Daily Archives

October 1, 2018

ଏହି ହଲିଉଡ୍‌ ଫିଲ୍ମ ଦେଖି ଚୁମ୍ବନ ଦେବା ଶିଖିଥିଲେ ଅଭିନେତା ରାଜକୁମାର ରାଓ

ମୁମ୍ବାଇ : ଅନେକ ସଂଘର୍ଷ କରିବା ପରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଅଭିନେତା ରାଜକୁମାର ରାଓ । ରାଜକୁମାରଙ୍କୁ ଏବେ ଆମୀର ଖାନ୍‌ଙ୍କ ସହ ତୁଳନା କରାଯାଉଥିବା ବେଳେ ତାଙ୍କ ଫିଲ୍ମ ଚୟନ କରିବାର ଦକ୍ଷତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ବିବାହିତ ବୋଲି ଜଣା ପଡ଼ିବା ପରେ ପଡ଼ୋଶୀ ଯୁବକ ସହ ମିଶି ହତ୍ୟା କଲା ପ୍ରେମିକା

ରାୟପୁର : ଛତିଶଗଡ଼ର ରାୟପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହିତ ବୋଲି ଜଣାଇ ନ ଥିବାରୁ ପଡ଼ୋଶୀ ଯୁବକଙ୍କ ସହାୟତାରେ ପ୍ରେମିକା ପ୍ରେମିକକୁ ହତ୍ୟା କରିଛି।  ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

‘ଭାବିଜୀ ଘର୍‌ ପର ହୈ’ର ଅଭିନେତାଙ୍କ ଖୁଲାସା : କ୍ରିକେଟ ଖେଳାଇବାର ସୁଯୋଗ ଦେବି କହି କୋଚ୍‌ ଶାରୀରିକ ସଂପର୍କ ଲାଗି…

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି।  ଘଟଣାର ସତ୍ୟାସତ୍ୟ ଜଣା ପଡ଼ି ନ ଥିବା ବେଳେ  ଏବେ ଆଉ ଜଣେ ଧାରାବାହିକ ଅଭିନେତା କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ବଡ଼ ଖୁଲାସା କରିଛନ୍ତି । ଧାରାବାହିକ ‘ଭାବିଜୀ ଘର ପର୍‌…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ବର ଗାଡ଼ିକୁ ଅଟକାଇ ବିବାହର ଶୁଭେଚ୍ଛା ଦେଲେ ଜିଲ୍ଲାପାଳ, କିନ୍ତୁ ସେ ପଚାରିଥିବା ଏହି ପ୍ରଶ୍ନ ପାଇଁ ବରର…

ମୋତିହାରୀ(ବିହାର) : ସ୍ୱଚ୍ଛତା ଏବଂ ଖୋଲାରେ ଶୌଚ ହେବା ଚିନ୍ତାଧାରାକୁ ବନ୍ଦ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ ଜିଲ୍ଲାପାଳ ରମନ କୁମାର । ଢ଼ାକା ବ୍ଲକ୍‌ରେ ୧୫କିଲୋମିଟର ଚାଲି ସେ ଏହି ଅଭିଯାନକୁ ପୂରା କରିଥିବା ବେଳେ ବାଟରେ ଥିବା ଅନେକ ଗାଁ ଏବଂ ବାଟରେ ଯାଉଥିବା ଅନେକ ଲୋକଙ୍କୁ ସେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼

ଖଣ୍ଡଗିରି : ଭୁବନେଶ୍ୱର ଉପକଣ୍ଠସ୍ଥ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଓ ରଘୁନାଥନଗର ମଧ୍ୟରେ ଆଜି ସଂନ୍ଧ୍ୟାରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ଗାଁ’ ମଧ୍ୟରେ ଟେକାପଥର ମାଡ଼ ସହ କେତେକ ଘର ଉପରେ ବୋମାମାଡ଼ ମଧ୍ୟ ହୋଇଛି। ଉତ୍ତ୍ୟକ୍ତ ଲୋକେ କେତେକ ଦୋକାନରେ ଭଙ୍ଗାରୁଜା କରିବା ସହ…
ଅଧିକ ଖବର ଦେଖନ୍ତୁ...

ଦର୍ଶକଙ୍କ ସହ ଖେଳ ଖେଳୁଛି ବିଗ୍‌ ବସ୍‌ ! ଲୁଚାଇଛି ପ୍ରତିଯୋଗୀମାନଙ୍କ ଅସଲ ପରିଚୟ,ଏବେ ସାମ୍ନାକୁ ଆସିଲା ଆଉ ଜଣେ…

ମୁମ୍ବାଇ : ଆରମ୍ଭ ହେବା ପରଠାରୁ ହିଁ ବିଭିନ୍ନ ପ୍ରକାରର ବିବାଦରେ ଛନ୍ଦି ହୋଇ ପଡ଼ିଛି ଭାରତର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍‌ ବସ୍‌ । ଆରମ୍ଭରୁ ହିଁ ଏହି ସୋ’ ଏହାର ଦର୍ଶକମାନଙ୍କୁ ଧୋକା ଦେଇ ଆସୁଥିବା ଦେଖା ଯାଇଥିବା ବେଳେ ଏବେ ଆଉ ଏକ ଖବର ପୁଣି ଏହି ସୋ’କୁ ବିବାଦକୁ ଟାଣିଛି । ଆଗରୁ…
ଅଧିକ ଖବର ଦେଖନ୍ତୁ...

ରୋଗୀମାନଙ୍କ ଜୀବନ ବଞ୍ଚାଇବା ପାଇଁ କାର୍‌ର ସ୍ପେୟାର ପାର୍ଟସକୁ ନେଇ କରାଯାଉଛି ଅସ୍ତ୍ରୋପଚାର ! ଜାଣନ୍ତୁ ଏଭଳି ଅଦ୍ଭୁତ…

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ରୋଗୀମାନଙ୍କ ଚିକିତ୍ସା ପାଇଁ କାର୍‌ର ସ୍ପେୟାର ପାର୍ଟସ୍‌ ବ୍ୟବହାର କରାଯାଉଛି । ଏହି ଡ଼ାକ୍ତରଖାନାରେ ଥିବା ଡ଼ାକ୍ତର ଅନେକ ଅସୁବିଧାର ସାମ୍ନା କରି ରୋଗୀମାନଙ୍କ ଜୀବନ ବଞ୍ଚାଉଛନ୍ତି । ପ୍ରସବ କରିବା ପୂର୍ବରୁ ସ୍ଥିତି ଜାଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ବଡ଼ ଖବର, ଜନ୍ମଦିନରେ ରଣବୀର-ଆଲିଆଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ପୂର୍ବରୁ ଦୀପିକା-ରଣବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ କଥା ସାମ୍ନାକୁ ଆସିଥିବା ବେଳେ ଏବେ ରଣବୀର ଏବଂ ଆଲିଆ ସମସ୍ତଙ୍କଠାରୁ ଲୁଚି ନିଜ ପରିବାର ଆଗରେ ନିର୍ବନ୍ଧ କରି ନେଇଥିବା ଜଣା ପଡ଼ିଛି । ଏବେ କପୁର ଏବଂ ଭଟ୍ଟ ପରିବାର ଏକ ନୂଆ ସଂପର୍କରେ ବାନ୍ଧି ହେବାକୁ ଯାଉଥିବାର ଖବର…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ଏହି ଯୁବକ ନିଜକୁ ଦୁନିଆର ସବୁଠାରୁ ଭାଗ୍ୟହୀନ ମଣିଷ କାହିଁକି…

ନୂଆଦିଲ୍ଲୀ : ଟିକେ ଭାବନ୍ତୁ ତ ! ଯଦି ହଠାତ୍‌ ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସି ଯାଉଛି ତେବେ ଆପଣ ଖୁସି ହେବେ କି ନାହିଁ । କିନ୍ତୁ ପାକିସ୍ତାନରେ ଜଣେ ଛୋଟ ମିଠା ବ୍ୟବସାୟୀଙ୍କ ଆକାଉଣ୍ଟରେ ୨କୋଟି ଟଙ୍କା ଥାଇ ମଧ୍ୟ ସେ ନିଜକୁ ଭାଗ୍ୟହୀନ ବୋଲି କହୁଛନ୍ତି । ଖୁସି ହେବା…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାରୀ ଆଇନରେ ଅର୍ନ୍ତର୍ଭୁକ୍ତ ହେଲା ବିସିସିଆଇ,

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାରୀ ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ । ଅର୍ଥାତ ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ । କମିଶନ ନିଜ ରାୟରେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...