ରାଜସ୍ଥାନ: ଭରତପୁରରେ ଗୋରୁ ଚାଲାଣ, ପୁଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ଚାଲାଣକାରୀ, ୪ ଗୋ-ମାତା ଉଦ୍ଧାର
ଜୟପୁର: ରାଜସ୍ଥାନର ଭରତପୁରରେ ଗୋରୁ ଚାଲାଣ କରୁଥିବା ବେଳେ ପୁଲିସ ଗୁଳିମାଡ କରିଛି। ଫଳରେ ୩ ଜଣ ଗୋରୁ ଚାଲାଣକାରୀ ଛତ୍ରଭଙ୍ଗ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଲିସ ୪ଟି ଗୋରୁ ଉଦ୍ଧାର କରିବାରେ ସଫଳ ହୋଇଛି। ବିଗତ କିଛି ମାସ ମଧ୍ୟରେ ଭରତପୁର ଜିଲ୍ଲାରେ ଗୋରୁ ଚାଲାଣ,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...