Daily Archives

October 2, 2018

ନୂଆ ଦଳ ଗଢ଼ିବାକୁ ବୈଜୟନ୍ତ ରାଜି: ଦାମ ରାଉତ

ଭୁବନେଶ୍ୱର: ନୂଆ ଦଳ ଗଢ଼ିବାକୁ ସାଂସଦ ବୈଜୟନ୍ତ ପଣ୍ଡା ରାଜି ବୋଲି ବିଜୁ ଜନତା ଦଳରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ମଙ୍ଗଳବାର କହିଛନ୍ତି। କଂଗ୍ରେସ ଭବନରେ ଦାମ କହିଛନ୍ତି, ରାଜ୍ୟରେ ଆଉ ଏକ ଦଳ ଗଠନ ହେବା ଦରକାର ଅଛି। ମାଲଦାର ଲୋକମାନେ ଧରାଦେଇ ଖସି ଯାଉଛନ୍ତି ବୋଲି ସେ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିମାନ ବନ୍ଦରରୁ ଚୋରି ହେଲା ୫୩ଟି ମୋବାଇଲ ଫୋନ, ଗୋଏୟାରର ଦୁଇ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଥାନା ପୁଲିସ ୫୩ଟି ମୋବାଇଲ ଫୋନ ଚୋରି ଅଭିଯୋଗରେ ଗୋ-ଏୟାରର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଦୁଇ ଅଭିଯୁକ୍ତ ସଚିନ ମାନବ ଏବଂ ସତିଶ ପାଲ ବୋଲି ଚିହ୍ନଟ କରାଯାଇଛି । କାର୍ଗୋରୁ ଜିନିଷ କାଢ଼ିବାର…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବସ୍‌ର ସବୁଠାରୁ ବଡ଼ ରାଜ ଉପରୁ ପରଦା ଉଠାଇଲେ ପୂର୍ବ ପ୍ରତିଯୋଗୀ ନିତିଭା କୌଲ, ସାମ୍ନାକୁ ଆସିଲା ବିଗ୍‌ ବସ୍‌ ସହ…

ମୁମ୍ବାଇ: ବିଗ୍‌ ବସ୍‌ର ସିଜିନ୍‌ ୧୨ ଆରମ୍ଭ ହେବା ପର ଠାରୁ ହିଁ ଏହା ବିବାଦୀୟ ହୋଇ ପଡ଼ିଛି। ପ୍ରତିଦିନ କିଛି ନା କିଛି ରାଜ୍‌ ଉପରୁ ପରଦା ଉଠୁଥିବା ବେଳେ ଏବେ ବିଗ୍‌ ବସ୍‌ ସିଜିନ୍‌ ୧୦ର ପ୍ରତିଯୋଗୀ ନିତିଭା କୌଲ ବିଗ୍‌ ବସ୍‌କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ପୂର୍ବରୁ ହାସ୍ୟ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଲିଫ୍ଟ ଦେବା ଏଏସ୍‌ଆଇଙ୍କୁ ପଡ଼ିଲା ମହଙ୍ଗା, ବନ୍ଧକ ବନାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଯଦି ଆପଣ ନିଜ ଗାଡ଼ିରେ କାହାକୁ ସାହାଯ୍ୟ କରିବାକୁ ଯାଇ ଲିଫ୍ଟ ଦେଉଛନ୍ତି, ତେବେ ଏହି ଘଟଣା ଆପଣଙ୍କୁ ନିହାତି ଭାବରେ ଭାବିବାକୁ ବାଧ୍ୟ କରିବ । ହରିୟାଣାର ଫରିଦାବାଦ୍‌ରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫରିଦାବାଦ୍‌ରେ ଜଣେ ଯୁବତୀ ସାହାଯ୍ୟ ଭିକ୍ଷା କରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ। ବୃଷ: ଆଜି କିଛି ନୂଆ କରିବାର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପୁରୀ ବନ୍ଦ, ଶ୍ରୀଜଗନ୍ନାଥ ଦର୍ଶନ ଉପରେ ପଡ଼ିବ ପ୍ରଭାବ!

ପୁରୀ: ଆଠ ଦଫା ଦାବି ନେଇ ଅକ୍ଟୋବର ୩ (ବୁଧବାର) ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ଦୋକାନ-ବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇପାରେ। ସେହିଭଳି ପୁରୀ ବନ୍ଦ ଶ୍ରୀଜଗନ୍ନାଥ ଦର୍ଶନ ଉପରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଙ୍କ ସଂପର୍କରେ ଏହି ୫ କଥା ଜାଣନ୍ତି କି?

ମହାତ୍ମା ଗାନ୍ଧୀଙ୍କ ନାମ ଉଠିଲେ ସାମ୍ନାକୁ ଆସେ ସେହି ଗୋଟାଏ ଶବ୍ଦ ‘ଅହିଂସା’। ଅଂହିସା କେତେ ଯେ ଶକ୍ତିିଶାଳୀ ତାହା ଗାନ୍ଧୀ ପ୍ରମାଣ କରି ଦେଇ ଯାଇଛନ୍ତି। ଟିକିଏ ଅଂହିସା ଆଚରଣ ପ୍ରଦର୍ଶନ କରି କିଭଳି ଶତ୍ରୁଙ୍କୁ ପରାଜୟ ହେବାକୁ ବାଧ୍ୟ କରି ହୁଏ ତାହା ଶିଖିବା ଭାରତୀୟଙ୍କ ପାଇଁ ଆଉ ବାକି…
ଅଧିକ ଖବର ଦେଖନ୍ତୁ...

ମଝି ସମୁଦ୍ରରେ ଥିବା ଜାହଜରେ ଲାଗିଲା ନିଆଁଁ, ଫଶି ରହିଛନ୍ତି ୩୭୨ ଯାତ୍ରୀ

ମସ୍କୋ : ୟୁରୋପରେ ଥିବା ବାଲଟିକ ସାଗରରେ ଏକ ଯାତ୍ରୀବାହୀ ବୋଟରେ ଅଗ୍ନିକାଣ୍ଡ ହେବା ପରେ ସେଥିରେ ଯାତ୍ରା କରୁଥିବା ପ୍ରାୟ ୩୩୫ ଯାତ୍ରୀ ଓ ୩୭ ଜଣ କର୍ମଚାରୀ ଫସି ରହିଛନ୍ତି । ରେଜିନା ସିେଓ୍ଵଜ ନାମକ ଏହି ବୋଟ୍‌ଟି ଜର୍ମାନୀର କିଏଲ ସହରରୁ ଲିଥୁଆନିଆର ବନ୍ଦର ସହର କ୍ଲାଇପେଡାକୁ ଯାଉଥିଲା ।…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ସନ୍ତାନ ପାଇଁ ଇଚ୍ଛା ରଖିଛନ୍ତି ପ୍ରିୟଙ୍କା ଓ ନିକ୍‌: ରିପୋର୍ଟସ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ କପୁଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଖାପାଖି ଦୁଇମାସ ପୂର୍ବରୁ ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଥିଲା। ଏହାପରେ ପରେ ଦୁହେଁ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବନ୍ଧ ହେବାର ବୋଲି ଯୋଜନା ରଖିଥିବା ବି ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

ମାସୁଦ ଆଜହରର ପ୍ରଳାପ : ଭାରତ ଭିତରେ ଭିତରେ ପାକିସ୍ତାନକୁ ଡରୁଛି

ନୂଆଦିଲ୍ଲୀ : ଭାରତୀୟ ସେନା ଓ ସରକାରଙ୍କ କଠୋର ପଦକ୍ଷେପ ଫଳରେ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆମ ସେନାର ସାମନା କରି ନପାରି ଏବେ ସେଠାକାର ଆତଙ୍କି ମୁଖିଆମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆପତ୍ତିଜନକ ଭାଷା ପ୍ରୟୋଗ କରୁଛନ୍ତି । ନିକଟରେ ଜୈଶ ଏ ମହମ୍ମଦ…
ଅଧିକ ଖବର ଦେଖନ୍ତୁ...