Daily Archives

October 1, 2018

ନାନାଙ୍କ ଉପରେ ତନୁଶ୍ରୀ ଲଗାଇଥିବା ଆରୋପରେ କେତେ ସତ୍ୟତା ରହିଛି,ଏହି ଲିକ୍‌ ହୋଇଥିବା ଭିଡ଼ିଓ ଦେଲା ପ୍ରମାଣ

ମୁମ୍ବାଇ : ଫିଲ୍ମ ‘ଆଶିକ୍‌ ବନାୟ ଆପ୍‌ନେ’ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହି ଫିଲ୍ମ ପରେ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିବା ବେଳେ କିଛି ବର୍ଷ ପରେ ସେ ବଲିଉଡ୍‌ରୁ ଗାୟବ ହୋଇ ଯାଇଥିଲେ । କିନ୍ତୁ ଏବେ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ କୋର୍ଟଙ୍କ ପରକୀୟା ପ୍ରୀତି ରାୟ ପାଇଁ ଚାଲିଗଲା ଜୀବନ: ତୁମେ ଅନ୍ୟ ସହ ଶାରୀରିକ ସଂପର୍କ ରଖିବା ପାଇଁ ମନା କରି…

ଚେନ୍ନାଇ : ଗତ ସପ୍ତାହରେ ପରକୀୟା ପ୍ରୀତିକୁ ନେଇ ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ । ପରକୀୟା ପ୍ରୀତିକୁ ଅପରାଧ ନୁହେଁ ବୋଲି କୋର୍ଟ ରାୟ ଦେଇଥିଲେ। ଏଥି ସହ ଧାରା ୪୯୭କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ ସୁପ୍ରିମ କୋର୍ଟ । ତେବେ ଏହି ରାୟ ଗତ ଗୁରୁବାର ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଆଣ୍ଡାମାନରେ ୫.୧ ତୀବ୍ରତାର ଭୂମିକମ୍ପ, ଲୋକେ ଆତଙ୍କିତ

ନୂଆଦିଲ୍ଲୀ : ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ସଂଧ୍ୟାରେ ଏକ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହା ସଂଧ୍ୟା ୬ଟା ୫୪ ମିନିଟରେ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଫଳରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ସମୁଦ୍ରର ୧୦ କିଲୋମିଟର ଗଭୀରତାରେ ଏହି…
ଅଧିକ ଖବର ଦେଖନ୍ତୁ...

ମୃତ ବିବେକଙ୍କ ପତ୍ନୀଙ୍କୁ ଲକ୍ଷ୍ନୌ ନଗର ନିଗମର ଜନସଂପର୍କ ଅଧିକାରୀ ଭାବରେ ନିଯୁକ୍ତି; ସହାୟତା ବାବଦରେ ମିଳିଲା ୨୫…

ଲକ୍ଷ୍ନୌ: ମୃତ ଆପେଲ୍‌ ପରିଚାଳକ ବିବେକ ତିଓ୍ଵାରୀଙ୍କ ପତ୍ନୀ କଳ୍ପନା ତିଓ୍ଵାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିଜର ଦାବି ବିଷୟରେ ଶୁଣାଇଥିଲେ। ଯୋଗୀ ଆଦିତ୍ୟନାଥ କଳ୍ପନାଙ୍କୁ ଲକ୍ଷ୍ନୌ ନଗର ନିଗମର ଜନସଂପର୍କ ଅଧିକାରୀ ଭାବରେ ନିଯୁକ୍ତି ଦେଇଛନ୍ତି। ଗତକାଲି କଳ୍ପନାଙ୍କ…
ଅଧିକ ଖବର ଦେଖନ୍ତୁ...

ଏଣିକି ୟୁପିଏସସି ପରୀକ୍ଷାର ଆବେଦନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ : ଏଣିକି କେନ୍ଦ୍ର ଲୋକସଭା ଆୟୋଗ (ୟୁପିଏସସି)  ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାର ଆବେଦନକୁ ପ୍ରତ୍ୟାହାର କରିହେବ । ପ୍ରାର୍ଥୀ ଚାହିଁଲେ ପରୀକ୍ଷା ପୂର୍ବରୁ ନିଜର ଆବେଦନକୁ ପ୍ରତ୍ୟାହାର କରିପାରିବେ । ୨୦୧୯ର ଇଂଜିନିୟରିଂ ସର୍ଭିସେସ ଏକଜାମିନେସନଠାରୁ ଏହି ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଭୀମା କୋରେଗାଓଁ ହିଂସା ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭୀମା କୋରେଗାଓଁ ହିଂସା ଓ ନକ୍ସଲ ସଂଗଠନ ସହ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍‌ ଦ୍ୱାରା ଗିରଫ ହୋଇ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜି ମୁକ୍ତ କରି ଦେଇଛନ୍ତି। ଏହି ମାମଲାରେ ମହାରାଷ୍ଟ୍ର ପୁଲିସ୍‌ ହାତରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଏପଟେ ୪୪ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କଲା କଂଗ୍ରେସ ପିଇସି, ସେପଟେ ପିସିସି ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ…

ଭୁବନେଶ୍ବର : ସୋମବାର କଂଗ୍ରେସ ଆପାତତଃ ୨୦୧୯ ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି। । ପ୍ରଦେଶ ଇଲେକସନ୍ କମିଟି (ପିଇସି) ବୈଠକରେ ଏହି ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ଚୂଡାନ୍ତ ହୋଇଥିବା ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଂ କମିଟିକୁ ପଠାଯିବ ଓ ସେଠାରେ…
ଅଧିକ ଖବର ଦେଖନ୍ତୁ...

ମୁଁ କେବେ ବି ଲୋକମାନଙ୍କୁ ସେମାନଙ୍କ ଇତିହାସ ଅନୁସାରେ ପରଖେ ନାହିଁ, ବରଂ ସେମାନଙ୍କର ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରା…

ନୂଆଦିଲ୍ଲୀ: ‘ଭାରତୀୟ ନ୍ୟାୟପାଳିକା ହେଉଛି ପୃଥିବୀର ସର୍ବବୃହତ ଅନୁଷ୍ଠାନ। କେବଳ ସେତିକି ନୁହେଁ, ଭାରତୀୟ ନ୍ୟାୟପାଳିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ନ୍ୟାୟପାଳିକା ମଧ୍ୟ। କାରଣ ମସ୍ତିଷ୍କକୁ ଚହଲାଇ ଦେବା ଭଳି ବିରାଟ ସଂଖ୍ୟକ ମାମଲାକୁ ବିଚାର କରିବାର କ୍ଷମତା ରଖିଛି ଆମ ନ୍ୟାୟପାଳିକା।’…
ଅଧିକ ଖବର ଦେଖନ୍ତୁ...

ଦେବାଳିଆ ହୋଇଯାଇଥିବା  ଆଇଏଲଏଫଏଣ୍ଡଏସକୁ ନିଜ ନିୟନ୍ତ୍ରଣକୁ ନେଲେ ସରକାର, ଗଠନ କଲେ ୬ ଜଣିଆ ବୋର୍ଡ

ନୂଆଦିଲ୍ଲୀ : ଋଣଗ୍ରସ୍ତ ହୋଇ ଦେବାଳିଆସ୍ଥିତିରେ  ପଡିଯାଇଥିବା ଭିତ୍ତିଭୂମି ଅର୍ଥଯୋଗାଣକାରୀ କମ୍ପାନି ଆଇଏଲଏଫଏଣ୍ଡଏସର ପରିଚାଳନାକୁ ନିଜ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଉଦୟ କୋଟାକଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ ବୋର୍ଡ ଅଫ ଡାଇରେକ୍ଟର୍ସ ଗଠନ…
ଅଧିକ ଖବର ଦେଖନ୍ତୁ...

‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଣେ ଭାଇ ତେଜରାତି ଦୋକାନୀ, ଅନ୍ୟ ଜଣେ ଅଟୋ ଚାଳକ…’ କହି ପୁଣି ଚର୍ଚ୍ଚାରେ ତ୍ରିପୁରା…

ଅଗରତାଲା (ତ୍ରିପୁରା): ସବୁବେଳେ ଅଯଥା ଏବଂ ଅନାବଶ୍ୟକ ବିବୃତି ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ତ୍ରିପୁରାର ବିଜେପି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏବେ ପୁଣି ଏକ ଅନାବଶ୍ୟକ ବିବୃତି ଦେଇ ଚର୍ଚ୍ଚାରେ ରହିଛନ୍ତି। ଏଥରକ ସେ ଅଯଥା ଏବଂ ଅନାବଶ୍ୟକ ବିବୃତି ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...