Daily Archives

October 14, 2018

ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ, ଅଫୁଟା ଗୁଳି ଜବତ

ପୁରୀ: ସମୁଦ୍ରକୂଳ ଥାନା ଅନ୍ତର୍ଗତ ଅର୍ବାନ ହାଟ ନିକଟରେ ଶନିବାର ଗୁଳିକାଣ୍ଡ ଘଟଣାରେ ରବିବାର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି ସହିତ ଗୋଟିଏ ଖୋକା ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ରିଲିଜ୍‌ ପୂର୍ବରୁ ନିଜ ସହ ଜଡ଼ିତ ଏକ ବଡ଼ ରାଜ୍‌ର ଖୁଲାସା କଲେ ପରୀଣିତି ଚୋପ୍ରା

ମୁମ୍ବାଇ: ୬ବର୍ଷ ପୂର୍ବରୁ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ ପରୀଣିତି ଚୋପ୍ରା । ଫିଲ୍ମ ଲେଡ଼ିଜ୍‌ ଭର୍ସେସ୍‌ ରିକି ବହଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ରଣବୀର ସିଂ । ଏହି ୬ବର୍ଷ ମଧ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ…
ଅଧିକ ଖବର ଦେଖନ୍ତୁ...

ମୋଟାପଣ ଠାରୁ ଆରମ୍ଭ କରି ମଧୁମେହ ରୋଗ ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରିଥାଏ ଗହମର ଘାସ

ନବରାତ୍ରୀ ସମୟରେ ଦୁର୍ଗାପୂଜା କରିବା ପାଇଁ ଲୋକମାନେ ଘରେ ଗହମର ମଞ୍ଜି ବୁଣି ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ବୁଣା ସରିବା ପରେ ସେଥିରୁ ବାହାରୁଥିବା ଘାସରୁ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ? ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍‌,…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ବିଗ୍‌ ବସ୍‌ରୁ ଅଭିନେତ୍ରୀଙ୍କୁ ବାହାର କରି ଦିଆଯାଇଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ ରିୟାଲଟି ସୋ’ ବିଗ୍‌ ବସ୍‌-୧୨ର ଚତୁର୍ଥ ସପ୍ତାହରେ ସେଲିବ୍ରିଟି ପ୍ରତିଯୋଗୀ ନେହା ପେଣ୍ଡସେଙ୍କୁ ବାହାର କରି ଦିଆ ଯାଇଛି । ଦୁଇ ସପ୍ତାହ ହେଲା ସେ ନୋମିନେଟ୍‌ ହେଉଥିବା ବେଳେ ଚତୁର୍ଥ ସପ୍ତାହରେ ତାଙ୍କୁ ଘରୁ ବାହାରକୁ ଆସିବାକୁ ପଡ଼ିଛି । ତାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଏବେ ସ୍କୁଲରେ ଯାଇ ପହଞ୍ଚିଲା #ମି ଠୁ ଅଭିଯାନ: ପୂର୍ବ ଛାତ୍ର କଲେ ଖୁଲାସା; କହିଲେ, ଶାରୀରିକ ସଂପର୍କ ରଖଲେ ତୁମ ଜୀବନ…

ନୂଆଦିଲ୍ଲୀ: ଭାରତରେ #ମି ଠୁ ଅଭିଯାନର ପ୍ରଭାବ ଦିନକୁ ଦିନ ପ୍ରବଳ ମାତ୍ରାରେ ଦେଖିବାକୁ ମିଳୁଛି । ପୂର୍ବରୁ ଏହାକୁ ସେତେଟା ଗୁରୁତ୍ୱ ଦିଆ ଯାଉ ନଥିବା ବେଳେ ଏବେ ଏହି ଅଭିଯାନ ମାଧ୍ୟମରେ ନିଜ ଦୁଃଖ ଜଣାଉଛନ୍ତି ମହିଳା । ଏହି ଅଭିଯାନର ଶିକାର ନେତା, ଅଭିନେତା, ନିର୍ଦ୍ଦେଶକ, ସାମ୍ବାଦିକ,…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣର ଅଭିଯୋଗ ଲାଗିବା ପରେ ‘ହାଉସ୍‌ଫୁଲ୍‌-୪’ରୁ ବାହାରିଲେ ନାନା ପାଟେକର, ଜାଣନ୍ତୁ ତାଙ୍କ ସ୍ଥାନରେ କେଉଁ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଏବେ ବଲିଉଡ୍‌ରେ #ମି ଠୁ ଅଭିଯାନ ଜୋର ସୋରରେ ଆରମ୍ଭ ହୋଇ ଯାଇଛି । ଅନେକ ଅଭିନେତ୍ରୀ ସାମ୍ନା କରିଥିବା ଯୌନ ଶୋଷଣର ଘଟଣାର ଖୁଲାସା କରୁଥିବା ବେଳେ ଏହି ସୂଚୀରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ଅନ୍ୟ କୌଣସି ବାଟ ନ ପାଇ ଦଶମ ପରୀକ୍ଷା ଖାତାରେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଲେଖିଲେ ପୀଡ଼ିତା, ତା’ ପରେ…

ଗୁରୁଗ୍ରାମ: ଗୁରୁଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଯେଉଁ ଭଳି ଭାବରେ ନିଜ ସହ ହେଉଥିବା ଯୌନ ଶୋଷଣର ମାମଲା ସାମ୍ନାକୁ ଆଣିଥିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ସହ ଘଟୁଥିବା ଶୋଷଣ ବିଷୟରେ ସେ କାହାକୁ କହି ପାରୁ ନଥିବା ବେଳେ ଏହାକୁ ପୁଲିସ ପାଖରେ ପହଞ୍ଚାଇବା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଭୁଲ ଇଞ୍ଜେକସନ୍‌ ଦେବାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି। ମତୋ ବଜାର ଠାରେ ରବିବାର ମାନସ ପଣ୍ଡା ନାମକ ଜଣେ ଫାର୍ମାସିଷ୍ଟଙ୍କ କ୍ଲିନିକରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଶିଶୁ ପୁତ୍ର ଆଜି କ୍ଲିନିକୁ ଆସିଥିବା ଜଣେ ଫର୍ମାସିଷ୍ଟ…
ଅଧିକ ଖବର ଦେଖନ୍ତୁ...

#ମି ଠୁ ଅଭିଯାନର ବଡ଼ ପ୍ରଭାବ: ଯୌନ ଶୋଷଣର ଅଭିଯୋଗ ଲାଗିଥିବା ବ୍ୟକ୍ତିଙ୍କ ସହ କାମ ନ କରିବା ପାଇଁ ଶପଥ ନେଲେ ଏହି ୧୧…

ମୁମ୍ବାଇ: ପ୍ରଥମେ ଏତେଟା ଗୁରୁତ୍ୱ ବହନ କରି ନଥିବା # ମି ଠୁ ଅଭିଯାନ ଆଜି ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ୍‌ର ଇତିହାସରେ କେବେ ଘଟି ନଥିବା ଘଟଣା ସବୁ ଏବେ ଘଟୁଥିବା ବେଳେ ଅନେକ ଲୋକଙ୍କ ଅସଲ ମୁଖା ସାମ୍ନାକୁ ଆସିଛି । ପ୍ରଥମେ ଏହାର ପ୍ରଭାବ ଦେଖିବାକୁ ମିଳି ନଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର କରିବାକୁ ଯାଇଥିବା ବେଳେ ବନ୍ଧୁକରୁ ବାହାରିଲାନି ଗୁଳି, ଭିଡ଼ିଓରେ ଦେଖନ୍ତୁ କିଭଳି ଭାବରେ ବୁଦ୍ଧି ଖଟାଇ…

ସମ୍ଭଲ(ଉତ୍ତରପ୍ରଦେଶ) : ପୂର୍ବରୁ ଚୋର ବା ଅନ୍ୟ କୌଣସି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଆପଣାଇଥିବା ପନ୍ଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଥିବା ସମ୍ଭଲ ଜିଲ୍ଲାରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ଏକ୍‌କାଉଣ୍ଟର କରିବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...