Daily Archives

October 4, 2018

ଭଦ୍ରକ: ବ୍ରାଉନ ସୁଗର ଜବତ, ଜଣେ ମହିଳା ଅଟକ

ଭଦ୍ରକ: ଅବକାରୀ ବିଭାଗ ଦ୍ଵାରା ଗୁରୁବାର ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଓଜନ ୧୨.୮୦୦ ଗ୍ରାମ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଅବକାରୀ ବିଭାଗ। ସୂଚନା ଅନୁଯାୟୀ ମହିଳାଙ୍କ ଘର ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ବିଦାଙ୍ଗ ଅଞ୍ଚଳରେ। ତାଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ଛଅ ମାସର ସଂପର୍କ ଛିନ୍ନ କରିବାକୁ କହିବାରୁ ନାବାଳିକା ପ୍ରେମିକାର ହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ: ନିଜର ଛଅ ମାସର ପ୍ରେମ ସଂପର୍କକୁ ଛିନ୍ନ କରିବାର ନିଷ୍ପତ୍ତି ନେଇଥିବାରୁ ଦିଲ୍ଲୀର ଜଣେ ୨୩ ବର୍ଷିଅ ଯୁବକ ତାଙ୍କର ନାବାଳିକା ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଜଣକ ଜିତେନ୍ଦ୍ର କୁମାର ଶର୍ମା। ଯୁବକ ଜଣକ ଗତ ମାସ ତାଙ୍କ ହାତରେ ବ୍ଲେଡ୍‌ରେ କାଟି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଙ୍କଠାରୁ ବେଟ୍‌ ଜିତିବା ପାଇଁ ଶିଳ୍ପା ସେଟ୍ଟୀଙ୍କ ସହ ଡେଟ୍‌ରେ ଯାଇଥିଲେ ଜଣେ ଯୁବକ; ଅନେକ ଦିନ ପରେ ଅତୀତ…

ମୁମ୍ବାଇ: ବର୍ତ୍ତମାନ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ସୁଖୀ ବୈବାହିକ ଜୀବନ ବିତାଉଥିବା ଶିଳ୍ପାଙ୍କ ଜୀବନରେ ବି ଦିନେ ଏମିତି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଶିଳ୍ପା ନିକଟରେ ପ୍ରକାଶ କରିଛନ୍ତି ଯେ ଅତୀତରେ ଜଣେ ପୁଅ ନିଜ ବନ୍ଧୁମାନଙ୍କ ସହ ବାଜି ପକାଇ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ରୋକର୍ଡ: ୮୪୮,୭୫୦ ପାଉଣ୍ଡ୍‌ରେ ନିଲାମ ଡକାଗଲା ହୁଇସ୍କି ବୋତଲ

ହୁଇସ୍କିର ଏବ ବିରଳ ବୋତଲ ୮୪୮,୭୫୦ ପାଉଣ୍ଡ୍‌ ଅର୍ଥାତ ଭାରତୀୟ ମୁଦ୍ରାରେ ୮,୧୩,୧୮, ୭୩୭.୫୦ ଟଙ୍କାରେ ନିଲାମ ହୋଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଗବେଷକଙ୍କ ଦ୍ୱାରା ବର୍ଣ୍ଣନା କରାଯାଛି ଯେ ୧୯୨୬ ମସିହାର ଏହି ବୋତଲଟି ଜଣେ ଗମ୍ଭୀର ସଂଗ୍ରାହକଙ୍କ ଦୃଷ୍ଟିରେ ପଡ଼ିଲା। ବୁଧବାର ଏହି ବୋତଲ…
ଅଧିକ ଖବର ଦେଖନ୍ତୁ...

ମାଆ ଓ ଝିଅଙ୍କୁ ଦୁଷ୍କର୍ମ କରି ୭ ପୁଲିସ୍‌ ସମେତ ୧୮ ଗିରଫ

ହରିଆଣା: ଜଣେ ୧୬ ବର୍ଷୀୟା ନାବାଳିକା ଅଭିଯୋଗ ଆଣିଛନ୍ତି ଯେ ଗତ ମାସ ଏକ ଗ୍ରାମରେ ସେ ନିଜେ ଏବଂ ତାଙ୍କ ମାଆ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ମାମଲାର ତଦନ୍ତ କରି ପୁଲିସ୍‌ ୭ ଜଣ ପୁଲିସ୍‌ କର୍ମୀଙ୍କ ସମେତ ସମୁଦାୟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତା ଜଣକ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବ୍ରଣ ହେବା, କେଶ ଝଡ଼ିବା, ଭୋକ ନେହେବା ଓ ଝାଳ ବୋହିବା ସମସ୍ୟା ଅଛି କି? ଏହା ଭିଟାମିନ୍‌ ‘ଡି’ ଅଭାବର ଲକ୍ଷଣ

ଶରୀର ପାଇଁ ସବୁ ପ୍ରକାରର ଭିଟାମିନ୍‌ର ଆବଶ୍ୟକତା ରହିଛି। କେଉଁ ଗୋଟାଏ ଭିଟାମିନ୍‌ର ଅଭାବ ରହିଲେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ। ମାତ୍ର ବେଳେ ବେଳେ କେଉଁ ଭିଟାମିନ୍‌ର ଅଭାବ ରହିଛି ତାହା ସହଜରେ ଜାଣିହୁଏ ନାହିଁ। ମାତ୍ର ଆପଣଙ୍କର ଯଦି ନିମ୍ନରେ କୁହାଯାଇଥିବା ସମସ୍ୟା ଗୁଡ଼ିକ ରହିଛି ତେବେ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ ରଖି ଧ୍ୟାନର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦେବାରୁ ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଲେ ଉବେର ଚାଳକ

କୋଲକାତା: ନିକଟରେ କ୍ୟାବ୍‌ ଚାଳକମାନଙ୍କ ସଂପର୍କରେ ବହୁ ଅଭିଯୋଗ ହୋଇସାରିଛି। କୋଲକାତାର ପୁଣି ଜଣେ ଉବେର ଚାଳକ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଉବେର ଚାଳକ ଜଣକ ଗାଡ଼ି ଚଳାଇବା ସମୟରେ ଦୀର୍ଘ ସମୟ ଧରି ଫୋନ୍‌ରେ କଥା ହେଉଥିଲେ।…
ଅଧିକ ଖବର ଦେଖନ୍ତୁ...

ବର ଖୋଜି ନପାରିବାରୁ କନ୍ୟା ପ୍ରାର୍ଥୀଙ୍କୁ ଓଲଟା ଟଙ୍କା ଦେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ଚଣ୍ଡିଗଡ଼: ଓ୍ଵବ୍‌ ପୋର୍ଟାଲ୍‌ରେ ବିବାହ ବିଜ୍ଞାପନ ଦେବା ଆଜିକାଲି ପିଢ଼ି ପାଇଁ ଏକ ସାଧାରଣ କଥା। ମାତ୍ର ସମସ୍ତେ ଯେ ମାଟି୍ରମୋନିଆଲ୍‌ ସାଇଟ୍‌ରୁ ନିଜ ପାଇଁ ଉପଯୁକ୍ତ ଜୀବନସାଥୀ ଚୟନ କରିପାରନ୍ତି ତା’ ନୁହେଁ। ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ କେହି ଉପଯୁକ୍ତ ସାଥୀ ପାଇଥାନ୍ତି ତ କେହି…
ଅଧିକ ଖବର ଦେଖନ୍ତୁ...

ବିମାନ ଉଡ଼ାଇବା ପୂର୍ବରୁ ମଦ୍ୟପାନ କରୁଛନ୍ତି ପାଇଲଟ୍‌; ଚଳିତବର୍ଷ ଏୟାର୍‌ ଇଣ୍ଡିଆର ୧୦ ଜଣ ପାଇଲଟ୍‌ଙ୍କ ଶରୀରରୁ…

ନୂଆଦିଲ୍ଲୀ: ବିମାନରେ ପାଦ ଦେବା ପୂର୍ବରୁ ବିମାନ ଚାଳକ ମଦ୍ୟପ କି ନୁହଁନ୍ତି ସେହି ଭାବନାଟି ଆସିବା ଏକ ସ୍ୱଭାବିକ କଥା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗତ ୮ ବର୍ଷ ମଧ୍ୟରେ ଏୟାର୍‌ ଇଣ୍ଡିଆର ୫୮ ପାଇଲଟ୍‌ ମଦ୍ୟପାନ କରଥିବା ଅବସ୍ଥାରେ ଧରା ପଡ଼ିଛନ୍ତି। ତାହା ପୁଣି କୌଣସି ବିମାନ ବନ୍ଦରରୁ…
ଅଧିକ ଖବର ଦେଖନ୍ତୁ...

ଘରେ ୨ ଜଣ ଅଜଣା ବ୍ୟକ୍ତି ପଶିଥିବା କହିଲେ ତନୁଶ୍ରୀ ଦତ୍ତ

ମୁମ୍ବାଇ: ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଛାଇ ରହିଛି ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଖବର। ଅଭିନେତା ନାନା ପାଟେକର ଓ ସିନେ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ତନୁଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେମାନଙ୍କ ପକ୍ଷରୁ ତନୁଶ୍ରୀଙ୍କୁ ଆଇନ୍‌ ନୋଟିସ୍‌ ମଧ୍ୟ ଜାରି…
ଅଧିକ ଖବର ଦେଖନ୍ତୁ...