Daily Archives

October 5, 2018

ପର୍ଯ୍ୟଟକ ଆଗମନ ବର୍ଷକୁ ୯% ହାରରେ ବଢ଼ୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହୋଟେଲ୍‌ ମେଫେୟାର କନ୍‌ଭେନ୍‌ସନ୍‌ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍‌ ବଜାରର ଦ୍ୱିତୀୟ ସଂସ୍କରଣକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ମିଳିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତି କି ? ଛୋଟ ଓ ବଡ଼ ଅଳେଇଚର ଗୁଣ ବି ଅଲଗା

ପାକ କଳାରେ ମସଲାର ସମୁଚିତ ଉପଯୋଗ ହେବା ଜରୁରୀ। ଏଥିପାଇଁ ମସଲାର ଗୁଣ ଧର୍ମର ଧ୍ୟାନ ରଖାଯିବା ଦରକାର। ରୋଷେଇରେ ଛୋଟ ଓ ବଡ଼ ଅଳେଇଚ ପ୍ରୟୋଗ ହୋଇଥାଏ। କିନ୍ତୁ ଏହାର ଆୟୁର୍ବେଦୀୟ ଗୁଣ ଭିନ୍ନ ଭିନ୍ନ ହୋଇଥାଏ ଏକଥା ଅନେକଙ୍କୁ ଜଣା ନଥାଏ। ଏ ଦୁଇ ଅଳେଇଚ ଅବଶ୍ୟ ଏକା ପ୍ରଜାତିର। ଏହି ଗଛରେ ବହୁତ…
ଅଧିକ ଖବର ଦେଖନ୍ତୁ...

ବାକିରେ ପାନମସଲା ଦେବାକୁ ମନା କରିବା କାଳ ହେଲା; ରାଗରେ ଦୋକାନୀଙ୍କୁ ହତ୍ୟା କଲେ ବାକି ଖାଇବାକୁ ଆସିଥିବା ଗ୍ରାହକ

ହାରଦୋଇ (ଉତ୍ତରପ୍ରଦେଶ): ବାକିରେ ପାନ ମସଲା ଦେବାକୁ ମନା କରିଦେବା ଘଟଣା ଜଣେ ୬୦ ବର୍ଷ ବୟସ୍କ ପାନ ଦୋକାନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାକି ଦେବାକୁ ମନା କରିଦେବା ଘଟଣାରେ ଉତ୍ୟକ୍ତ ହୋଇ ଦୋକାନୀ ଜଣଙ୍କୁ ହତ୍ୟା କରିଛନ୍ତି, ବାକିରେ ଖାଇବାକୁ ସଂପୃକ୍ତ ଗ୍ରାହକ। ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ପୃଥିବୀରେ ଏପରି କିଛି ଅଦ୍ଭୁତ ସ୍ଥାନ ଅଛି, ଯେଉଁଠାକୁ ଯିବା ପାଇଁ ଖୋଲିବାକୁ ପଡେ ବସ୍ତ୍ର

ସାଧାରଣ ଭାବେ ଆମେ ଯେଉଁଠାକୁ ଚାକିରି କରିବାକୁ ଯାଉ ସେଠାକାର କିଛି ନିୟମକାନୁନ ମାନିବାକୁ ପଡିଥାଏ । କେଉଁଠାରେ ଠିକ୍‌ ସମୟରେ ଅଫିସ୍‌ ଆସିବା ପାଇଁ ନିୟମ ଥାଏ ତ ଅନ୍ୟ କେଉଁଠି ଅଧିକ ସମୟ କାମ କରିବା ପାଇଁ ନିୟମ ଥାଏ । ଆମେ ଆପଣଙ୍କୁ ଏପରି କିଛି ଚାକିରି ବିଷୟରେ କହିବାକୁ ଯାଉଛୁ …
ଅଧିକ ଖବର ଦେଖନ୍ତୁ...

କମେଡିଆନ୍‌ କହିଲେ ‘ବିନା କପଡାରେ ନିଜର ଫଟୋ ପଠାଅ’!

ମୁମ୍ବାଇ: ନାନା ପଟେକର୍‌ ଓ ତନୁଶ୍ରୀ ଦତ୍ତାଙ୍କ ମାମଲା ଏଯାଏଁ ଥଣ୍ଡା ପଡ଼ିନି। ଏ ନେଇ ନୂଆ ନୂଆ ବିବାଦ ଦେଖାଦେଉଛି। ଏହି ସମୟରେ ଜଣେ ଜଣାଶୁଣା କମେଡ଼ିଆନ୍‌ଙ୍କ ନାଆଁରେ ଯୌନ ଶୋଷଣର ଅଭିଯୋଗ ଆସିଛି । କମେଡିଆନ୍‌ ଓ ୟୁଟ୍ୟୁବ୍‌ର ଉତ୍ସବ ଚକ୍ରବର୍ତ୍ତୀଙ୍କ ବିରୋଧରେ କେତେକ ନାବାଳିକା ଓ ମହିଳା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ କୁଳପତି ନେଲେ ନିଷ୍ପତ୍ତି

ବ୍ରହ୍ମପୁର/ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ଶିକ୍ଷାନୁଷ୍ଠାନ ‘ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ’ରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ କରି ଦିଆଯାଇଛି। ଭଞ୍ଜବିହାର ପରସରରେ ଛାତ୍ର ଉତ୍ତେଜନା ଦେଖାଯିବାରୁ ନିର୍ବାଚନ ବାତିଲ କରିବାକୁ କୁଳପତି ରାଜେନ୍ଦ୍ର ପ୍ରସାଦ ଦାସ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ନାବାଳକ ସହପାଠୀକୁ ଯୌନ ନିର୍ଯାତନା ଦେଇ ନାବାଳକ ଛାତ୍ର ପୁଲିସ୍‌ ହାତରେ ଗିରଫ

ଗୁରୁଗ୍ରାମ: ନିଜର ଜଣେ ନାବାଳକ ସହପାଠୀକୁ ଯୌନ ନିର୍ଯାତନା ଦେଇ ଅନ୍ୟ ଜଣେ ନାବାଳକ ଛାତ୍ର ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ସମଗ୍ର ଗୁରୁଗ୍ରାମ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟ ପୀଡ଼ିତ ଓ ଅଭିଯୁକ୍ତ ଗୋଟିଏ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ଏକାଠି ପଢ଼ୁଥିଲେ ଏବଂ ଉଭୟଙ୍କର ବୟସ ୧୭…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଅଶାଳୀନ ବାର୍ତ୍ତା ସହ ଦୁଷ୍କର୍ମ ଓ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା; ଚାକିରି ହରାଇଲେ ଟିସିଏସ୍‌…

କୋଲକାତା: ଦୁଇଜଣ ମହିଳାଙ୍କୁ ସୋସିଆଲ ମିଡିଆ ଜରିଆରେ ଦୁଷ୍କର୍ମ ଓ ହତ୍ୟା ଧମକ ଦେବା ଘଟଣା ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ର ଜନୈକ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧରେ ସଂପୃକ୍ତ ଅଭିଯୁକ୍ତ କର୍ମଚାରୀଙ୍କୁ ଟିସିଏସ୍‌ କମ୍ପାନି ଚାକିରିରୁ ବହିଷ୍କୃତ…
ଅଧିକ ଖବର ଦେଖନ୍ତୁ...

ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ ବଡ଼ ଖୁଲାସା କଲେ ରାହୁଲ; କହିଲେ, ମୋ ଜୀବନରେ ସେପରି କେହି ‘ସ୍ୱତନ୍ତ୍ର’ ନାହାନ୍ତିି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ବ୍ୟକ୍ତଗତ ଜୀବନକୁ ନେଇ ଅନେକ ସମୟରେ ଅନେକ କଥା ଶୁଣା ଯାଇଥାଏ। ତେବେ, ନିକଟରେ ନିଜର ବ୍ୟକ୍ତଗତ ଜୀବନ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ‘ମୋ ଜୀବନରେ କେହି ସେପରି ଜଣେ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷ…
ଅଧିକ ଖବର ଦେଖନ୍ତୁ...

୧୧୨  ଥର ରକ୍ତଦାନ କରି ସାରିଲେଣି ଏହି ଆଇଏଏସ୍‌  ଅଧିକାରୀ : ୧୮ ବର୍ଷ ବୟସରୁ ରକ୍ତଦାନ କରିଆସୁଛନ୍ତି 

ନୂଆଦିଲ୍ଲୀ:  ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିମାନଙ୍କ ଲାଗି ଏକ ବିରଳ  ଉଦାହରଣ ସାଜିଛନ୍ତି  ଆଇଏଏସ୍‌ ଅଧିକାରୀ ରଞ୍ଜନ୍‌ ଶୁକ୍ଳା । ଏହି ୫୬ ବର୍ଷିୟ ବରିଷ୍ଠ  ପ୍ରଶାସକ ପ୍ରତି ୩ ମାସରେ ରକ୍ତଦାନ କରିଥାଆନ୍ତି। ଇତିମଧ୍ୟରେ  ସେ ୧୧୨ ଥର  ରକ୍ତଦାନ କରି ସାରିଥିବା…
ଅଧିକ ଖବର ଦେଖନ୍ତୁ...