Daily Archives

October 7, 2018

କିମ୍‌ ଜଙ୍ଗ୍‌ ଓ ଡୋନାଲ୍ଡ ଟ୍ରମ୍ପ ସାକ୍ଷାତ ପାଇଁ ପ୍ରସ୍ତୁତ, ଶୀଘ୍ର ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ବହୁ ଦିନ ଧରି ବିବାଦ ଦେଖାଯିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜଙ୍ଗ-ଉନ୍‌ ଦ୍ୱିତୀୟ ଗୋଲ ଟେବୁଲ ବୈଠକ ହୋଇପାରେ। ଅମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଓ କିମ୍‌ ଜଙ୍ଗଙ୍କ ମଧ୍ୟରେ ପ୍ୟୋଙ୍ଗୟାଙ୍ଗ ଠାରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ତୁଳସୀ ପତ୍ରର ଗୁଣ ଅନେକ; ଜ୍ୱର,ଥଣ୍ଡା,ମୁଣ୍ଡବିନ୍ଧା ଓ ଆଖିପୋଡ଼ାରୁ ରକ୍ଷା କରେ

ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ। ଏହି ରୁଢ଼ିଟିରୁ ତୁଳସୀପତ୍ରର ମହାତ୍ମ୍ୟ ସମ୍ବନ୍ଧରେ ଜାଣି ହୋଇଥାଏ। ତୁଳସୀ ଗଛରେ ଅନେକ ଓଷଧୀୟ ଗୁଣ ଭରି ହୋଇ ରହିଥାଏ। : ଉପକାରୀ ଗୁଣରେ ଭରପୁର ତୁଳସୀ ରସରେ ଥାଇମୋଲ ତତ୍ତ୍ୱ ରହିଥାଏ,ଯାହା ତ୍ୱାଚାର ରଙ୍ଗରେ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ମହିଳା ଶରୀରର ଏପରି ସ୍ଥାନରେ ଟାଟୁ ଆଙ୍କିଲେ ଯେ ଜୀବନ ସାରା ତାଙ୍କୁ ହୁଇଲ ଚେୟାରରେ ବସିବାକୁ ପଡ଼ିଲା !

କଲମ୍ବିଆ : ବେଳେ ବେଳେ ଆମର ସଉକ ଘାତକ ସାବ୍ୟସ୍ତ ହୋଇଥାଏ।  ଆମେରିକାର କଲମ୍ବିଆରେ ଘଟିଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ଶରୀରର ଏପରି ସ୍ଥାନରେ ଟାଟୁ କଲେ, ଯାହା ଦ୍ୱାରା ତାଙ୍କ ଜୀବନ ଏକପ୍ରକାର ବରବାଦ ହୋଇଗଲା ।…
ଅଧିକ ଖବର ଦେଖନ୍ତୁ...

ଭାରତର ୫ଟି ସବୁଠୁୁ ବଡ଼ ଏୟାର୍‌ଲାଇନ୍‌ ତାଲିକାରେ ପଛରେ ପଡ଼ିଲା ଏୟାର ଇଣ୍ଡିଆ,ଆଗରେ ଇଣ୍ଡିଗୋ

ଭାରତରେ କ୍ରମଶଃ ବଢ଼ିବାରେ ଲାଗିଛି ବିମାନଯାତ୍ରୀଙ୍କ ସଂଖ୍ୟା। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି କି ଭାରତର ପ୍ରଥମ ୫ଟି ଏୟାରଲାଇନ୍‌ ଭିତରେ ଏକ ନମ୍ବର ସ୍ଥାନରେ ଇଣ୍ଡିଗୋ ଥିବା ବେଳେ ତୃତୀୟ ସ୍ଥାନକୁ ଖସି ଯାଇଛି ସରକାରୀ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ। ଏହି ତାଲିକାର ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସ କରନ୍ତୁ ! ଏହି ମଦର ପ୍ରସ୍ତୁତି ବିଷୟରେ ଜାଣିଲେ ଆପଣ ମଦ ପିଇବା ଛାଡିଦେବେ !

ସିଓଲ୍‌ : ଆମେ ସମସ୍ତେ ଜାଣିଛୁ ଯେ ଅତ୍ୟାଧିକ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ଅଟେ । ଏହା ସତ୍ତ୍ୱେ ଆମେ ମଦ ପିଇବା ଛାଡ଼ିବା ବଦଳରେ ଦିନକୁ ଦିନ ମଦ ପିଇବା ଲୋକଙ୍କ ସଂଖ୍ୟା ବଢିବାବାରେ ଲାଗିଛି । ଚାହିଦା ଥିବା ହେତୁ ବଜାରରେ ବିଭିନ୍ନ ପ୍ରକାରର ମଦ ମିଳିଥାଏ, ଦେଶୀରୁ ଅରମ୍ଭ କରି ବିଦେଶୀ…
ଅଧିକ ଖବର ଦେଖନ୍ତୁ...

ଏହି ରେଷ୍ଟୁରାଣ୍ଟରେ ମିଳୁଛି ନିରାମିଷ ମାଛର ଚିପ୍ସ ଓ କଟଲେଟ୍ ! ଖାଇବାକୁ ଲୋକେ ବ୍ୟାକୁଳ

ଲଣ୍ଡନ: ଏବେ ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପ‌ାରେ କିନ୍ତୁ ଏହା ସତ । ଆପଣ କେବେ ଶୁଣିଛନ୍ତି ନିରାମିଷ ମାଛ ବିଷୟରେ ? ଯଦି ଜାଣି ନାହାନ୍ତି ତା’ହେଲେ ଜାଣି ରଖନ୍ତୁ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ଏବେ ନିରାମିଷ ମାଛରେ ତିଆରି ଚିପ୍ସ ମିଳୁଛି ।…
ଅଧିକ ଖବର ଦେଖନ୍ତୁ...

ଭାରତରେ ବିଚାରାଧୀନ ବନ୍ଦୀଙ୍କର ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତୀୟ ଜେଲମାନଙ୍କରେ ଥିବା ବିଚାରାଧୀନ କଏଦୀମାନଙ୍କର ସଂଖ୍ୟା ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ। ତେବେ, ଦେଶର ବିଭିନ୍ନ ଜେଲରେ ବନ୍ଦୀଥିବା ବିଚାରାଧୀନ କଏଦୀମାନଙ୍କର ମାମଲା ଫଏସଲା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆନ୍ତରିକତା ପ୍ରଦର୍ଶନ କରୁ ନଥିବା କାରଣରୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ମହିଳାଙ୍କ ଉନ୍ମତ୍ତ କାଣ୍ଡ: ୪ ମାସର ନିଜ ଶିଶୁ କନ୍ୟା ସମେତ ଜଣେ ମହିଳା ପଡିଲେ ବଳି

କେନ୍ଦୁଝର: ପାରିଆ ଥାନା ଅନ୍ତର୍ଗତ ବୈକୁଣ୍ଠପୁର ଗାଁରେ ଜଣେ ମହିଳା ରବିବାର ଲୋମହର୍ଷଣ କାଣ୍ଡ କରିଛି। ମିଳିଥିବା ସୂଚନା ଅନୁସାରେ ଖୁବ ଅଳ୍ପ ସମୟ ମଧ୍ୟରେ ସେ ୨ ଜଣଙ୍କୁ ହତ୍ୟା କରିଛି। ପଡୋଶୀ ଘରର ଜଣେ ମହିଳାଙ୍କୁ ପାଣିରେ ବୁଡାଇ ମାରିବା ପରେ ନିଜର ୪ ମାସର ଶିଶୁକନ୍ୟାକୁ ନୃଶଂସ ଭାବରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ ସ୍ଥାନରେ ଓ କେଉଁ ପୋଷାକ ପିନ୍ଧି ବିବାହ କରିବାକୁ ପସନ୍ଦ କରନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର୍‌ ?

ମୁମ୍ବାଇ: ‘ଧଡକ୍‌’ ଜରିଆରେ ବଲିଉଡରେ ପାଦ ଦେଇଥିଲେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ ବି କରିଛି । ନକଟରେ ଜାହ୍ନବୀ ‘‘ବ୍ରାଇଟ ଟୁଡେ’’ ମାଗାଜିନର କଭର ଗର୍ଲ ସାଜିଛନ୍ତି। ମାଗାଜିନର ଅକ୍ଟୋବର ୨୦୧୮ ଏଡିସନ୍‌ ପାଇଁ ସୁଇଜରଲ୍ୟାଣ୍ଡରେ ଫଟୋସୁଟ୍‌…
ଅଧିକ ଖବର ଦେଖନ୍ତୁ...

ଏହି ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣିଲେ କଙ୍ଗନା; କହିଲେ,କାନରେ କହୁଥିଲେ ଏମିତି କଥା!

ମୁମ୍ବାଇ : ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ପରେ ଆଉ ଜଣେ ମହିଳା ଏବେ ଜଣେ ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ଉକ୍ତ ନାୟିକାଙ୍କ ଅଭିଯୋଗ ଯେ ୨୦୧୫ରେ ନିର୍ଦ୍ଦେଶକ ବିକାଶ ବହଲ ତାଙ୍କ ଉପରେ କୁନଜର ପକାଇଥିଲେ। ଏ ସଂପର୍କର ବଲିଉଡ କୁଇନ୍‌ କଙ୍ଗନା…
ଅଧିକ ଖବର ଦେଖନ୍ତୁ...