Daily Archives

October 11, 2018

ଖେଳାଳି ଭାବେ ଓଡ଼ିଆ କୋଚ ଗୌତମଙ୍କ ସଫଳ ପ୍ରତ୍ୟାବର୍ତ୍ତନ, ତାଙ୍କ ନେତୃତ୍ୱରେ ଦଳ ହେଲା ଚମ୍ପିଆନ

ଭୁବନେଶ୍ୱର: ଭାରତୀୟ ସ୍କ୍ଵାସ ଦୁନିଆରେ ଓଡ଼ିଆ ଖେଳାଳି ଓ କୋଚ ଗୌତମ ଦାସଙ୍କ ଏକ ବିଶେଷ ପରିଚିତି ରହିଛି। ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଯିଏ କୋଚ ଭାବେ ସ୍କ୍ଵାସ ଦୁନିଆରେ ସଫଳତା ଅର୍ଜନ କରିଛନ୍ତି ୨୦୦୮ ପରଠାରୁ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷକ ବନିଯାଇଥିଲେ। ଗୌତମ ଭାରତୀୟ ଜୁନିୟର ଓ ସିନିୟର…
ଅଧିକ ଖବର ଦେଖନ୍ତୁ...

#ମି ଠୁ ଅଭିଯାନରେ ଫସିଲେ ଶ୍ରୀଲଙ୍କା କ୍ରିକେଟର ମାଲିଙ୍ଗା ଓ ଅର୍ଜୁନ ରଣତୁଙ୍ଗା, ହୋଟେଲରେ ମହିଳାଙ୍କୁ ଅସଦାଚରଣ…

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟର ଲାସିଥ ମାଲିଙ୍ଗାଙ୍କ ନାଁ ମଧ୍ୟ #ମି ଠୁ ଅଭିଯାନରେ ସାମିଲ ହୋଇଯାଇଛି। ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣ ଅଭିଯୋଗ ହୋଇଛି। ବଲିଉଡ ଗାୟିକା ଚିନ୍ମୟୀ ଶ୍ରୀପଦା ଟୁଇଟରରେ ଜଣେ ମହିଳାଙ୍କ କାହାଣୀ ସେୟାର କରିଛନ୍ତି। କାରଣ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ଚରିତ୍ର ମିଳିବା ପରେ ଖୋଲିଲା ଅଭିନେତ୍ରୀଙ୍କ ଭାଗ୍ୟ,୨୦ମିନିଟ୍‌ ପାଇଁ ନେଉଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ଏନ୍‌ଟିଆର ବାୟୋପିକ୍‌ରେ ବଲିଉଡ୍‌ର ଚାନ୍ଦନୀ ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ । ଏହି ଚରିତ୍ର ମିଳିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମରେ ସେ ୨୦ ମିନିଟ୍‌ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଉଥିବା…
ଅଧିକ ଖବର ଦେଖନ୍ତୁ...

ହନିମୁନ୍‌ରେ ଯାଇଥିବା ସମୟରେ ନିଶାଗ୍ରସ୍ତ ହୋଇ ଏତେ ବଡ଼ କାମ କରି ବସିଲେ ଦମ୍ପତି,ନିଶା ଛାଡ଼ିବା ପରେ…

ନୂଆଦିଲ୍ଲୀ : ସବୁ ନବବିବାହିତ ଦମ୍ପତିଙ୍କ ପାଇଁ ହନିମୁନ୍‌ ଯିବାର ସମୟ ଖାସ୍‌ ହୋଇଥାଏ । ଏହି ସମୟରେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବା ସହ ସାଥୀରେ ବିତାଉଥିବା ମୁହୂର୍ତ୍ତଗୁଡ଼ିକୁ ସ୍ମରଣୀୟ କରିଥାନ୍ତି । କିନ୍ତୁ ଶ୍ରୀଲଙ୍କାକୁ ହନିମୁନ୍‌ରେ ଯାଇଥିବା ଦମ୍ପତି ଯେଉଁ କାମ…
ଅଧିକ ଖବର ଦେଖନ୍ତୁ...

ରିତିକ୍‌ଙ୍କୁ ନେଇ କଙ୍ଗନାଙ୍କ ବୟାନ; ପ୍ରଥମେ ବିବାହର ପ୍ରତିଶ୍ରୁତି ଦେଇ ପରେ ପାଗଳ ବୋଲି କହନ୍ତି, ସେଭଳି ଲୋକଙ୍କ ସହ…

ମୁମ୍ବାଇ : ବଲିଉଡ୍‌ରେ ଏବେ #ମି ଠୁ ଅଭିଯାନକୁ ନେଇ ଚର୍ଚ୍ଚା । ଏହି ଅଭିଯାନ ମାଧ୍ୟମରେ ବଡ଼ ବଡ଼ କଳାକାରଙ୍କ ଅସଲ ମୁଖା ସାମ୍ନାକୁ ଆସିଥିବା ବେଳେ ଅଭିନେତ୍ରୀମାନେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ସର୍ବ ସମ୍ମୁଖରେ କହିବାକୁ ସାହସ କରୁଛନ୍ତି । ପୂର୍ବରୁ ତନୁଶ୍ରୀ ଦତ୍ତା,ସୋନା ମହାପାତ୍ର…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ତିତ୍‌ଲି ନେଇ ଟୁଇଟ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି, ସହଯୋଗର ହାତ ବଢ଼ାଇ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତି ଟୁଇଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛି। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଅନୁଭୂତ ହୋଇଥିବା ବାତ୍ୟା ସଂପର୍କରେ ଆଲୋଚନା କରିଛି। …
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସ ପାଇଁ ଚାଲିଗଲା ଜୀବନ, ପୁଅ ଆଶାରେ ଭାଉଜକୁ ହତ୍ୟା କଲେ ୩ ଦିଅର

ପଟନା : ବିହାରର ସୀତାମଢ଼ିରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଭାବିବା ପାଇ ବାଧ୍ୟ କରିଛି । ପୁଅ ଆଶାରେ ଅନ୍ଧବିଶ୍ୱାସର ଶିକାର ହୋଇ ୩ ଜଣ ଦିଅର ନିଜ ଭାଉଜକୁ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଆଧୁନିକ ଯୁଗରେ ଏଭଳି ଏକ ଘଟଣା ଘଟିବା ନିହାତି ଭାବରେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଧୁମ୍‌ଧାମ୍‌ରେ ନିଜ ଜନ୍ମଦିନ ପାଳନ କରି ନାହାନ୍ତି ବିଗ୍‌ ବି ଅମିତାଭ

ମୁମ୍ବାଇ : ବଲିଉଡ୍‌ର ଶେହେନ୍‌ଶାହା ଅମିତାଭ ବଚ୍ଚନ ଆଜି ୭୬ବର୍ଷ ବୟସରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଘର ବାହାରେ ତାଙ୍କ ପ୍ରଶଂସକ ଭିଡ଼ ଜମିଥିବା ଦେଖା ଯାଇଥିଲା । ଅନେକ ମାତ୍ରାରେ ପ୍ରଶଂସକମାନେ ବିଗ୍‌ ବିଙ୍କ ଘର ବାହାରକୁ ଆସି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଏକ ଅଜଣା ସ୍ଥାନକୁ ଯିବା ପାଇଁ ଗୁଗଲ ମ୍ୟାପ୍‌ରେ ରାସ୍ତା ଖୋଜୁ ଖୋଜୁ ଯୁବକଙ୍କୁ ଲାଗିଲା ଝଟ୍‌କା, ଆଖି ସାମ୍ନାରେ ଥିଲା…

ନୂଆଦିଲ୍ଲୀ : ପୂର୍ବରୁ ଏକ ଅଜଣା ସ୍ଥାନକୁ ଯିବା ପାଇଁ ହେଲେ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଏହି ସମସ୍ୟାକୁ ଆଖି ଆଗରେ ରଖି ଗୁଗଲ ସମସ୍ୟାର ସମାଧାନ ବାହାର କରିଥିଲା । ଗୁଗଲ ମ୍ୟାପ୍‌ ମାଧ୍ୟମରେ ଲୋକମାନେ ଯେ କୌଣସି ଅଜଣା ସ୍ଥାନକୁ ଯିବାରେ ସକ୍ଷମ ହୋଇ…
ଅଧିକ ଖବର ଦେଖନ୍ତୁ...

ଐଶ୍ୱର୍ଯ୍ୟାଙ୍କ ଉପରକୁ ହାତ ଉଠାଇବା ପଛରେ କେତେ ସତ୍ୟତା ରହିଛି? ଏହି ପ୍ରଶ୍ନ ଶୁଣି ଜୋରରେ ହସିବା ସହ ଆଶ୍ଚର୍ଯ୍ୟ କଲା…

ମୁମ୍ବାଇ : ବଲିଉଡ୍‌ରେ ଏମିତି ଅନେକ ପ୍ରେମ କାହାଣୀ ରହିଛି, ଯାହା ସବୁଦିନ ପାଇଁ ଲୋକଙ୍କ ମନରେ ଅମର ହୋଇ ରହିବ । ସେ ସବୁ ମଧ୍ୟରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ସୁଲତାନ୍‌ ସଲମାନ ଖାନ୍‌ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରେମ କାହାଣୀ । କିଛି ବର୍ଷ ପୂର୍ବରୁ ଫିଲ୍ମର ସୁଟିଂ…
ଅଧିକ ଖବର ଦେଖନ୍ତୁ...