Daily Archives

September 24, 2018

ଦିଲ୍ଲୀ ଡିଜିସିଏ ଅଫିସରେ ହାଜର ହେଲେ ବୈଜୟନ୍ତ ପଣ୍ଡା, ଚିଲିକା ଉପରେ ହେଲିକପ୍ଟଟ ଉଡାଣ ମାମଲା ନେଇ ଏକଘଣ୍ଟା ଧରି…

ଭୁବନେଶ୍ୱର: ଚିଲିକା ଉପରେ ହେଲିକପ୍ଟଟ ଉଡାଣ ମାମଲାରେ ଦିଲ୍ଲୀ ଡିଜିସିଏ ଅଫିସର ନୋଟିସ୍‌ ପରେ ବୈଜୟନ୍ତ ପଣ୍ଡା ହାଜର ହୋଇଛନ୍ତି। ସେପଟେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୁରେଶ ହୋତା କହିଛନ୍ତି ଯେ, ଡିଜିସିଏ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟଟ ଉଡ଼ାଣ ବାବଦରେ ଯାହା…
ଅଧିକ ଖବର ଦେଖନ୍ତୁ...

କ୍ରମାଗତ ୫ମ ଦିନ ପାଇଁ ଷ୍ଟକ ବଜାରରେ ହ୍ରାସ, ନିବେଶକଙ୍କ କ୍ଷତି ୮.୪୭ ଲକ୍ଷ କୋଟି

ମୁମ୍ବାଇ : ସୋମବାରଦିନ ମଧ୍ୟ ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରାୟ ୫୩୬.୫୮ ପଏଣ୍ଟ ହ୍ରାସ ପାଇ ୩୬,୩୦୫.୦୨ ପଏଣ୍ଟରେ ବନ୍ଦ ହୋଇଛି । ଦିନରେ ସେନସେକ୍ସ ସର୍ବାଧିକ ୬୨୪ ପଏଣ୍ଟ ହ୍ରାସ ପାଇ ୩୬,୨୧୬ ପଏଣ୍ଟ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଧୂମପାନଠାରୁ ବି ବିପଦ ମୋଟାପା; ରହିଛି ଅଧିକ କର୍କଟ ସମସ୍ୟା

ନିକଟରେ ଏକ ଗବେଷଣା ପରେ ଗବେଷକମାନେ ସୂଚୀତ କରିଛନ୍ତି ଯେ ଧୂମପାନ ଅପେକ୍ଷା ମୋଟାପାରେ ରହିଛି ଅଧିକ କର୍କଟ ସମ୍ବାବନା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଓଜନ ବଢ଼ିବା ଦ୍ୱାରା ୧୩ ପ୍ରକାରର ଭିନ୍ନ ଧରଣର ଟ୍ୟୁମର୍‌ ହେବାର ସମ୍ଭାବନା ରହିଛି। ଛାତି ଏବଂ ଗର୍ଭାଶୟରେ କର୍କଟ ହେବାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଯାଉଥିବା ସମୟରେ ପିତାଙ୍କ ବିରୋଧରେ ଏହି ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲା ଝିଅ

ନୂଆଦିଲ୍ଲୀ: ଜଣେ ୧୩ବର୍ଷୀୟ ଶିଶୁ ନିଜର ସ୍କୁଲ ପୋଷାକ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଯେତେବେଳେ ଜିଲ୍ଲାର ଜୀବନତଲା ପୁଲିସ ଷ୍ଟେସନ୍‌ରେ ପହଞ୍ଚିଥିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ। ଶିଶୁଟି ଏଠାକୁ ନିଜ ପିତା ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରେ ରେଳରୋକୋ ଯୋଗୁଁ ଟ୍ରେନ ଚଳାଚଳ ବ୍ୟାହତ, ଆସନ୍ତା କାଲି ପାଇଁ କେଉଁ କେଉଁ ଟ୍ରେନ ବାତିଲ ହୋଇଛି ଜାଣନ୍ତୁ

ଭୁବନେଶ୍ୱର :  ଆଦିବାସୀ ସଂଗଠନ ଭାରତ ଜକାତ ମାଝି ପରଗନା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି କରାଯାଇଥିବା ରେଳରୋକୋ ଯୋଗୁଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଂଚଳରେ ରେଳସେବା ପ୍ରଭାବିତ ହୋଇଛି । ବିଶେଷ କରି ଦକ୍ଷିଣ-ପୂର୍ବ ରେଳବାଇ ଅଧିନରେ ଆସୁଥିବା ଟ୍ରେନଗୁଡ଼ିକର ଚଳାଚଳ ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ କାର୍‌ ଭିତରକୁ ଅଳିଆ ଫୋପାଡ଼ିଲେ ମହିଳା; ଗାଡ଼ି ରଖି ଅଳିଆ ପୁଟୁଳିକୁ ଓଲଟା କାର୍‌ ଭିତରକୁ ଫିଙ୍ଗିଲେ…

ବେଜିଂ: ଆଜିକାଲି ଭାଇରାଲ୍‌ ଭିଡିଓର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶିଶୁମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ମଜାଦାରିଆ ଭିଡିଓ ସବୁ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ବି ସେହିପରି ଏକ ଭିଡିଓ ଭାଇରଲ୍‌ ହୋଇ ଖୁବ୍‌ ଚର୍ଚ୍ଚା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲା ଦୁଇମୁଣ୍ଡ ଥିବା ଦୁଲର୍ଭ ସାପ, ଭିଡିଓ ଦେଖନ୍ତୁ

ଓ୍ଵାସିଙ୍ଗଟନ୍‌: ଆମେରିକାର ଉତ୍ତର ଭର୍ଜିନିଆରୁ ଦୁଇଟି ମୁଣ୍ଡ ଥିବା ବିରଳ ସାପ ଉଦ୍ଧାର ହୋଇଛି। ଏହି ସାପଟି ଜଣେ ବ୍ୟକ୍ତିଙ୍କ ଘର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଅଜଣା ବ୍ୟକ୍ତି ଜଣକ ସାପର ପ୍ରଜାତି ଜାଣିବା ପାଇଁ ଭର୍ଜିନିଆ ହେର୍ପେଟୋଲାଜିକଲ ସୋସାଇଟି ସହିତ ସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

ହୋଣ୍ଡା ଟୁ-ହ୍ଵିଲର୍ସ ଇଣ୍ଡିଆର ରପ୍ତାନି ୨ ନିୟୁତ ଟପିଲା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ରପ୍ତାନି ୨ ନିୟୁତ ୟୁନିଟ୍‌ ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରଥମ ୧ ନିୟୁତ ଗାଡ଼ି ରପ୍ତାନି କରିବା ପାଇଁ ହୋଣ୍ଡାକୁ ୧୪ ବର୍ଷ ସମୟ ଲାଗିଥିଲା। ପରବର୍ତ୍ତି ୧ ଲକ୍ଷ ଗାଡ଼ି ରପ୍ତାନି ପାଇଁ ମାତ୍ର ତିନି ବର୍ଷ ସମୟ ଲାଗିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ସୋଏବଙ୍କୁ ପଡ଼ିଆ ଭିତରେ ‘ଜିଜୁ’ ବୋଲି ପଡ଼ିଲା ଡାକରା; ହାତ ହଲାଇ ଭାରତୀୟ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଲେ…

ନୂଆଦିଲ୍ଲୀ: ନିକଟରେ ପାକିସ୍ଥାନ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର୍‌ ସୋଏବ ମଲ୍ଲିକଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ଇଣ୍ଟର୍‌ନେଟ୍‌ରେ ଘୂରି ବୁଲିବାରେ ଲାଗିିଛି। ଭିଡିଓଟି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟର। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସୋଏବ…
ଅଧିକ ଖବର ଦେଖନ୍ତୁ...

୨୮ରୁ ମିଳିବ ଆଇ-ଫୋନ୍‌ ଏକ୍ସଏସ୍‌ ଓ ଆଇ-ଫୋନ୍‌ ଏକ୍ସଏସ୍‌ ମାକ୍ସ

ମୁମ୍ବାଇ :  ଆସନ୍ତା ଶୁକ୍ରବାର ଅର୍ଥାତ ୨୮ ତାରିଖଠାରୁ  ଆପଲର ନୂଆ ସ୍ମାର୍ଟଫୋନ ଆଇ-ଫୋନ ଏକ୍ସଏସ ଓ ଆଇ-ଫୋନ ଏକ୍ସଏସ ମାକ୍ସ  ବିଭିନ୍ନ ଷ୍ଟୋର ଓ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଗତ ଶୁକ୍ରବାରଠାରୁ ଜିଓ ପ୍ଲାଟଫର୍ମରେ ଏଗୁଡିକର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି ।  ଗ୍ରାହକମାନେ …
ଅଧିକ ଖବର ଦେଖନ୍ତୁ...