Daily Archives

October 8, 2018

ନାଲ୍‌କୋ ମୁଖ୍ୟ ପ୍ରବନ୍ଧକ ଡ. ଟି.କେ. ଚାନ୍ଦଙ୍କଦ୍ୱାରା କର୍ମଚାରୀମାନଙ୍କ ଷଷ୍ଠ ଦୀର୍ଘ ମିଆଦି ମଜୁରୀ ବନ୍ଦୋବସ୍ତ…

ଭୁବନେଶ୍ୱର : ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ସାରା ଦେଶରେ ଥିବା ୫୦୦୦ରୁ ଅଧିକ କର୍ମଚାରୀମାନଙ୍କୁ ଲାଭ ପ୍ରଦାନ ଦିଗରେଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ୱରୂପ ମୂଖ୍ୟ ପ୍ରବନ୍ଧକ ଡ. ତପନ କୁମାର ଚାନ୍ଦ ଆଜି 6ଷ୍ଟ ଦୀର୍ଘ ମିଆଦି ପାରିଶ୍ରମିକ ନିର୍ଦ୍ଧାରଣ…
ଅଧିକ ଖବର ଦେଖନ୍ତୁ...

ସୈଫ୍‌ ଅଲ୍ଲୀ ଏବଂ ସାରା ଅଲ୍ଲୀଙ୍କ ପରେ ‘କଫି ଉଇଥ୍‌ କରଣ’ରେ ଅର୍ଜୁନ ଓ ଜାହ୍ନବୀ

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ସାରା ଅଲ୍ଲୀ ଖାନଙ୍କ ପରେ ‘କଫି ଉଇଥ୍‌ କରଣ’ରେ ନଜର ଆସିଛନ୍ତି ଆଉ ୨ ଜଣ ଭାଇଭଉଣୀ ଜାହ୍ନବୀ କପୁର ଓ ଅର୍ଜୁନ କପୁର। ପୂର୍ବରୁ ଅର୍ଜୁନ କରଣଙ୍କ ଏହି ସୋ’ରେ ନଜର ଆସି ସାରିଥିବା ବେଳେ ଜାହ୍ନବୀ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲେ। ଅର୍ଜୁନ ଏହି ସୋ’ରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ କହିଥିବା ଏହି ୫ ଗୁରୁତ୍ୱପୂୂର୍ଣ୍ଣ କଥା

ପିଚାଇ ସୁନ୍ଦର ରାଜନଙ୍କୁ ପୂରା ବିଶ୍ୱ ସୁନ୍ଦର ପିଚାଇ ନାମରେ ଜଣେ। ଆଇଆଇଟି ଖଡଗପୁରରୁ ଶିକ୍ଷା ସାରିବା ପରେ ଗୁଗୁଲ୍‌ର ସିଇଓ ଭାବେ ଭାରତର ଟେକ ରଖିଥିବା ସୁନ୍ଦର ନିଜj ସଫଳତା ସଂପର୍କରେ କିମ୍ବା ନିଜ ସଂଘର୍ଷ ସଂପର୍କରେ ତ ବିଶେଷ କିଛି କୁହନ୍ତି ନାହିଁ, ମାତ୍ର ସେ ଯେଉଁ କଥା ସବୁ କୁହନ୍ତି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଆଖି ତଳ କଳା ପଡୁଛି କି? ଏହି ଘରୋଇ ଉପାୟରେ ଚୁଟ୍‌କିରେ ହେବ ସମସ୍ୟାର ସମାଧାନ

ଆଖି ତଳ କଳାପଡ଼ିବା ଆଜିକାଲିର ଯୁବପିଢ଼ିଙ୍କର ଏକ ସାଧାରଣ ସମସ୍ୟା। ଅତ୍ୟଧିକ ପରିମାଣରେ କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌, ଟ୍ୟାବ୍‌, ଫୋନ ଆଦି ବ୍ୟବହାର କରିବା ଦ୍ୱାରା ଏଥିରୁ ନିର୍ଗତ ହେଉଥିବା ଲେଜର ଲାଇଟ୍‌ ମୁହଁ ପାଇଁ ଭଲ ହୋଇନଥାଏ। ଏହା ବ୍ୟତୀତ ଏ ସବୁକୁ ଦୀର୍ଘ ସମୟ ଚାହିଁ ରହିବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଶ୍ରୀକୃଷ୍ଣଙ୍କ ପୂର୍ବରୁ ରୁକ୍ମୁଣୀଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲା ପୁତନା; ଏମିତି ଘଟିଥିଲା ତା’ ସହ

ଭଗବାନ ଶ୍ରୀକୃଷ୍ଣ ଓ ରାକ୍ଷସୀ ପୁତନା ବିଷୟରେ ତ ଆପଣ ସମେସ୍ତ ଜାଣିଥିବେ ନିଶ୍ଚୟ। କୃଷ୍ଣଙ୍କୁ ମାରିବା ପାଇଁ କଂସ ପୁତନାକୁ ଗୋପପୁର ପଠାଇଥିଲେ। ସ୍ତନରେ ବିଷ ଲଗାଇ ପୁତନା ଆସି ଗୋପପୁରରେ ପହଞ୍ଚି କୃଷ୍ଣଙ୍କୁ ଟେକି ନେଇଥିବା ଏକ ନିକାଞ୍ଚନ ଅଞ୍ଚଳକୁ। ସେଠାରେ ଦୁଗ୍ଧ ପାନ କରାଇବା ବାହାନାରେ…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛ ଭାରତ ଅଭିଯାନକୁ ପରିହାସ; ଖୋଲାରେ ପରିସ୍ରା କରି ସମାଲୋଚନାରେ ବିଜେପି ମନ୍ତ୍ରୀ

ଆଜ୍‌ମର୍‌: ରାଜସ୍ଥାନରେ ଶାସକ ଦଳ ବିଜେପି ପାଇଁ ଏକ ଲଜ୍ଜାକର ଘଟଣା ଘଟିଛି। ଦଳର ଜଣେ ମନ୍ତ୍ରୀ ବାହାରେ ପରିସ୍ରା କରୁଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ଆଜ୍‌ମେର୍‌ର ଖୋଲାରେ ଏକ କାନ୍ଥ ଉପରେ ମନ୍ତ୍ରୀ ଜଣକ ପରିସ୍ରା କରୁଥିବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚହଳ…
ଅଧିକ ଖବର ଦେଖନ୍ତୁ...

‘ଭାରତରେ #ମିଠୁ ଅଭିଯାନ ଆରମ୍ଭ ଦେଖି ମୁଁ ଖୁସି; ଆଶା କରୁଛି ଏହା ସୀମା ଟପିବ ନାହିଁ’: ମାନେକା ଗାନ୍ଧୀ

ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ସୋମବାର କହିଛନ୍ତି କି ‘ଶିଶୁ ଯୌନ ଶୋଷଣ ବିରୋଧରେ ଅଭିଯୋଗ ଆଣିବା ପାଇଁ କୌଣସି ବୟସ ସୀମା ନ ରହିବା ଉଚିତ। ୧୦-୧୫ ବର୍ଷ ତଳେ ବି ସେମାନଙ୍କ ସହ ଯଦି କିଛି ଘଟିଛି ଶିଶୁଟିଏ ବଡ଼ ହେବା ପରେ ତାକୁ ଅଭିଯୋଗ କରିବାର ସୁଯୋଗ ମିଳିବା…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗି ଯାଇଥିବା ସଂପର୍କ ଗଢ଼ି ହେବ ବି ଆଉ! ପରଦାରେ ଏକତ୍ର ନଜର ଆସିବେ ଏହି ପୂର୍ବ ପ୍ରେମୀ ଯୁଗଳ

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଏକତ୍ର ଚଳଚ୍ଚିତ୍ରରେ ନଜର ଆସିଲେ ଦର୍ଶକଙ୍କ ଖୁସିର ସୀମା ରହିନଥାଏ। ପୂର୍ବରୁ ତାଙ୍କ ଭିତରର ପ୍ରେମ ସଂପର୍କ ଦର୍ଶକଙ୍କ ଉତ୍ସୁକତାକୁ ବଢ଼ାଇବା ବି ଏକ ସ୍ୱଭାବିକ କଥା। ଏହି ଯୋଡ଼ି ଏବେ ସୁଦ୍ଧା ‘ବଚନାଏ ହସିନୋ(୨୦୦୮), ‘ଏ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ବିକାଳିରୁ ସାଜିଲେ ଦେଶର ଗର୍ବ; ଜାଣନ୍ତୁ ଅଣ୍ଡର-୧୯ କ୍ରିକେଟ ତାରକା ଯଶଶିବ ଜୟସ୍‌ଓ୍ଵାଲ୍‌ଙ୍କ ସଫଳତାର କାହାଣୀ

ଭାରତୀୟ ଅଣ୍ଡର-୧୯ କ୍ରିକେଟ୍‌ ଦଳର ଚିହ୍ନା ମୁହଁ ଯଶଶିବ ଜୟସ୍‌ଓ୍ଵାଲ୍‌ଙ୍କ ରବିବାର ଭାରତ ପାଇଁ ଖେଳି ଢାକାଠାରେ ଶ୍ରୀଲଙ୍କାକୁ ପରାସ୍ତ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇ ଆହୁରି ବି ଚର୍ଚ୍ଚିତ ହୋଇ ଉଠିଛନ୍ତି। ଭାରତ ୩ ଓ୍ଵିକେଟ୍‌ ବିନିମୟରେ ସମୁଦାୟ ୩୦୪ ରନ୍‌ କରିଥିବା ବେଳେ ଯଶଶିବଙ୍କ…
ଅଧିକ ଖବର ଦେଖନ୍ତୁ...

ଭରତପୁରରେ ରାଲି ପାଇଁ ରାହୁଲଙ୍କୁ ନାଁ, ମିଳିଲାନି ଅନୁମତି

ଜୟପୁର: ଅକ୍ଟୋବର ୯ ତାରିଖରେ ରାଜସ୍ଥାନରେ  ନିର୍ବାଚନ ରାଲି କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିନାହିଁ। ଏହି ରାଲି ଭରତପୁରରେ ହେବ ବୋଲି ଯୋଜନା କରାଯାଇଥିଲା। ଭରତପୁର  ସବ୍‌-ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌(ଏସ୍‌ଡିଏମ୍‌) ଜଗଦିଶ ଆର୍ଯ୍ୟା ଏହି ଅନୁମତି ପ୍ରଦାନ…
ଅଧିକ ଖବର ଦେଖନ୍ତୁ...