Daily Archives

October 8, 2018

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ, ଜାମିନ ନାମଞ୍ଜୁର ହେବା ପରେ ଜେଲଗଲେ

ଭୁବନେଶ୍ବର : ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଇଚ୍ଛାପୁରମରୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ କରାଯିବା ପରେ ତାଙ୍କୁ ଫୁଲବାଣୀ…
ଅଧିକ ଖବର ଦେଖନ୍ତୁ...

ବାହାର ରାଜ୍ୟର ଶ୍ରମିକ ରାଜ୍ୟ ଛାଡ଼ି ଯାଆନ୍ତୁନି ବୋଲି କହିଲେ ଗୁଜୁରାଟ ସରକାର; ୪୫୦ ଜଣ ଦଙ୍ଗା ସୃଷ୍ଟିକାରୀ ହେଲେଣି…

ଅହମ୍ମଦାବାଦ୍‌: ଗୁଜୁରାଟର ଜଣେ ୧୪ ମାସର ଝିଅକୁ ଦୁଷ୍କର୍ମ ହେବା ପରେ ରାଜ୍ୟରେ ହିଂସା ଉପୁଜିବାରୁ ବାହାର ରାଜ୍ୟରୁ କାମ କରିବାକୁ ଗୁଜୁରାଟ ଆସିଥିବା ଶ୍ରମିକମାନେ ଏବେ ନିଜ ରାଜ୍ୟ ଆଡ଼େ ମୁହାଁଇଛନ୍ତି। ଏହି ପରିସ୍ଥିତିରେ ଶ୍ରମିକମାନଙ୍କୁ ରାଜ୍ୟ ଛାଡ଼ି ନ ଯିବା ପାଇଁ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଛୁଟିରେ ନ ଯିବା ସହିତ ପ୍ରସ୍ତୁତ ରିହିବା ପାଇଁ ଜାରି ହେଲା ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହାର ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ। ତେବେ ଏହି ସମ୍ଭାବ୍ୟ ବାତ୍ୟା ନେଇ ଡେପୁଟି ରିଲିଫ୍‌ କମିଶନର ପ୍ରଭାତ…
ଅଧିକ ଖବର ଦେଖନ୍ତୁ...

ଆୟକର ରିଟର୍ଣ୍ଣ, ଅଡିଟ ରିପୋର୍ଟ ଫାଇଲ କରିବାର ଶେଷ ତାରିଖ ଅକ୍ଟୋବର ୩୧କୁ ବଢିଲା

ନୂଆଦିଲ୍ଲୀ : ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଓ ଅଡିଟ ରିପୋର୍ଟ ଫାଇଲ (ଯେଉଁ ଆକାଉଣ୍ଟ ପାଇଁ ଅଡିଟ ରିପୋର୍ଟ ଫାଇଲ କିରବା ଆବଶ୍ୟକ) କରିବାର ଶେଷ ତାରିଖକୁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏ ବର୍ଷ ୨ୟ ଥର ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ପୁଣି ଲଜ୍ଜିତ ହେଲା ପାକିସ୍ତାନ, ଇସ୍ଲାମବାଦ ସ୍ଥିତ ଶ୍ରୀଲଙ୍କା ଦୂତାବାସରେ ପଶିଲେ ଚୋର

ଇସ୍ଲାମାବାଦ : କିଛିଦିନ ତଳେ ପାକିସ୍ତାନର ଜଣେ କୂଟନୀତିଜ୍ଞ ଜଣେ କୁଏତି ଦୂତାବାସ ଅଧିକାରୀଙ୍କ ପର୍ସ ଚୋରୀ କରି ସିସିଟିଭିରେ ଧରା ପଡିବା ପରେ ପାକିସ୍ତାନ ସମଗ୍ର ବିଶ୍ୱରେ ଲଜ୍ଜିତ ହୋଇଥିଲା । ଏବେ ଆଉ ଏକ ଘଟଣା ଘଟିଛି ଯେଉଁଥିପାଇଁ ପାକିସ୍ତାନ ପୁଣିଥରେ ନିନ୍ଦିତ ହୋଇଛି । ଘଟଣାଟି ହେଉଛି…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୬ରେ ବିବାହ କରିବା ପଛର କାରଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲ

ନୂଆଦିଲ୍ଲୀ: ଭାରତର ମହିଳା ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ସାଇନା ନେହଓ୍ଵାଲ ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କୁ ଡିସେମ୍ବର ୧୬ରେ ହାଇଦ୍ରାବାଦରେ ବିବାହ କରିବେ ବୋଲି ଜଣାପଡ଼ିଛି। ବିବାହ ଉତ୍ସବରେ ଦୁହଁଙ୍କୁ ଆଶୀର୍ବାଦ ଦେବା ପାଇଁ ୧୦୦ଜଣ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ଖେଳାଳିଙ୍କ ପାଇଁ ରେଳବାଇରେ ୨୧ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଇଷ୍ଟ୍‌କୋଷ୍ଟ୍‌ ରେଳବାଇର ସ୍ପୋର୍ଟ୍‌ସ କୋଟାରେ ଗ୍ରୁପ୍‌ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଚଳିତ ବର୍ଷ ଅର୍ଥାତ ୨୦୧୮ ଅକ୍ଟୋବର ୨୯ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଅଧିକ ତଥ୍ୟ  ଏହି ଲିଙ୍କ୍‌କୁ ଯାଇ ଜାଣି…
ଅଧିକ ଖବର ଦେଖନ୍ତୁ...

ବୋଇଂର ଭାରତ ମୁଖ୍ୟ ପ୍ରତ୍ୟୁଷ କୁମାର ଏଫ୍‌-୧୫ ଲଢ଼ୁଆ ବିମାନ  କାର୍ଯ୍ୟକ୍ରମ ଦାୟିତ୍ୱ ନେଲେ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଭାରତୀୟ ନିଜର ପାରଦର୍ଶିତା ଲାଗି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆମେରିକୀୟ ବିମାନ ନିର୍ମାତା ବୋଇଂର ଏଫ୍‌-୧୫ ଯୁଦ୍ଧ ବିମାନ କାର୍ଯ୍ୟକ୍ରମର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରତ୍ୟୁଷ କୁମାର। ବୋଇଂର ଭାରତ ମୁଖ୍ୟ ଥିବା ପ୍ରତ୍ୟୁଷ କୁମାର…
ଅଧିକ ଖବର ଦେଖନ୍ତୁ...

ସୋନିଆ ଗାନ୍ଧୀଙ୍କ ରାଏବରେଲି ନିର୍ବଚନ ମଣ୍ଡଳୀରେ ନିଜର ୫ କୋଟି ଟଙ୍କର ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ କରିବେ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅରୁଣ ଜେଟଲୀ ତାଙ୍କୁ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଲୋକାଲ ଏରିଆ ଡେଭଲପ୍‌ମେଣ୍ଟ ଫଣ୍ଡ) ବାବଦରେ ମିଳୁଥିବା ୫ କୋଟି ଟଙ୍କାର ଅନୁଦାନ ରାଶିକୁ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବଚନ ମଣ୍ଡଳୀରେ ଖର୍ଚ୍ଚ କରିବେ ବୋଲି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ତନୁଶ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖକୁ ଆସି ନାନା ପାଟେକର ଏପରି ମତ ରଖିଲେ

ନୂଆଦିଲ୍ଲୀ: ତନୁଶ୍ରୀ ଦତ୍ତା ଆଣିଥିବା ବିବାଦକୁ ନେଇ ନାନା ପାଟେକର କିଛିଦିନ ତଳେ କହିଥିଲେ କି ସେ ସୋମବାର ଅର୍ଥାତ୍‌ ଅକ୍ଟୋବର ୮ ତାରିଖରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମତ ରଖିବେ। ସୋମବାର ସକାଳେ ଖବର ଆସିଥିଲା କି ସେ ନିଜ ସାମ୍ବାଦିକ ସମ୍ମିଳନୀକୁ ବାତିଲ୍‌ କରି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...