Daily Archives

October 10, 2018

ମୁଖ୍ୟମନ୍ତ୍ରୀ ନବୀନଙ୍କ କରକମଳରେ ହକି ଷ୍ଟାଡିୟମ୍‌ ଉଦ୍‌ଘାଟିତ, ପ୍ରଦର୍ଶନୀ ମ୍ୟାଚରେ ଦିଲୀପଙ୍କ ଦଳ ୨-୧ରେ ବିଜୟୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ ପରିସରରେ ହକି ଗ୍ରାଉଣ୍ଡକୁ ଉଦ୍‌ଘାଟନ କରିଛନ୍ତି। ଆଗାମୀ ନଭେମ୍ବରରେ ଆୟୋଜିତ ‘ବିଶ୍ୱକପ୍‌ ହକି’କୁ ନଜରରେ ରଖି ନବୀନ ଆଜି ସନ୍ଧ୍ୟା ୬ଟା ୩୦ରେ ଏହି ଗ୍ରାଉଣ୍ଡକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ…
ଅଧିକ ଖବର ଦେଖନ୍ତୁ...

୧୮ବର୍ଷ ବୟସରେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଲେ ମୈଥିଲୀ ଠାକୁର, ଦେଖନ୍ତୁ ତାଙ୍କ ଚମତ୍କାର ପ୍ରତିଭାର ଭିଡିିଓ

ପାଟ୍‌ନା : ଆଜିକାଲି ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ପାଲଟିଛି, ଯାହା ଦ୍ୱାରା ଲୋକମାନେ ଖୁବ୍‌ ସହଜରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଛନ୍ତି । ସୋସିଆଲ ମିଡ଼ିଆରେ ସେମାନେ ନିଜ ନିଜର ପ୍ରତିଭାକୁ ଦେଖାଇ ଲୋକପ୍ରିୟ ହେବା ସହ ତାଙ୍କ ପ୍ରତିଭାକୁ ଲୋକମାନେ ଜାଣି ପାରୁଛନ୍ତି । ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଅଜବ : ଚାକିରି ପାଇଁ ନୁହେଁ, ବରପାତ୍ର ସାଜିବା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ, ବିଫଳ ହେଲେ ୨୧୯,ଜାଣନ୍ତୁ ପୂରା ଘଟଣା

ଲକ୍ଷ୍ନୌ : ଆପଣମାନେ ଚାକିରି ପାଇଁ ଲୋକମାନଙ୍କୁ ପରୀକ୍ଷା ଦେଉଥିବାର ଦେଖିଥିବେ । କିନ୍ତୁ କେବେ ବିବାହ ପାଇଁ ପରୀକ୍ଷା ଦେବା କଥା ଶୁଣିଥିଲେ କି? ଏଭଳି ଅଜବ ଘଟଣା ଘଟିଛି ଲକ୍ଷ୍ନୌରେ । ଏଠାରେ କୌଣସି ଚାକିରି ପାଇଁ ନୁହେଁ ବରଂ ବିବାହ କରିବା ପାଇଁ ୨୫୦ଜଣ ଯୁବକ ପରୀକ୍ଷା ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଋଷି କପୁରଙ୍କ କେଶ ଧଳା ହେଉଥିବା ଦେଖି ଚିନ୍ତାରେ ପ୍ରଶଂସକ, ଚିନ୍ତା ଦୂର କରିବା ପାଇଁ ଟୁଇଟ୍‌ କରି କାରଣ ଜଣାଇଥିଲେ…

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ କଳାକାରମାନଙ୍କର ଶାରୀରିକ ସମସ୍ୟା ପାଇଁ ସେମାନଙ୍କ ପ୍ରଶଂସକ ଚିନ୍ତିତ ହେଉଥିବା ଦେଖା ଯାଇଛି । ଇର୍‌ଫାନ୍‌ ଖାନ୍‌ ଏବଂ ସୋନଲି ବେନ୍ଦ୍ରେଙ୍କ ଶାରୀରିକ ସମସ୍ୟା ବିଷୟରେ ଜଣା ପଡ଼ିବା ପରେ ଏବେ ଅଭିନେତା ଋଷି କପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଘଟଣା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା: ଆସନ୍ତାକାଲି ସକାଳ ୪ ଟାରୁ ୮ଟା ମଧ୍ୟରେ ଗୋପାଳପୁର ନିକଟରେ ପହଞ୍ଚିବ ‘ତିିତ୍‌ଲି’

ଭୁବନେଶ୍ୱର: ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଗୁରୁବାର ସକାଳ ୪ଟାରୁ ୮ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳ ଭାଗକୁ ଅତିକ୍ରମ କରିବ। ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ମାନବିକତା ଦେଖାଇଲେ କ୍ୟାବ୍‌ ଚାଳକ ଏବଂ ଯାତ୍ରୀ, ପୁଲିସର ପ୍ରଶ୍ନ କଥା ନ ଭାବି କାନ୍ଦୁଥିବା ଝିଅକୁ ଦେଖି ଦୁର୍ଘଟଣାର…

ନୂଆଦିଲ୍ଲୀ : ବେଳେ ବେଳେ ଘଟୁଥିବା ଘଟଣା ଦେଶରେ ଆଜି ବି ମାନବିକତା ବଞ୍ଚି ରହିଛି ବୋଲି ପ୍ରମାଣ କରିଥାଏ । କୌଣସି ଘଟଣା ଘଟିଲେ ଲୋକମାନେ ପରସ୍ପରକୁ କେବଳ ଦାୟୀ କରିଥାନ୍ତି । କେହି ସେ ଘଟଣାରେ ସଂପୃକ୍ତ ହୁଅନ୍ତି ନାହିଁ । ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିଲେ ଲୋକମାନେ ଜମା ହୁଅନ୍ତି ସତ…
ଅଧିକ ଖବର ଦେଖନ୍ତୁ...

ବଲିଉଡର ଏହି କଳାକାରମାନେ ସୁଟିଂ ସେଟ୍‌ରେ ସାଥୀ କଳାକାରଙ୍କୁ ମନ ଦେଇ ବସିଥିଲେ, ଜାଣନ୍ତୁ ସେଭଳି ଅନେକ ଯୋଡ଼ି ବିଷୟରେ

ସେମିତି ଦେଖିବାକୁ ଗଲେ ବଲିଉଡ୍‌ରେ ପରଦା ଉପରେ ଆମେ ଅନେକ ପ୍ରେମ କାହାଣୀ ଦେଖିବା ସହ ପସନ୍ଦ ମଧ୍ୟ କରିଛେ । ସେ ସବୁ ମଧ୍ୟରେ ଏମିତି ଅନେକ ପ୍ରେମ କାହାଣୀ ରହିଛି ଯାହା ବାସ୍ତବ ରୂପ ନେଇଛି । କିଛି କଳାକାର ପରଦା ଉପରେ ପ୍ରେମୀଯୁଗଳର ଅଭିନୟ କରୁ କରୁ ସତରେ ପ୍ରେମୀଯୁଗଳ ପାଲଟି ଯାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ରଣବୀର-ଆଲିଆଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ମିଲିଲା ଆଉ ଏକ ସଙ୍କେତ, ଭୁଲବଶତଃ ଏହା କହି ଦୁହିଁଙ୍କ ମଧ୍ୟରେ ଥିବା…

ମୁମ୍ବାଇ : ବଲିଉଡ୍‌ରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି ରଣବୀର-ଆଲିଆଙ୍କ ପ୍ରେମ କାହାଣୀ । ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟ୍‌ରୁ ଦୁହିଁଙ୍କ ଭଲ ପାଇବା ଆରମ୍ଭ ହୋଇଥିବା ବେଳେ ଏବେ ବିବାହ ପର୍ଯ୍ୟନ୍ତ ଯାଇ କଥା ପହଁଞ୍ଚିଛି । ବିବାହକୁ ନେଇ ଦୁଇ ପରିବାର ତରଫରୁ କୌଣସି ଅଧିକାରୀକ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଅସହ୍ୟ ମୁଣ୍ଡ ବିନ୍ଧା ହେବାରୁ ଡ଼ାକ୍ତରଙ୍କୁ ଦେଖାଇବା ପାଇଁ ପହଞ୍ଚିଲେ ଯୁବକ,ଏକ୍ସରେ କରିବା ପରେ ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ : ପୂର୍ବରୁ ଏଭଳି ଅନେକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ । କିନ୍ତୁ ଚୀନ୍‌ରେ ଘଟିଥିବା ଏହି ଘଟଣା ପୂର୍ବ ସବୁ ଘଟଣାଠାରୁ ଟିକେ ଭିନ୍ନ । କାରଣ ଏଠାରେ ଡ଼ାକ୍ତରଙ୍କୁ ଅସୁବିଧାର କାରଣ ଜଣା ପଡ଼ିଲା ସତ । କିନ୍ତୁ ସେହି ଅସୁବିଧାଟି ହେଲା କେମିତି ତାହା…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସଂପର୍କ ବିଷୟରେ ଘରେ ଜଣାଇଦେବି ବୋଲି କହିବାରୁ ୪ବର୍ଷର ଭାଇକୁ ହତ୍ୟା କଲା ଭଉଣୀ

ଚଣ୍ଡିଗଡ଼ : ପ୍ରେମ ପାଇଁ ଜଣେ ଭଉଣୀ ଭାଇ-ଭଉଣୀର ସଂପର୍କକୁ ଭୁଲି ଏପରି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ପ୍ରେମ ସଂପର୍କ ବିଷୟରେ ପରିବାର ଲୋକେ ଜାଣିଯିବା ଡ଼ରରେ ୪ ବର୍ଷର ଭାଇର ଗଳା ଚିପି ହତ୍ୟା କରିଛି ଭଉଣୀ । ପଞ୍ଜାବରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...