Daily Archives

October 6, 2018

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାଓ୍ଵାରଙ୍କ ଘୋଷଣା: ଲଢ଼ିବେନି ୨୦୧୯ରେ ଲୋକସଭା ନିର୍ବାଚନ

ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ଵାର ୨୦୧୯ ଲୋକସଭା ନିର୍ବାଚନରେ ଅବତୀର୍ଣ୍ଣ ନ ହେବାକୁ ଘୋଷଣା କରିଛନ୍ତି। ଦଳୀୟ ନେତା ଜିତେନ୍ଦ୍ର ଆହ୍ଵାଡ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପାଓ୍ଵାର ପୁନେ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ବ୍ୟାଙ୍କ ରାଜନୀତି ସମଗ୍ର ବ୍ୟବସ୍ଥାକୁ ଖରାପ କରୁଛି: ପ୍ରଧାନମନ୍ତ୍ରୀ ମୋଦି

ଜୟପୁର: ଭୋଟ୍‌ ବ୍ୟାଙ୍କ ରାଜନୀତି ସମଗ୍ର ବ୍ୟବସ୍ଥାକୁ ଖରାପ ସ୍ଥିତିକୁ ନେଉଯାଉଛି। ଟଙ୍କା ଦେଇ ମତଦାତାଙ୍କୁ ଆକର୍ଷିତ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଏଭଳି ରାଜନୀତି କେବଳ ଭୋଟ ପର୍ଯ୍ୟନ୍ତ ସୀମିତ ରହିଥାଏ। ‘ବିଜୟ ସଂକଳ୍ପ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଭିଡିଓ ଦେଖାଉଥିବା ୫ଟି େଓ୍ଵବସାଇଟ୍‌ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆଇଟି ମନ୍ତ୍ରାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସର ସାଇବର ସେଲ ପର୍ଣ୍ଣ େଓ୍ଵବସାଇଟ୍‌ ବିରୋଧରେ ପାଞ୍ଚଟି ମାମଲା ରୁଜୁ କରିଛି। ଏହି ସାଇଟ୍‌ରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭିଡିଓ ଚାଲୁଥିଲା ବୋଲି ଅଭିଯୋଗ ହୋଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ: େଓ୍ଵବସାଇଟ୍‌ରେ ଥିବା ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ଦାରିଦ୍ର୍ୟକୁ ଅନୁଭବ କରିବାକୁ ବିଦେଶୀମାନେ ଭାରତ ଆସି ମୁମ୍ବାଇର ଏହି ‘ସ୍ଲମ୍‌ ହୋଟେଲ୍‌’ରେ ରହୁଛନ୍ତି

ମୁମ୍ବାଇ: ବାସ୍ତବ ଭାରତର ଚିତ୍ରକୁ ଅନୁଭବ କରିବା ପାଇଁ ବିଦେଶୀମାନେ ବହୁ ସଂଖ୍ୟାରେ ଭାରତକୁ ପରିଦର୍ଶନରେ ଆସିଥାନ୍ତି। ମାତ୍ର ପଞ୍ଚତାରକା ହୋଟେଲ୍‌ରେ ରହି, ସୁସ୍ୱାଦୁ ଖାଦ୍ୟ ଖାଇ ଅତୀତର ଭାରତ ସଂପର୍କରେ ଅନୁମାନ ଲଗାଇବା ଏକ କଷ୍ଟକର ବ୍ୟାପାର ହୋଇଥାଏ। ସେମାନଙ୍କ ପାଇଁ ଭାରତର ଚିତ୍ର…
ଅଧିକ ଖବର ଦେଖନ୍ତୁ...

ନାନା ବିବାଦରେ ତନୁଶ୍ରୀଙ୍କୁ ସମର୍ଥନ କଲେ ଅଭିନେତ୍ରୀ ସପ୍ନା ପାବି; ଏକ ଅସହଜ ମୁହୂର୍ତ୍ତକୁ ମନେ ପକାଇଲେ

ମୁମ୍ବାଇ: ଗତ କିଛି ଦିନ ହେବ ନାନା ପାଟେକର ଓ ତନୁଶ୍ରୀ ଦତ୍ତଙ୍କୁ ନେଇ ଚାଲିଥିବା ବିବାଦରେ ବହୁ ସିନେ କଳାକାର ଏ ନେଇ ନିଜର ମତ ରଖି ସାରିଲେଣି। ଏବେ ଏହି ବିବାଦରେ ତନୁଶ୍ରୀଙ୍କୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ସପ୍ନା ପାବି। ସେ କହିଛନ୍ତି କି ନିଜ ସହ ହୋଇଥିବା ଭୁଲ୍‌ କାମ ବିରୋଧରେ ସ୍ୱର…
ଅଧିକ ଖବର ଦେଖନ୍ତୁ...

ଅଳିଆ ଗଦାରୁ ମୋଟା ଅଙ୍କର ଟଙ୍କା ପାଇ ପ୍ରକୃତ ମାଲିକଙ୍କୁ ଧରାଇଲେ ସଫେଇ କାର୍ଯ୍ୟ କରୁଥିବା ମହିଳା; ପୁରସ୍କାର ନେବା…

ବେଜିଂ: ଚୀନ୍‌ରେ ଜଣେ ରାସ୍ତା ସଫେଇ କାର୍ଯ୍ୟ କରୁଥିବା ମହିଳା ନିଜର ସଚ୍ଚୋଟପଣିଆ ପାଇଁ ଏବେ ସମାଜ ଲାଗି ଉଦାହରଣ ସାଜିଛନ୍ତି। ମହିଳା ଜଣକ ରାସ୍ତା ସଫେଇ କାର୍ଯ୍ୟ କରୁଥିବା ସମୟରେ ୫୦ ହଜାର୍‌ ୟେନ୍‌ ଅର୍ଥାତ ଭାରତୀୟ ମୁଦ୍ରାରେ ୧୬ ଲକ୍ଷ ୧୯ ହଜାର ୯୭୦ ଟଙ୍କା ପାଇଥିଲେ। ସେ ଏହି ଟଙ୍କାକୁ…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ଅବସ୍ଥାରେ ଶରୀର ସହ ଘଟେ ଏହି ସବୁ କଥା!

ପିଲା ହୁଅନ୍ତୁ କି ବୟସ୍କ ଶୋଇବା ପରେ ଆମ ସହ କ’ଣ ଘଟେ ଆମେ କେହି ଜାଣିପାରନ୍ତି ନାହିଁ। ମାତ୍ର ଶୋଇବା ଅବସ୍ଥାରେ ଶରୀର ସ୍ଥିର ହୋଇ ପଡ଼ି ରହେ ନାହିଁ। ଏଥିରେ ଅନେକ  କିଛି କ୍ରିୟା ଘଟିଥାଏ। ଚାଲନ୍ତୁ ଜାଣିବା ସେ କ୍ରିୟା ସବୁ କ’ଣ। ନିଦ୍ରା ସମୟରେ ହାତଗୋଡ଼ କିଛି ସମୟ ପାଇଁ ପକ୍ଷଘାତ ହେବା…
ଅଧିକ ଖବର ଦେଖନ୍ତୁ...

ମହିଳା ସହକର୍ମୀଙ୍କ ଅଶ୍ଳୀଳ ଭିଡିଓ ପର୍ଣ୍ଣ ସାଇଟ୍‌ରେ ଅପ୍‌ଲୋଡ କରି ଦେଲେ କନ୍‌ଷ୍ଟେବଲ୍‌; ଧରାପଡ଼ି ଜେଲ୍‌ ଗଲେ

ପାଟ୍‌ନା: ପର୍ଣ୍ଣ ସାଇଟ୍‌ରେ ଜଣେ ମହିଳା ପୁଲିସ୍‌ଙ୍କର ଏକ ଭିଡିଓ ଅପ୍‌ଲୋଡ କରିଥିବା ଅଭିଯୋଗରେ ପାଟ୍‌ନାର ଜଣେ କନ୍‌ଷ୍ଟେବଲ୍‌ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ଜଣକ ହେଉଛନ୍ତି ମିଥିଲେଶ କୁମାର ଝା। ମିଥିଲେଶ ଜନୈକା ମହିଳା ପୁଲିସ୍‌ଙ୍କ ଭିଡିଓକୁ ପର୍ଣ୍ଣ ସାଇଟ୍‌ରେ…
ଅଧିକ ଖବର ଦେଖନ୍ତୁ...

‘ଢାଇ ଅକ୍ଷର ପ୍ରେମକେ’ରୁ ଆରମ୍ଭ ହୋଇ ‘ଉମରାଓ ଜାନ୍‌’ ଭିତରେ ହୋଇଥିଲା ଅଭି-ଐଶଙ୍କୁ ପ୍ରେମ; ଏମିତି ଥିଲା କାହାଣୀ

ମୁମ୍ବାଇ: ବିବାହର ଦୀର୍ଘ ବର୍ଷ ପରେ ନିଜ ପ୍ରେମ କାହାଣୀ ସଂପର୍କରେ ପ୍ରଶଂସକଙ୍କୁ କହିଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ଦୁଇ ପ୍ରେମୀ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ଏକ ସ୍ୱପ୍ନ ପରି। ଥିଲା। ଏହି ପ୍ରେମ କାହାଣୀ ୨୦୦୭ ମସିହାରେ ନେଇଥିଲା ନୂଆ ମୋଡ଼ । ଅଭି-ଐଶ ୨୦୦୭…
ଅଧିକ ଖବର ଦେଖନ୍ତୁ...

ଝିଅ ଜନ୍ମ ହେଲା ବୋଲି ଦୁଃଖୀ ଥିଲେ ପରିବାର ଲୋକ; ଆଇଏଏସ୍‌ ହେବା ପରେ ସଫଳ ଶ୍ୱେତା କହିଲେ ଜୀବନ ଯନ୍ତ୍ରଣାର କାହାଣୀ

କୋଲକାତା: ଆପଣ ପଉଲୋ କୋଏଲଙ୍କ ପ୍ରସିଦ୍ଧ ଉକ୍ତିଟି ପଢ଼ିଥିବେ ନିଶ୍ଚୟ ‘ଯେତେବେଳେ ଆମେ କିଛି ପୂରା ମନରେ ଚାହାନ୍ତି ସେତେବେଳେ ପୂରା ବିଶ୍ୱ ସାହାଯ୍ୟ କରିବାକୁ ଧାଇଁ ଆସେ।’ ସେହିପରି ପ୍ରସିଦ୍ଧ ଦାର୍ଶନିକ  ରୁଜଭେଲ୍ଟ କହିଛନ୍ତି, ‘ଯିଏ ନିଜ ସ୍ୱପ୍ନର ସୌନ୍ଦର୍ଯ୍ୟରେ ବିଶ୍ୱାସ ରଖେ ଭବିଷ୍ୟତ…
ଅଧିକ ଖବର ଦେଖନ୍ତୁ...