Monthly Archives

September 2018

ତନୁଶ୍ରୀ-ନାନା ବିବାଦକୁ ନେଇ ରାକ୍ଷୀଙ୍କ ଚାଞ୍ଚଲ୍ୟକର ବୟାନ, ଅସଦାଚରଣ ପାଇଁ ନୁହେଁ; ଏହି କାମ ପାଇଁ ସେ ଭିତରୁ ବାହାରି…

ମୁମ୍ବାଇ: କିଛି ଦିନ ହେବ ବଲିଉଡ୍‌ରେ ତନୁଶ୍ରୀ-ନାନା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରତିଦିନ ଏହି ମାମଲାକୁ ନେଇ ଅନେକ ବଲିଉଡ୍‌ କଳାକାର ରଖୁଥିବା ନିଜ ପ୍ରତିକ୍ରିୟା ପାଇଁ ପ୍ରତିଦିନ ଏହା ଏକ ନୂଆ ମୋଡ଼ ନେବାରେ ଲାଗିଛି । ଏହି ଘଟଣାରେ ଘଟିଥିବା ସମୟରେ ଉପସ୍ଥିତ ଥିବା…
ଅଧିକ ଖବର ଦେଖନ୍ତୁ...

ଭୂମିକମ୍ପ ଆସୁଥିବା ଜାଣି ମଧ୍ୟ ପାସେଞ୍ଜର ଜେଟ୍‌କୁ ନିର୍ଦ୍ଦେଶ ଦେଇ ଚାଲିଥିଲେ ଏହି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର,…

ନୂଆଦିଲ୍ଲୀ: ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ହୋଇଥିବା ୭.୫ ରିକ୍ଟର ତୀବ୍ରତାର ଭୂମିକମ୍ପ ଏବଂ ପରେ ହୋଇଥିବା ସୁନାମୀରେ ଇଣ୍ଡୋନେସିଆର ପାଲୁ ସହର ଦୋହଲି ଯାଇଛି । ଏଥିରେ ଅନେକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଇଣ୍ଡୋନେସିଆର…
ଅଧିକ ଖବର ଦେଖନ୍ତୁ...

ଝାରପଡ଼ା ଜେଲରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ରବିବାର ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ଗାଁର ଗଦାଧର ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଦାଧର ଆଜି ସକାଳୁ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ…
ଅଧିକ ଖବର ଦେଖନ୍ତୁ...

ଗୋରକ୍ଷା ପାଇଁ ହେଉ ଅଲଗା ମନ୍ତ୍ରାଳୟ: ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଗୋରକ୍ଷା ପାଇଁ ଅଲଗା ମନ୍ତ୍ରାଳୟ ବ୍ୟବସ୍ଥା ହେଉ। ପର୍ଯ୍ୟଟନର ସହର ଖୁଜରାହୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋସୁରକ୍ଷା ପାଇଁ ଅଲଗା ମନ୍ତ୍ରାଳୟ ଉପରେ ଶିବରାଜ ନିଜସ୍ୱ ମତାମତ ଦେଇଛନ୍ତି। ସେ କହିଛନ୍ତି, ମୋର ମନକୁ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ସ୍ପେଶାଲ ଟାରିଫ୍‌ ପ୍ଲାନ୍‌ରେ ମାତ୍ର ୧୮ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଅସୀମିତ ଭିିଡିଓ କଲିଂ ଓ…

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)କୁ ୧୮ବର୍ଷ ପୂରା ହେବାକୁ ଯାଉଛି। ଏହି ଅବସରରେ କମ୍ପାନି ନିଜର ଗ୍ରାହକଙ୍କୁ ଚାରିଟି ନୂଆ ପ୍ରିପେଡ୍‌ ପ୍ଲାନ୍‌ ଭେଟି ଦେଇଛି। ଏହି ପ୍ଲାନ୍‌ରେ ଏସ୍‌ଟିଭି ୧୮, ଏସ୍‌ଟଭି ୬୦୧, ଏସ୍‌ଟଭି ୧୨୦୧ ଓ ଏସ୍‌ଟିଭି ୧୮୦୧ ସହିତ ଡାଟା,…
ଅଧିକ ଖବର ଦେଖନ୍ତୁ...

କରଣଙ୍କ ସହ କାମ କରିବା ସୌଭାଗ୍ୟର କଥା: ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ଧଡକ’ ରିଲିଜ୍‌ ହୋଇ ବହୁ ଲୋକପ୍ରିୟତା ହାସଲ କରିସାରିଛି। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଇସାନ କଟ୍ଟରଙ୍କ ସହ ନଜର ଆସିଥିଲେ। ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଖଇତାନ। ଚଳଚ୍ଚିତ୍ରଟି ମରାଠୀ ଫିଲ୍ମ ସାଇରଟର…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ଶାକାହାରୀଙ୍କ ପାଇଁ ହେଉ ଅଲଗା ସିଟ୍‌ ବ୍ୟବସ୍ଥା, ଗୁଜୁରାଟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଅହମଦାବାଦ: ଗୁଜୁରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମମାଲା ରୁଜୁ ହୋଇଛି। ଏଥିରେ ଦାବି କରାଯାଇଛି ଯେ, ଟ୍ରେନରେ ଶାକାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା ସିଟ୍‌ ବ୍ୟବସ୍ଥା ହେଉ। ଜଣେ ବରିଷ୍ଠ ନାଗରିକ ଏହି ଅଭିଯୋଗ ଆଣିଛନ୍ତି। ଇଇ ସୟଦ(୬୭) ଜନସ୍ୱାର୍ଥ ମାମଲା ଦାଖଲ କରି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସୋପିଆରେ ପୁଲିସ ଷ୍ଟେସନ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ପୁଲିସକର୍ମୀ ସହିଦ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ସୋପିଆ ଜିଲ୍ଲାରେ ରବିବାର ସକାଳେ ଆତଙ୍କବାଦୀ ଏକ ପୁଲିସ ଷ୍ଟେସନ୍‌ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ପୁଲିସକର୍ମୀ ସହିଦ ହୋଇଯାଇଥିବା ଖବର ମିଳିଛି। ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ଦେଇଛନ୍ତି ଓ ସର୍ଚ୍ଚ ଅପରେସନ୍‌…
ଅଧିକ ଖବର ଦେଖନ୍ତୁ...

ମା’ ବାପା ୧୫ବର୍ଷର ଝିଅକୁ ଜିଅନ୍ତା ଜାଳି ଘର ପଛପଟେ କାହିଁକି ପୋତି ଦେଇଥିଲେ ଜାଣନ୍ତୁ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଫଗି ତହସିଲ ଗ୍ରାମରେ ଏକ ଲୋମଟଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ବଦନାମ୍‌ ଭୟରେ ପିତା-ମାତା ନିଜର ୧୫ବର୍ଷ ଝିଅକୁ ଜୀଅନ୍ତା ଜଳାଇ ଘର ପଛପଟେ ଲୁଚାଇ ଦେଇଥିଲେ। ଫଗିର ଶଙ୍କରପୁରା ଗ୍ରାମରେ ଶୁକ୍ରବାର ଏକ ନାବାଳିକାକୁ ଜୀଅନ୍ତା ଜଳାଇ ଦେବା ଖବର…
ଅଧିକ ଖବର ଦେଖନ୍ତୁ...

୩ ଦିନ ଧରି ମୃତ ବ୍ୟକ୍ତିଙ୍କୁ କରାଯାଉଥିଲା ଚିକିତ୍ସା; ହସ୍ପିଟାଲ୍‌ରୁ ସ୍ଥାନାନ୍ତରିତ କରିବାରୁ ଧରାପଡ଼ିଲା ସତ୍ୟ

ଚେନ୍ନାଇ: ତାମିଲନାଡୁର ନାଗପଟିନମ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ଅଭିଯୋଗ ହୋଇଛି ଯେ ଜିଲ୍ଲାର ଏକ ବେସରକାରୀ ହସ୍ପିଟାଲ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ବି ତାଙ୍କୁ ହସ୍ପିଟାଲ୍‌ ମଧ୍ୟରେ ରଖାଯାଇ ୩ ଦିନ ଧରି ଚିକିତ୍ସା କରାଯାଇଛି। ଥାନଜଭୁର ସାଉଥ୍‌…
ଅଧିକ ଖବର ଦେଖନ୍ତୁ...