Daily Archives

October 13, 2018

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ନିଆରା କସରତ

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ କମ୍ପାନୀ ପକ୍ଷରୁ ଦି ଏବୋଭ ଆଣ୍ଡ୍‌ ବିୟଣ୍ଡ୍‌ ଦି ଟୁର’ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ସଡ଼କ ଯଥା ସମତଳଠାରୁ ଆରମ୍ଭ କରି ବାଲିଆ ଓ ପାହାଡିଆ ରାସ୍ତାରେ ଏହି ଗାଡିର ଚାଲିବା ଦକ୍ଷତାକୁ…
ଅଧିକ ଖବର ଦେଖନ୍ତୁ...

ଭଉଣୀର ଦୀର୍ଘ ବର୍ଷର ‘ଡିପ୍ରେସନ୍‌’କୁ ବୁଝିପାରି ନ ଥିଲେ ଆଲିଆ; ଖୋଲା ଚିଠି ସହ ଭିଡିଓ ଜରିଆରେ କହିଲେ ‘ସରି’

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଭଉଣୀ ସାହିନ୍‌ ଭଟ୍ଟଙ୍କୁ ଏକ ଖୋଲା ଚିଠି ଜରିଆରେ ‘ସରି’ ଜଣାଇଛନ୍ତି। ସେ ନିଜ ଭଉଣୀର ନୀରବ ‘ଡିପ୍ରେସନ୍‌(ବିଶାଦ)’କୁ ବୁଝିପାରିନଥିବାରୁ ଦୁଃଖୀତ ଥିବା ପ୍ରକାଶ କରିଛନ୍ତି। ନିକଟରେ ‘ଓ୍ଵାଲ୍‌ର୍ଡ ମେଣ୍ଟାଲ୍‌ ହେଲଥ୍‌ ଡେ’ ସାହିନ୍‌ ଭଟ୍ଟ ନିଜର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ସାଜିଦ୍‌ଙ୍କ ନାମରେ ଅଭିଯୋଗ ଆଣିଲେ ଆଉ ଜଣେ ନାୟିକା: କହିଥିଲେ ପୋଷାକ ଖୋଲିଲେ ମିଳିବ ଭୂମିକା

ମୁମ୍ବାଇ: ସିନେ ନିର୍ମାତା ସାଜିଦ୍‌ ଖାନଙ୍କ ବିରୋଧରେ ବହୁ ଯୌନ ନିର୍ଯାତନା ମାମଲା ରହିଥିବା ବେଳେ ଅଭିନେତ୍ରୀ ମନ୍ଦାନା କାରିମି ମଧ୍ୟ ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ ନେଇ ଠିଆ ହୋଇଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାରେ ସାକ୍ଷାତକାର ଦେଇ ମନ୍ଦାନା କହିଛନ୍ତି କି ସେ ଯେତେବେଳେ ୨୦୧୪ ମସିହାରେ…
ଅଧିକ ଖବର ଦେଖନ୍ତୁ...

ବଡ଼ ପରିବାର, ନିରୋଗୀ ପରିବାର! ଗବେଷଣାରୁ ଜଣାପଡ଼ିଲା ବଡ଼ ପରିବାରରେ ରହୁଥିବା ଲୋକଙ୍କ କ୍ଷେତ୍ରରେ କର୍କଟ ସମ୍ଭାବନା କମ୍‌

ନିକଟରେ ହୋଇଥିବା ଏକ ନୂଆ ଗବେଷଣାରୁ ମିଳିଥିବା ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପକାଇବ ନିଶ୍ଚୟ। ସମସ୍ତେ ଜାଣନ୍ତି ‘ଛୋଟ ପରିବାର, ସୁଖୀ ପରିବାର’। ମାତ୍ର ନିକଟରେ ହୋଇଥିବା ଗବେଷଣା କହୁଛି ବଡ଼ ପରିବାରରେ ବଢ଼ିଥିବା ସଦସ୍ୟଙ୍କ କ୍ଷେତ୍ରରେ କର୍କଟ ହେବାର ସମ୍ଭାବନା କମ୍‌। ଗବେଷଣାରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ସମୟରେ ଜନ୍ମ ନେଇଥିବା ଅନେକ ନବଜାତଙ୍କ ନାମ ରଖାଯାଇଛି ‘ତିତ୍‌ଲି’

ଭୁବନେଶ୍ୱର: ଓଡ଼ିଶାରେ ଗତ କିଛି ଦିନ ହେବ ବାତ୍ୟା ‘ତିତ୍‌ଲି’ ଆସି ସାମାନ୍ୟା ପ୍ରଭାବିତ କରି ଫେରିଯିବା ପରେ ଏହି ସମୟରେ ଜନ୍ମ ଲାଭ କରିଥିବା ଅନେକ ନବଜାତକଙ୍କ ନାମ ପରିବାର ବର୍ଗ ‘ତିତ୍‌ଲି’ ରଖିଛନ୍ତି। ବିଶେଷ କରି ଗଞ୍ଜାମ, ଜଗତ୍‌ସିଂହପୁର ଓ ନୟାଗଡ଼ ଜିଲ୍ଲାରେ ଏହି ତିତ୍‌ଲି ନାମକରଣ…
ଅଧିକ ଖବର ଦେଖନ୍ତୁ...

ହ୍ୟାକ୍‌ ହୋଇଥିବା ୩ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ମଧ୍ୟରେ ଆପଣଙ୍କ ଆକାଉଣ୍ଟ୍‌ ଅଛି କି?

ଏକ ସପ୍ତାହ ତଳେ ଏକ ଖବର ଆସିଥିଲା ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରାୟ ୩ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ତେବେ, ହ୍ୟାକ୍‌ ହୋଇଥିବା ଏହି ଆକାଉଣ୍ଟ୍‌ଗୁଡ଼ିକ ଭିତରେ ଆପଣଙ୍କ ଆକାଉଣ୍ଟ୍‌ ରହିଛି କି ନାହିଁ ତାହା ଆପଣ ପରଖି ପାରନ୍ତି। ଏଥିପାଇଁ ଆପଣଙ୍କୁ ଫେସ୍‌ବୁକ୍‌ ହେଲ୍‌ପ୍‌…
ଅଧିକ ଖବର ଦେଖନ୍ତୁ...

ମନେ ପକାଇଲେ ୧୦ ବର୍ଷ ତଳର କଥା: ପ୍ରଥମ ହିରୋ ଶାହାରୁଖଙ୍କ ସଂପର୍କରେ ଏପରି କିଛି କହିଲେ ଅଭିନେତ୍ରୀ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୦୮ ମସିହାରେ ‘ରବ୍‌ ନେ ବନାଦି ଯୋଡ଼ି’ ଜରିଆରେ ସିନେ ଜଗତରେ ଡେବ୍ୟୁ କରିଥିଲେ। ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ। ଦଶ ବର୍ଷ ପରେ ଏହି କଳାକାର ଦ୍ୱୟ ପୁଣି ଚଳଚ୍ଚିତ୍ର ‘ଜିରୋ’ ଜରିଆରେ ଏକତ୍ର ନଜର ଆସିବେ।…
ଅଧିକ ଖବର ଦେଖନ୍ତୁ...

ଟୁଇଟର୍‌ରେ ଛାଇଲା ପ୍ରଧାନମନ୍ତ୍ରୀଙ୍କ ଲିଖିତ ଗୀତରେ ଦିବ୍ୟାଙ୍ଗ ବାଳିକାଙ୍କ ଗରଭା ନୃତ୍ୟ; ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ଜଣେ ଦିବ୍ୟାଙ୍ଗ ବାଳିକାକୁ ଗରଭା ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖି ଖୁବ୍‌ ଆଚମ୍ବିତ ହୋଇ ପଡ଼ିଛନ୍ତି। ତା’ଠୁ ବି ଆଶ୍ଚର୍ଯ୍ୟର କଥା ହେଉଛି ବାଳିକା ଜଣକ ସେହି ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଯାହାକୁ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଧରା ପଡ଼ିଲା ପୁଲିସ୍‌ବାବୁଙ୍କ କଳା କାରନାମା; ଡିୟୁଟିରେ ନଥିବା ବେଳେ ପାଲଟୁଥିଲେ ଚେନ୍‌ ଲୁଟେରା

ମୁମ୍ବାଇ: ଗତ କିଛି ଦିନ ହେବ ପୁଲିସ୍‌କୁ ଖୁଆଇ ପିଆଇ ଦେଉନଥିବା ମହାରାଷ୍ଟ୍ରର ଜଣେ ଚେନ୍‌ ଚୋର ନିଜେ ଜଣେ ପୁଲିସ୍‌ ବୋଲି ଜାଣିବାକୁ ମିଳିଛି। ଏହି ପୁଲିସ୍‌ ଟର୍ଣ୍ଣଡ୍‌ ଚୋରକୁ ଚେନ୍‌ ହରାଇଥିବା ମହିଳା ଜଣକ ଚିହ୍ନିବା ପରେ ଗୁରୁବାର ପୁଲିସ୍‌ ଧରିବାରେ ସମର୍ଥ ହୋଇଛି। ଅଭିଯୁକ୍ତ ଯୋଗେଶ…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ ପାର୍ଶ୍ୱରେ ଓହ୍ଲାଇବା କାଳ ହେଲା : ରେଳଲାଇନ୍‌ ପାର୍‌ ହେଉଥିବା ବେଳେ ଚଢ଼ିଗଲା ଲାଲକୁଆଁ ଏକ୍ସପ୍ରେସ୍‌; ୫ ଜୀବନ…

କଇମୁର୍‌ (ବିହାର):  ବିହାରର ଭାବୁଆ ରେଳ ଷ୍ଟେସନ୍‌ରେ ଘଟିଛି ଏକ ଲୋମଟାଙ୍କୁରା ଦୁର୍ଘଟଣା।  ଷ୍ଟେସନ୍‌ର ୩ ନମ୍ବର ପ୍ଲାଟଫର୍ମରେ ୧୧ ଜଣ ଯାତ୍ରୀଙ୍କ ଉପରେ ଟ୍ରେନ  ଚଢ଼ିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଗତ ସଂଧ୍ୟାରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...