Daily Archives

October 15, 2018

ଜାଣନ୍ତୁ କେଉଁ ୩ ଶ୍ରେଣୀର ଲୋକଙ୍କ ପାଇଁ ସେଓ ବିଷ ସମାନ !

ଫଳ ମଧ୍ୟରୁ ସେଓକୁ ଶରୀର ପାଇଁ ସବୁଠାରୁ ଲାଭଦାୟକ ବୋଲି ଧରାଯାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ,ଫାଇବର,ଭିଟାମିନ୍‌ ସି,ଭିଟାମିନ ବି ଇତ୍ୟାଦି ତତ୍ତ୍ୱ ଏହାକୁ ଅଧିକ ଖାସ୍‌ ବନାଇଥାଏ । ଶରୀରିକ ଦୁର୍ବଳତା ଦୂର କରିବା ଏବଂ ରୋଗପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଆପଲ ଜୁସ୍‌ ଏବଂ ଆପଲ ସାଇଡ଼ର…
ଅଧିକ ଖବର ଦେଖନ୍ତୁ...

ନିଜ ମା’ ବୟସର ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କଲା ୨୩ବର୍ଷୀୟ ଯୁବକ

ପାଣାଜି : ନିଜ ମା’ ବୟସର ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ନେଇ ପୁଲିସ କର୍ଣ୍ଣାଟକରେ ରହୁଥିବା ଜଣେ ୨୩ବର୍ଷୀୟ ଯୁବକଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଯେଉଁ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ସେ ଓଲ୍‌ଡ୍‌ ଗୋଆ ଭିଲେଜର ବାସିନ୍ଦା ବୋଲି ଜଣାପଡ଼ିଛି । ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

‘ହେଲିକପ୍ଟର ଇଲ୍ଲା’ର ସଫଳତା ପରେ କାଜୋଲଙ୍କ ବଡ଼ ଖୁଲାସା : ମୋ ପିଲାମାନେ ହିଁ ମୋ ଫିଲ୍ମ ଦେଖନ୍ତି ନାହିଁ,…

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ହେଲିକପ୍ଟର ଇଲ୍ଲାକୁ ଦର୍ଶକଙ୍କ ଭଲ ପାଇବା ମିଳିବା ପରେ ଖୁସି ଅଛନ୍ତି ଅଭିନେତ୍ରୀ କାଜୋଲ । ଏ ନେଇ କାଜୋଲ ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇବା ସହ ଏକ ରାଜ୍‌ର ଖୁଲାସା କରିଛନ୍ତି । ଏମିତି ଅନେକ ଅଛନ୍ତି ଯେଉଁମାନେ କାଜୋଲଙ୍କୁ ନିଜର ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାର ଏଭଳି ଅଜବ ଇଚ୍ଛାକୁ ପୂରା ନ କରି ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପ୍ରେମିକ

ପର୍‌ଭନୀ : ପ୍ରେମିକାର ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ଇଚ୍ଛା ହେଉଥିବାରୁ ଆତ୍ମହତ୍ୟା କଲା ପ୍ରେମିକ । ଏଭଳି ଅଜବ ଇଚ୍ଛା ପୂରଣ କରି ନ ପାରି ପ୍ରେମିକ ଆତ୍ମହତ୍ୟାର ବାଟ ବାଛି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଦିନ ପ୍ରେମିକାର ଏଭଳି ଇଚ୍ଛା ପୂରଣ କରିବାରୁ ନିଜକୁ…
ଅଧିକ ଖବର ଦେଖନ୍ତୁ...

ମୋ ସଂପର୍କୀୟଙ୍କ ଅଶାଳୀନ ସ୍ପର୍ଶ ମୋତେ ୨୦ବର୍ଷ ପର୍ଯ୍ୟନ୍ତ ପୁରୁଷମାନଙ୍କୁ ଡ଼ରିବାକୁ ବାଧ୍ୟ କରିଥିଲା : ତାହିରା କଶ୍ୟପ

ମୁମ୍ବାଇ : ଏବେ ଦେଶରେ #ମି ଠୁ ଅଭିଯାନର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଏହା ମାଧ୍ୟମରେ ନିଜ ନିଜର ଦୁଃଖ ନେଇ ମହିଳାମାନେ ସାମ୍ନାକୁ ଆସୁଛନ୍ତି । ଏବେ ଏହି ଅଭିଯାନରେ ସାମିଲ ହୋଇ ନିଜର କୋହଭରା ଦୁଃଖ ଜଣାଇଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ । ଇନ୍‌ଷ୍ଟାରେ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବାକୁ ପହଞ୍ଚିଥିଲେ, କଳା ବିଲେଇ ପାଇଁ ନିଷ୍ପତ୍ତି ପରିବର୍ତ୍ତନ କଲେ ଆମେରିକୀୟ ସେନା କର୍ମଚାରୀ,…

ନୂଆଦିଲ୍ଲୀ : ଜୀବନରେ ଆସୁଥିବା ବାଧାବିପତ୍ତିରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତିି ନେଇଥିଲେ ଜଣେ ଆମେରିକୀୟ ସେନା କର୍ମଚାରୀ । ଆତ୍ମହତ୍ୟା କରିବା ପାଇଁ ସେ ଏକ ଜନଶୂନ୍ୟ ସ୍ଥାନରେ ପହଞ୍ଚିବା ପରେ ଜୀବନର ଶେଷ ସିଗାରେଟ ଟାଣିବା ଆରମ୍ଭ କରିଥିଲେ । ସିଗାରେଟ୍‌ ଟାଣିବା ପରେ…
ଅଧିକ ଖବର ଦେଖନ୍ତୁ...

ତିତଲି ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା, ୩ ଦିନରେ ମିଳିବ

ଭୁବନେଶ୍ୱର : ତିତଲି ବାତ୍ୟା ଓ ତାପରେ ହୋଇଥିବା ବନ୍ୟା ଫଳରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ସରକାର ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକ ପିଛା ୪ ଲକ୍ଷ ଟଙ୍କାର ସହାୟତା ମିଳିବ । ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଏହି ରାଶି ଆସନ୍ତା ୩ ଦିନ ମଧ୍ୟରେ ମିଳିବ । ତେବେ ମୃତ୍ୟୁସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ପୂର୍ବ ପ୍ରେମିକାଙ୍କ ଚାଞ୍ଚଲ୍ୟକର ବୟାନ : ୫ ବର୍ଷ ବୟସରେ ହୋଇଥିଲି ଯୌନ ଶୋଷଣର ଶିକାର

ମୁମ୍ବାଇ : ଭାରତରେ ଏବେ #ମି ଠୁ ଅଭିଯାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆରମ୍ଭରୁ ଏହାକୁ ଏତେ ଗୁରୁତ୍ୱ ମିଳି ନଥିବା ବେଳେ ଏଇ କିଛି ଦିନ ମଧ୍ୟରେ ଏହାକୁ ଅନେକ ଗୁରୁତ୍ୱ ମିଳିବା ସହ ଅନେକ ମହିଳା ଏହା ମାଧ୍ୟମରେ ନିଜ ଦୁଃଖ ଜଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶର ଡ଼ାକ୍ତରଖାନାରେ ଘଟିଲା ଅଜବ ଘଟଣା : ଚିକିତ୍ସା କରାଇବା ପୂର୍ବରୁ ଡ଼ାକ୍ତରଙ୍କୁ ଜାତି କ’ଣ ବୋଲି ପଚାରିଲେ…

ଭୋପାଲ : ମଧ୍ୟପ୍ରଦେଶର ଜବଲପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀର ଚିକିତ୍ସା କରିବା ପୂର୍ବରୁ ସଂପର୍କୀୟମାନେ ଡ଼ାକ୍ତରଙ୍କ ଜାତି ପଚାରିବା ସହ ଉଚ୍ଚ ଜାତିର ଡ଼ାକ୍ତରଙ୍କଦ୍ୱାରା ହିଁ ଚିକିତ୍ସା କରାଇବୁ ବୋଲି…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଶକ୍ତି କପୁରଙ୍କ ଅଡିିଓ କ୍ଲିପ୍‌ : #ମି ଠୁ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କଲେ…

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ସବୁ କ୍ଷେତ୍ରର ଲୋକମାନଙ୍କୁ ଦୋହଲାଇ ଦେଇଛି । ସମସ୍ତଙ୍କ ଅସଲ ମୁଖା ସାମ୍ନାକୁ ଆସୁଥିବା ବେଳେ କିଛି ମହିଳା ମିଥ୍ୟା ଆରୋପ ଲଗାଉଥିବା ମଧ୍ୟ ପ୍ରମାଣ ହୋଇଛି । ଲେଖକ ଚେତନ ଭଗତଙ୍କ ଉପରେ ଇରା ତ୍ରୀବେଦି ନାମକ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...