲକ୍ଷ ୫୯ହଜାର ଟଙ୍କାରେ ନିଲାମ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଜଳିଗଲା କାର, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ଗଛରେ ପିଟି ହେବାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ରବିବାର ଗୋଟିଏ କାର ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ରେଙ୍ଗାଲି ଥାନା ଅନ୍ତର୍ଗତ ମଚିଣ୍ଡା ନିକଟ ଇନ୍ଦ୍ରପୁର ବଜାର ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଦ୍ରୁତ ଗତିରେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାଠାରେ ରବିବାର ସୁରକ୍ଷା ବଳ ଦ୍ୱାରା ହେଉଥିବା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ଆତଙ୍କବାଦୀଙ୍କର ଏଯାବତ୍‌ କୌଣସି ପରିଚୟ ମିଳିନାହିଁ। ଜିଲ୍ଳାର ତରଲ ଅଞ୍ଚଳରେ ହେଉଥିବା ଏନ୍‌କାଉଣ୍ଟର୍‌ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ମନୋହାର ପାରିକର ରହିବେ ଗୋଆର ମୁଖ୍ୟମନ୍ତ୍ରୀ; ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ; ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ନୂଆଦିଲ୍ଲୀ: ଗୋଆରେ ବିଜେପିର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନେଇ ଚାଲିଥିବା ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...