Daily Archives

October 10, 2018

ଇମ୍ରାନ୍‌ ଖାନ୍‌ଙ୍କ ଚାଞ୍ଚଲ୍ୟକର ଖୁଲାସା : ୩ଜଣ ଅଭିନେତ୍ରୀଙ୍କ ସହ ଯୌନ ଶୋଷଣ କରିଥିଲେ ନିର୍ଦ୍ଦେଶକ ବିକାଶ ବହଲ

ମୁମ୍ବାଇ: ଏବେ #ମି ଠୁ ଅଭିଯାନର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳୁଛି । କିଛି କଳାକାର ବର୍ଷ ବର୍ଷ ପୂର୍ବେ ଶିକାର ହୋଇଥିବା ଯୌନ ଶୋଷଣର ଖୁଲାସା କରିବା ଆରମ୍ଭ କରିଛନ୍ତି । ତନୁଶ୍ରୀ ଦତ୍ତ ଆଣିଥିବା ଅଭିଯୋଗ ପରିସ୍ଥିତିକୁ ଉଷ୍ମ କରିଥିବା ବେଳେ ଏବେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଅଡ଼ୁଆ ଧିରେ…
ଅଧିକ ଖବର ଦେଖନ୍ତୁ...

ଚମତ୍କାର କରି ଦେଖାଇଲେ ଡାକ୍ତର : ପ୍ରଥମ ଥର ପାଇଁ ଦୁର୍ଘଟଣାର ଶିକାର ହୋଇଥିବା ୪ବର୍ଷୀୟ ଶିଶୁର କଲେ ସଫଳ ଖପୁରୀ…

ପୁଣେ : ମହାରାଷ୍ଟ୍ରର ପୁଣେରେ ଜଣେ ୪ ବର୍ଷୀୟା ଶିଶୁ କନ୍ୟାର ସଫଳ ଖପୁରୀ ପ୍ରତିରୋପଣ ହେବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଦୁର୍ଘଟଣାର ଶିକାର ହୋଇଥିବା ଶିଶୁଟିର ଖପୁରୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଡ଼ାକ୍ତରୀ ଦଳ ଏକ ୩ଡ଼ି ପଲିଥିଲିନ୍‌ ବୋନ୍‌ ମାଧ୍ୟମରେ ଶିଶୁ କନ୍ୟାର ଖପୁରୀ…
ଅଧିକ ଖବର ଦେଖନ୍ତୁ...

୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ତିତଲି ! ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ରହିଛି

ନୂଆଦିଲ୍ଲୀ : ପାଖେଇ ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି। ଏହାଏବେ ଗୋପାଳପୁରଠାରୁ ୧୬୦ କିଲୋମିଟର ଦୂରରେ ରହିଛି ବୋଲି ଗୋପାଳପୁରଠାରେ ଥିବା ଡପଲର୍ ରାଡାରରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି । ଏହା ବର୍ତ୍ତମାନ ଘଣ୍ଟାକୁ ୧୮ରୁ ୨୦ କିଲୋମିଟର ବେଗରେ…
ଅଧିକ ଖବର ଦେଖନ୍ତୁ...

ତିତଲି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୩ ଲକ୍ଷ ଲୋକ ସ୍ଥାନାନ୍ତରୀତ

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ  ବାତ୍ୟା ତିତଲି ଓଡ଼ିଶା ଉପକୂଳ ଆଡକୁ ମାଡିଆସୁଛି । ଏହାକୁ ଦୃଷ୍ଟିରେ ରଖି ସରକାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ରିଲିଫ କମିଶନର ଅଫିସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ମହତ୍ତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଗେଇ ଆସନ୍ତୁ; ଆପଣଙ୍କୁ ଫାଇଦା ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଗୁପ୍ତେଶ୍ବର। ବୃଷ: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଅସୀମ ମୁନୀର ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ମୁଖ୍ୟ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅସୀମ ମୁନୀର ପାକିସ୍ତାନର କୁଖାତ ତଥା କ୍ଷମତାଶାଳୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ନିକଟରେ ଲେପ୍ଟନାଣ୍ଟ ଜେନେରାଲ ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ନିକଟରେ ପାକ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ତିତ୍‌ଲି: ୨୫ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଲେ ୯୨୧୦ ଲୋକ

ଭୁବନେଶ୍ୱର: ରାତି ପାହିବା ପୂର୍ବରୁ ଓଡ଼ିଶାର ଭୂପୃଷ୍ଠକୁ ବାତ୍ୟା ‘ତିତ୍‌ଲି’ ପହଞ୍ଚିବ। ତା’ ପୂର୍ବରୁ ପୁରୀ ଓ ଜଗତସିଂହପୁର ଜିଲ୍ଲାର ୨୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ  ୯୨୧୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ୨୪ ଶହ…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିଜ ବିପକ୍ଷରେ ଧୋନି ଅଥବା ଋଷଭ, ଆସନ୍ତାକାଲି ହେବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଭାରତୀୟ ଟିମ୍‌ରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ। ହାଇଦ୍ରାବାଦରେ ଗୁରୁବାର ଚୟନ କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଟିମ୍‌ରେ କିଏ ସାମିଲ…
ଅଧିକ ଖବର ଦେଖନ୍ତୁ...

ଏଣିକି କୌଣସି କଲେଜ ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ୍‌ ରଖି ପାରିବେ ନାହିଁ : ପ୍ରକାଶ ଜାବଦେକର

ନୂଆଦିଲ୍ଲୀ: ଅଡମିସନ୍‌ ସମୟରେ କଲେଜ କୌଣସି ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ୍‌କୁ ରଖି ପାରିବ ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିକଟରେ ଏଭଳି ଅନେକ ମାମଲା ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ନିୟମ ମୁତାବକ, ଆଡମିସନ୍‌ ରଦ୍ଧ କରିବା ଯଦି କଲେଜ ଫିସ୍‌…
ଅଧିକ ଖବର ଦେଖନ୍ତୁ...

ପାଖେଇ ଆସିଲା ତିତଲି, ଗୋପାଳପୁର ଠାରୁ  ଆଉ ୧୮୦ କିଲୋମିଟର ଦୂରରେ ରହିଛି

ନୂଆଦିଲ୍ଲୀ : ପାଖେଇ ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି।   ଏହା ଏବେ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି  ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ପକ୍ଷରୁ  ସୂଚନା ଜାରି କରାଯାଇଛି ।  ଏହା ବର୍ତ୍ତମାନ ଘଣ୍ଟାକୁ ୧୫ କିଲୋମିଟର ବେଗରେ…
ଅଧିକ ଖବର ଦେଖନ୍ତୁ...