Daily Archives

October 12, 2018

ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପୂଜା ଛୁଟି ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ କର୍ମଚାରୀମାନେ ପୂଜାଛୁଟିରେ ଯାଇପାରିବେ ନାହିଁ। ବିଏମ୍‌ସି ପକ୍ଷରୁ ଶୁକ୍ରବାର ଏଭଳି ଘୋଷଣା କରାଯାଇଛି। ବିଏମ୍‌ସି କର୍ମଚାରୀମାନେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସାଧାରଣ କାର୍ଯ୍ୟ ଦିବସ ଭଳି ଅଫିସ୍‌ରେ ଉପସ୍ଥିତ ରହି କାମ କରିବେ।…
ଅଧିକ ଖବର ଦେଖନ୍ତୁ...

ସିନ୍ଧୁନଦୀ ବିବାଦ : ଭାରତର ବଡ଼ ବିଜୟ, ବିଶ୍ୱବ୍ୟାଙ୍କରୁ ନିଜର ଅଭିଯୋଗ ଫେରାଇ ନେବ ପାକିସ୍ତାନ

ନୂଆଦିଲ୍ଲୀ : ସିନ୍ଧୁନଦୀ ଜଳବଣ୍ଟନକୁ ନେଇ ଭାରତ ବିରୋଧରେ ବିଶ୍ୱ ବ୍ୟାଙ୍କରେ ଅଭିଯୋଗ କରିଥିବା ପାକିସ୍ତାନକୁ ବିଫଳତାର ସାମନା କରିବାକୁ ପଡିଛି ।  ଏହି ଜଳବିବାଦକୁ  ବିଶ୍ୱ ବ୍ୟାଙ୍କର କୋର୍ଟ ଅଫ  ଆର୍ବିଟ୍ରେସନ ରେ ବିଚାର ପାଇଁ ପଠାଇବାକୁ ପାକିସ୍ତାନ ଦାବି କରୁଥିବାବେଳେ ବିଶ୍ୱ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହ ଭଡିିଓ ଚାଟ୍‌ କରୁଥିବା ସମୟରେ ଆପତ୍ତିଜନକ କାମ କରିବାକୁ ଲାଗିଲେ ମୌଲବୀ,ଭିଡିିଓ ହେଲା ଭାଇରାଲ

ଜମ୍ମୁ : ଜମ୍ମୁ-କଶ୍ମୀରରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ମୌଲବୀ ଜନୈକା ମହିଳାଙ୍କ ସହ ଭିଡ଼ିଓ ଚାଟ୍‌ କରୁଥିବା ସମୟରେ ଆପତ୍ତିଜନକ କାମ କରିବା ଘଟଣା ସସସ୍ତଙ୍କ ସାମ୍ନାକୁ ଆସିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୀଡ଼ିତା…
ଅଧିକ ଖବର ଦେଖନ୍ତୁ...

କୋଠିକୁ ମୁଜ୍‌ରା ଦେଖିବାକୁ ଯାଇଥିବା ଦୁଇ ଭାଇଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଲେ ଯୁବତୀ

ନୂଆଦିଲ୍ଲୀ : ଦିଲ୍ଲୀର ଜିବି ରୋଡ଼୍‍କୁ ଦୁଇ ଭାଇ ମୁଜ୍‌ରା ଦେଖିବାକୁ ଯାଇଥିବା ବେଳେ ଲୁଟ୍‌ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ଦୁଇ ଭାଇଙ୍କୁ ମୁଜ୍‌ରା ଦେଖାଇବା ପରେ କୋଠିକୁ ନେବା ସହ ସେଠାରେ ଥିବା ଜଣେ ଯୁବତୀଙ୍କ ସାହାଯ୍ୟରେ ଦୁଇ ଭାଇଙ୍କ ପାଖରେ ଥିବା ଟଙ୍କା ଲୁଟି…
ଅଧିକ ଖବର ଦେଖନ୍ତୁ...

ଟପ୍‌ଲେସ୍‌ ଫଟୋ ଛାଡ଼ି ଟ୍ରୋଲ ହେଲେ ଅଭିନେତ୍ରୀ ତନିଶା ମୁଖାର୍ଜୀ,ଦେଖନ୍ତୁ କ’ଣ ରହିଛି ପ୍ରତିକ୍ରିୟା

ମୁମ୍ବାଇ : ବହୁ ବର୍ଷ ପୂର୍ବରୁ ଫିଲ୍ମ ଦୁନିଆରୁ ବାହାରକୁ ଚାଲି ଯାଇଥିବା ଅଭିନେତ୍ରୀ ତନିଶା ମୁଖାର୍ଜୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଇନ୍‌ଷ୍ଟାଗ୍ରାମରେ ସେ ପୋଷ୍ଟ କରିଥିବା ଏକ ଫଟୋ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମରେ କାମ କରିବା ଛାଡ଼ି ସାରିଥିଲେ ମଧ୍ୟ ସେ…
ଅଧିକ ଖବର ଦେଖନ୍ତୁ...

ଭୁଲବଶତଃ ୨୪ଘଣ୍ଟା ମଧ୍ୟରେ ରୋଗୀ ପ୍ରାଣ ତ୍ୟାଗ କରିବ ବୋଲି କହିଥିଲେ ଡ଼ାକ୍ତର, ଏବେ କରିଥିବା ଭୁଲ ପାଇଁ ମିଲିଲା ଏଭଳି…

ମୁମ୍ବାଇ : ଆଜିକାଲି ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତରମାନଙ୍କର ଅପାରଗତାର ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି। ଭୁଲବଶତଃ ଜୀବିତ ବ୍ୟକ୍ତିକୁ ମୃତ ବା ମୃତ ବ୍ୟକ୍ତିଙ୍କୁ ଜୀବିତ ବୋଲି କହି ୪-୫ଦିନ ଚିକିତ୍ସା କରିବା ଭଳି ଅନେକ ଖବର ପୂର୍ବରୁ ସାମ୍ନାକୁ ଆସି ସାରିଛି । ଏ ନେଇ ଡ଼ାକ୍ତରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୬ ଅଭିଯୁକ୍ତ ଗିରଫ

ପୁରୀ: ଗତ ୩ ତାରିଖ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ସିଂହଦ୍ୱାର ପୁଲିସ ଓ ଟାଉନ୍‌ ପୁଲିସ ଶୁକ୍ରବାର ଆଉ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ଟାଉନ୍‌ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିର ରଘୁନାଥ ଦାସ, ଧାନକୋଟିସାହି ନିବାସୀ ସୁରେନ୍ଦ୍ର ପରିଡ଼ିା,…
ଅଧିକ ଖବର ଦେଖନ୍ତୁ...

ବିରୋଧୀଙ୍କୁ ବିରୋଧ ନ କରି ୧୫୦ଜଣଙ୍କୁ ପୁଣି ଥରେ ନିଯୁକ୍ତି ଦେଇଥିଲେ ବିଗ୍‌ ବି,ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ମୁମ୍ବାଇ : ଗତକାଲି ନିଜର ୭୬ତମ ଜନ୍ମଦିନ ପାଳନ କରିଛନ୍ତି  ବିଗ୍‌ ବି ଅମିତାଭ ବଚ୍ଚନ । ଅନେକ କାରଣ ପାଇଁ ସେ ନିଜ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପରିବାର ଲୋକଙ୍କ ସହ ପାଳନ କରି ନ ଥିଲେ ମଧ୍ୟ ତାଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନକୁ ଖାସ୍‌ କରିବାରେ କୌଣସି ଅଭାବ ରଖିନଥିଲେ ।…
ଅଧିକ ଖବର ଦେଖନ୍ତୁ...

ଯେଉଁ ମହିଳାଙ୍କ ସାବରିମାଲା ମନ୍ଦିରକୁ ପଶିବାକୁ ଉଦ୍ୟମ କରିବେ ତାଙ୍କୁ ଦୁଇ ଖଣ୍ଡ କରି ନିଆଯିବ: ଅଭିନେତା କୋଲମ୍‌…

ତିରୁଅନନ୍ତପୁରମ୍‌: ମାଲାୟଲମ୍‌ ଫିଲ୍ମ ଅଭିନେତା ତୁଲସୀଧରନ୍‌ ନାୟାର୍‌ ଓରଫ କୋଲମ୍‌ ତୁଲସୀ ଶୁକ୍ରବାର ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶାଧିକାର ନେଇ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ,ଯେଉଁ ମହିଳା ସାବରିମଲା ମନ୍ଦିରକୁ ପ୍ରବେଶ କରିବାକୁ ସାହସ କରିବେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାଇ ଉପରେ ଲାଗିଥିବା ଅଭିଯୋଗକୁ ନେଇ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଲେ ଫାର୍‌ହା ଖାନ୍‌, କହିଲେ; ଯଦି ସେ ଏମିତି…

ମୁମ୍ବାଇ : #ମି ଠୁ ଅଭିଯାନକୁ ପୂର୍ବରୁ ଏତେଟା ଗୁରୁତ୍ୱ ଦିଆ ଯାଉ ନ ଥିବା ବେଳେ ଏବେ ଏହାର ପ୍ରଭାବ ବଲିଉଡ୍‌ରେ ଦେଖିବାକୁ ମିଳିଛି । ଏହି ଅଭିଯାନ ମାଧ୍ୟମରେ ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଖୋଲାଖୋଲି ଭାବରେ କଥା ହେଉଥିବା ବେଳେ ଅନେକଙ୍କ ଅସଲ ମୁଖା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...