Daily Archives

September 26, 2018

ଅନଲାଇନରେ ନିଯୁକ୍ତିଦାତାଙ୍କ ପଞ୍ଜିକରଣ ଓ ଲାଇସେନସିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଭାରତକୁ ‘ଡିଜିଟାଲ ଇଣ୍ଡିଆ’ ଭାବେ ପରିଗଣିତ କରିବା ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହି କ୍ରମରେ ବିଭିନ୍ନ ସରକାରୀ ନିଯୁକ୍ତିଗୁଡିକ ଅନଲାଇନରେ ଉପଲବ୍ଧ କରାଯିବ । ବ୍ୟବସ୍ଥାରେ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ କ୍ଷେତ୍ରରେ ବିଶ୍ୱାସ ଆଧାରିତ…
ଅଧିକ ଖବର ଦେଖନ୍ତୁ...

ଟୟୋଟା କିଲୋସ୍କର ମୋଟରର୍ସର ଇଟିଅସ୍‌ ୪ ଲକ୍ଷ ଗ୍ରାହକ ସୃଷ୍ଟି କଲା

ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟରର୍ସର ଇଟିଅସ ବିକ୍ରି ୪ ଲକ୍ଷ ଟପିଲା । ଏହି ବଜାର ପ୍ରବେଶଠାରୁ ଇତିମଧ୍ୟରେ ୪ ଲକ୍ଷ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ୨୦୧୮ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଇଟିଅସ୍‌ର ଅଭିବୃଦ୍ଧି ହାର ଗତବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୧ରେ…
ଅଧିକ ଖବର ଦେଖନ୍ତୁ...

ଲାଇଭ୍‌ ସୋ’ ବେଳେ ତଳେ ପଡ଼ିଗଲେ ଏହି ଲୋକପ୍ରିୟ କଣ୍ଠଶିଳ୍ପୀ,ଭିଡିିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ନିଜ ସ୍ୱରର ଜାଦୁରେ ସାରା ଦୁନିଆର ଲୋକମାନଙ୍କ ହୃଦୟ ଜିତିଥିବା କଣ୍ଠଶିଳ୍ପୀ ଜେନିଫର ଲୋପେଜ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁବେଳେ ସେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଲାଇଭ୍‌ ସୋ’ରେ ତାଙ୍କ ସହ ଘଟିଥିବା ଘଟଣା ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ପୁଅର ମୃତ୍ୟୁ ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତ୍ତି, କୁରିସାହି ଗାଁ ସ୍ତବ୍ଧ

ଯାଜପୁର(ସଂଗ୍ରାମ କେଶରୀ ସିଂହ): ପୁଅର ମୃତ୍ୟୁ ହେବା ପରେ ମା’-ବାପା ମଧ୍ୟ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ବଞ୍ଝାରପୁର ଥାନା ଅନ୍ତର୍ଗତ ଉଡ୍ରଙ୍ଗା ଅଞ୍ଚଳରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ସ୍ୱାମୀ-ସ୍ତ୍ରୀ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା…
ଅଧିକ ଖବର ଦେଖନ୍ତୁ...

ବକ୍ସ ଅଫିସରେ ବେହୋସ ହୋଇଗଲା ‘ମନମର୍ଜିଆଁ’! ଏବେ ଅଭିନୟ ଛାଡ଼ି ବଡ଼ା ପାଓ ବିକିବା ଆରମ୍ଭ କର ବୋଲି ଟୁଇଟ୍‌ କଲେ ଦର୍ଶକ,…

ମୁମ୍ବାଇ : କିଛି ଦିନ ତଳେ ରିଲିଜ ହୋଇଥିଲା ଫିଲ୍ମ ‘ମନମର୍ଜିଆଁ’ା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିଷେକ ବଚ୍ଚନ, ତାପ୍‌ସୀ ପନ୍ନୁ ଏବଂ ବିକି କୌଶଲ । ଫିଲ୍ମଟି ରିଲିଜ ହେବା ଦିନ ଖୁବ୍‌ କମ ଆୟ କରିଥିବା ବେଳେ ଧୀରେ ଧୀରେ ଏହାର ଆୟ ବଢ଼ିଥିଲା । ଫିଲ୍ମକୁ ଦର୍ଶକମାନେ ଏବଂ…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ୍‌ ଚାଲିଥିବା ସମୟରେ କଲମ୍ବିଆର ଚେସ୍‌ ଷ୍ଟାରଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ସାମ୍ବାଦିକ, ଭାଇରାଲ ହେଲା…

ନୂଆଦିଲ୍ଲୀ : ଭାରତୀୟ ସାମ୍ବାଦିକ ନିକଲେଶ ଜୈନ୍‌ ନିଜ କଲମ୍ବିଆନ ପ୍ରେମିକାଙ୍କୁ ଯେଉଁ ଭଳି ଭାବରେ ବିବାହ ପ୍ରସ୍ତାବ ଦେଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ପ୍ରସ୍ତାବ ଦେବାର ସମୟକୁ ନେଇ ସେ ଅଧିକ ଚର୍ଚ୍ଚା ସାଉଁଟିଛନ୍ତି । ନିକଲେଶ ନିଜ ପ୍ରେମିକା ତଥା ଚେସ୍‌ ଖେଳାଳି…
ଅଧିକ ଖବର ଦେଖନ୍ତୁ...

ଫ୍ୟାସନ ଟିଭିରେ ପ୍ରସାରିତ ହେଉଥିବା ସୋ’କୁ ଦେଖି ଦେଖି ଇଣ୍ଟରନ୍ୟାସନାଲ ମଡେଲ ପାଲଟିଗଲେ ଏହି ମହିଳା, ଜାଣନ୍ତୁ ତାଙ୍କ…

ନୂଆଦିଲ୍ଲୀ : ଜୟପୁରରେ ଆୟୋଜିତ ହୋଇଥିବା ଏକ ସୋ’ରେ ଯୋଗ ଦେଇ ଜଣେ ଇଣ୍ଟରନ୍ୟାସ୍‌ନାଲ ମଡ଼େଲ ନିଜ ସଫଳତାର ଯାତ୍ରା ବିଷୟରେ ବଖାଣିଛନ୍ତି । କିପରି ଆରମ୍ଭରୁ ଏହି ପେସାରେ କ୍ୟାରିୟର କରିବା ପାଇଁ ଘର ଲୋକଙ୍କର ସହାୟତା ମିଳି ନ ଥିଲା ଏବଂ ତା’ ସତ୍ତ୍ୱେ ମଧ୍ୟ ସେ ବିଭିନ୍ନ ବାଧା ବନ୍ଧନକୁ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଓ୍ଵାଚ୍‌ରୁ ଅଷ୍ଟ୍ରିଆନ୍‌ ଯୁବକଙ୍କୁ ଟ୍ରାକ୍‌ କଲେ ଦୁଇ ସିଆଇଏସ୍‌ଏଫ୍‌ ଅଫିସର, ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ଏକ ଘଟଣା ଏବେ ଭାରତର ଭାବମୂର୍ତ୍ତିକୁ ବିଦେଶରେ ବୃଦ୍ଧି କରିଛି । ଜଣେ ଅଷ୍ଟ୍ରିଆନ୍‌ ଯୁବକ ଦିଲ୍ଲୀ ବିମାନବନ୍ଦରରେ ଚେକିଂ ପଏଣ୍ଟରେ ନିଜର ସ୍ମାର୍ଟଓ୍ଵାଚ୍‌ ଛାଡ଼ି ଯାଇଥିଲେ । ଏହାକୁ ପାଇବା ପରେ ଘଣ୍ଟାଟି କାହାର ସେ ନେଇ ତଦନ୍ତ ଆରମ୍ଭ ହୋଇଥିଲା । କିଛି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ଠାରୁ ଅଲଗା ହେବା ପରେ ଏଭଳି ଅବସ୍ଥାକୁ ଚାଲି ଯାଇଥିଲେ ଅଭିନେତା ବିକି କୌଶଲ, ନିଜେ କଲେ ଖୁଲାସା

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ମନମର୍ଜିଆଁ । ଯେଉଁଥିରେ ଏକ ଡ଼ିଜେ ଚରିତ୍ରରେ ନଜର ଆସିଥିଲେ ଅଭିନେତା ବିକି କୌଶଲ । ଏହି ଫିଲ୍ମରେ ତାଙ୍କ ଚରିତ୍ର ଅନ୍ୟ ଫିଲ୍ମରେ ଥିବା ଚରିତ୍ରଠାରୁ ଭିନ୍ନ ଥିବା ବେଳେ ଏହା ତାଙ୍କ ଅସଲ ଜୀବନ ସହ ଜଡ଼ିତ ଥିଲା ବୋଲି ସେ କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ପୁଲିସର ଅମାନବୀୟ ଚେହେରା, ମହିଳାଙ୍କୁ ଗାଡ଼ିର ଛାତରେ ବାନ୍ଧି ବୁଲାଇବା ପରେ ରାସ୍ତାରେ ଫିଙ୍ଗି…

ଅମୃତସର : ପଞ୍ଜାବର ଅମୃତସର ଜିଲ୍ଲାରେ ଖାକି ପୋଷାକର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ଏଠାରେ ଥିବା ଚାବିଣ୍ଡା ଅଞ୍ଚଳରେ ପୁଲିସ ନିଜ ଗାଡ଼ିର ଛାତରେ ଜଣେ ମହିଳାଙ୍କୁ ବାନ୍ଧି ପୂରା ଅଞ୍ଚଳରେ ବୁଲାଇଥିଲେ । ଗାଁ ଲୋକଙ୍କୁ ମହିଳାଙ୍କୁ ବଞ୍ଚାଇବା ପାଇଁ ଏକାଠି ହେବାର ଦେଖି ପୁଲିସ ରାସ୍ତା…
ଅଧିକ ଖବର ଦେଖନ୍ତୁ...