Daily Archives

October 16, 2018

ନିଜ ସହ ଘଟି ନଥିବା ଘଟଣା ବିଷୟରେ ଶୁଣି ରାଗି ଗଲେ ଅଭିନେତ୍ରୀ ମୌନୀ ରୟ, ଟୁଇଟ୍‌ର ବ୍ୟବହାରକାରୀଙ୍କୁ ଦେଲେ କଡ଼ା ଜବାବ

ମୁମ୍ବାଇ: ବିଗତ କିଛି ଦିନ ହେବ ‘#ମି ଠୁ ଅଭିଯାନ’କୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଦିନକୁ ଦିନ ଏହା ସଶକ୍ତ ହେବାରେ ଲାଗିଛି । ଅନେକଙ୍କ ଅସଲ ମୁଖା ସାମ୍ନାକୁ ଆସିଥିବା ବେଳେ କିଛି ମହିଳା ଯୌନ ଶୋଷଣର ମିଥ୍ୟା ଆରୋପ ଲଗାଇଥିବା ମଧ୍ୟ ପ୍ରମାଣିତ ହୋଇଛି । ପୂର୍ବରୁ ଜଣାଶୁଣା ଲେଖକ ଚେତନ ଭଗତ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେଉ ନେଉ ୨୭ମହଲା ତଳକୁ ଖସିଲେ ମହିଳା, ଭାଇରାଲ ହେଲା ତଳକୁ ଖସୁଥିବା ସମୟର ଭୟାନକ ଭିଡ଼ିଓ

ନୂଆଦିଲ୍ଲୀ: ପୂର୍ବରୁ ସେଲ୍‌ଫି ନେଉଥିବା ସମୟରେ ଦୁର୍ଘଟଣାର ଶିକାର ହେବାର ଖବର ଅନେକ ଆସିଛି । ଏ ନେଇ ସରକାରଙ୍କ ତରଫରୁ ସାଧାରଣ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣା ଘଟିବାରେ ଲାଗିଛି । ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ପାନାମାରେ । ଜଣେ ୨୭ବର୍ଷୀୟ ମହିଳା…
ଅଧିକ ଖବର ଦେଖନ୍ତୁ...

ସଚ୍ଚିନ ତେନ୍ଦୁଲକରଙ୍କ ଏହି କଥା ମନେପକାଇ କାନ୍ଦିବାକୁ ଲାଗିଲେ ଶ୍ରୀସନ୍ଥ! କହିଲେ; ସେ ହିଁ କେବଳ…

ମୁମ୍ବାଇ : ବିଗ୍‌ବସ୍‌ ସିଜିନ୍‌ ୧୨ରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ଶ୍ରୀସନ୍ଥ । ଖୁବ୍‌ ଚତୁରତାର ସହିତ ସେ ଆଗକୁ ବଢ଼ୁଥିବା ବେଳେ ତାଙ୍କର ଅନେକ ରୂପ ସେ ଏହି ସୋ’ ମାଧ୍ୟମରେ ଦେଖାଇ ସାରିଛନ୍ତି । ଯାହା ତାଙ୍କୁ ଆଜି ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ବନାଇ ପାରିଛି । ପୂର୍ବରୁ ସେ ନିଜ…
ଅଧିକ ଖବର ଦେଖନ୍ତୁ...

ଦୁଇ ମାସ ପୂର୍ବରୁ ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ଆତ୍ମହତ୍ୟା କଲେ ୧୮ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର, ଜାଣନ୍ତୁ…

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଘଟିଥିବା ଏକ ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଆତ୍ମହତ୍ୟା ପଛରେ ଜଣେ ଆତ୍ମାର ହାତ ଥିବା କଥାକୁ କେହି ବିଶ୍ୱାସ କରି ପାରୁ ନଥିବା ବେଳେ ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆତ୍ମହତ୍ୟା ପରେ ମୃତ ସୌରଭଙ୍କ ସୁଇସାଇଡ଼୍‍ ନୋଟ୍‌କୁ ନେଇ ଏବେ…
ଅଧିକ ଖବର ଦେଖନ୍ତୁ...

ଅଡୁଆରେ ଖାନ୍‌ ବ୍ରଦର୍ସ : ଅଚେତ ଥିବା ସମୟରେ ୩ ଭାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ରେ ଏବେ #ମି ଠୁ ଅଭିଯାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ଅନେକ ବଡ଼ ବଡ଼ କଳାକାର ଫସିଥିବା ଦେଖା ଦେଇଛି । ଏବେ ଏହି ଅଭିଯାନର ଶିକାର ହୋଇଛନ୍ତି ଖାନ୍‌ ବ୍ରଦର୍ସ । ଅଭିନେତ୍ରୀ-ମଡ଼େଲ ତଥା ପୂର୍ବ ବିଗ୍‌ବସ୍‌ ପ୍ରତିଯୋଗୀ ପୂଜା ମିଶ୍ରା ସଲମାନ ଖାନ୍‌,ଅର୍‌ବାଜ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦିଅନ୍ତୁ, ଆପଣଙ୍କୁ ମନ୍ତ୍ରୀ ବନାଇବା ମୋର ଦାୟିତ୍ୱ: କମ୍ବଲ ବାବା

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳର ନେତାମାନେ ଦିନରାତି ଅଙ୍କ କଷୁଛନ୍ତି। ରାଜ୍ୟରେ ନେତା ଓ ବିଧାୟକଙ୍କୁ କିଣାଯାଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଏଭଳି ଏକ ସମୟରେ ରୋଗୀ ଚିକିତ୍ସା କରୁଥିବା କମ୍ବଲ ବାବାଙ୍କ ଏକ କଥିତ ଅଡିଓ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ବିଜେପି ପାଇଁ ଧକ୍କା, କଂଗ୍ରେସରେ ମିଶିବେ ଯଶୋବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ

ନୂଆଦିଲ୍ଲୀ : ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ସ୍ୱର୍ଗତ ଯଶୋବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ କଂଗ୍ରେସରେ ମିଶିବେ । ସେ ଆସନ୍ତା କାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବେ । ଏହି ଅବସରରେ କଂଗ୍ରେସ ନେତା ସଚିନ ପାଇଲଟ ଓ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ମେରୁନ। ଆରାଧନା:…
ଅଧିକ ଖବର ଦେଖନ୍ତୁ...