Daily Archives

October 17, 2018

ରିଆକ୍ଟ ମାଷ୍ଟର ଟ୍ରେନର୍‌ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ ଠାରେ ବୁଧବାର ରିଆକ୍ଟ ମାଷ୍ଟର ଟ୍ରେନର୍‌ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ ହୋଇ ଯାଇଛି। ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୨୩ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ୧୦ ଦିନିଆ ଶିବିରରେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡ.…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: ବିଧାନସଭା ନିର୍ବାଚନ ପାଇଁ ମାୟାବତୀଙ୍କ ନିଷ୍ପତ୍ତି, ସମସ୍ତ ୨୦୦ ଆସନରେ ଓହ୍ଲାଇବେ ‘ବିଏସ୍‌ପି’ର ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଏସ୍‌ପି ସମସ୍ତ ୨୦୦ଟି ଆସନରେ ପ୍ରାର୍ଥୀ ଦେବ। ମାୟାବତୀଙ୍କ ନିଷ୍ପତ୍ତି ସିଧାସଳଖ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଏହି ଦୁଇ ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି କହିଲେ ରଣବୀର, ପରେ ଯେଉଁ ଅଭିନେତ୍ରୀଙ୍କୁ ନେବା ପାଇଁ…

ମୁମ୍ବାଇ: ବଲିଉଡ୍‌ରେ ଏବେ ଦୀପ୍‌-ବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା ରଣବୀର କପୁର ନିଜର ଆଗାମୀ ଫିଲ୍ମ ପାଇଁ ଏବେ ଅଭିନେତ୍ରୀ ଖୋଜୁଥିବା ବେଳେ ଚିନ୍ତାରେ ପଡ଼ିଗଲେଣି ନିର୍ଦ୍ଦେଶକ ଲଭ ରଞ୍ଜନ । ପ୍ରଥମେ ଏହି ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ନାଗପୁର ପୁଲିସର ଅଭିନବ ପ୍ରୟାସ: ସଡ଼କ ସୁରକ୍ଷା ପାଇଁ ବ୍ୟବହାର କଲେ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ପୋଷ୍ଟର

ନାଗପୁର: ସବୁଥର ସଡ଼କ ସୁରକ୍ଷା ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ରାଜ୍ୟର ପୁଲିସ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଫିଲ୍ମର ଗୀତ ହେଉ ବା ପୋଷ୍ଟର । ସେ ସବୁକୁ ବ୍ୟବହାର କରି ଏକ ଭିନ୍ନ ଅନ୍ଦାଜରେ ସଡ଼କ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥାନ୍ତି । ପୂର୍ବରୁ ମୁମ୍ବାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣର ଆରୋପ ଲାଗିବା ପରେ ନିଜ ଏନ୍‌ଜିଓର ଟ୍ରଷ୍ଟିଙ୍କୁ କାର୍ଯ୍ୟନିବୃତ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: #ମି ଠୁ ଅଭିଯାନ ଜରିଆରେ ଅନେକ ଯୌନ ଶୋଷଣର ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଏନ୍‌ଜିଓର ଟ୍ରଷ୍ଟିଙ୍କ ଉପରେ ଏହି ଆରୋପ ଲଗାଯାଇଛି । ଟ୍ରଷ୍ଟିଙ୍କ ଉପରେ ୪ଜଣ ମହିଳା ଯୌନ ଶୋଷଣ ଭଳି ସଙ୍ଗୀନ ଆରୋପ ଲଗାଇବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବଲିଉଡ୍‌…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ମୋବାଇଲ ଫୋନ ଅର୍ଡ଼ର କରିଥିବା ଯୁବକ ପ୍ୟାକେଟ ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ, ଥାନାରେ ପହଞ୍ଚିଲା…

ଔରଙ୍ଗାବାଦ୍‌: ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରୁ ଅନ୍‌ଲାଇନ୍‌ ସପିଂକୁ ନେଇ ଏକ ମାମଲା ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଯୁବକ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ଏକ ଫୋନ ଅର୍ଡ଼ର କରିଥିଲେ । ନିର୍ଦ୍ଧାରିତ ସମୟରେ ଫୋନ ଡ଼େଲିଭରି ମଧ୍ୟ ହୋଇଥିଲା । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘଜୀବୀ କରାଉଛି କଫି, କହିଲା ଗବେଷଣା

ନୂଆଦିଲ୍ଲୀ: କଫି ପିଇବା ଦ୍ୱାରା ଲୋକମାନେ ଦୀର୍ଘଜୀବୀ ହେଉଛନ୍ତି ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଯେଉଁ ଲୋକମାନେ ଦିନକୁ ୧-୩କପ କଫି ପିଉଛନ୍ତି । ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଏବଂ ଜୀବିତ ରହୁଥିବା ଜଣା ପଡ଼ିଛି । ନ୍ୟାସନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ ତରଫରୁ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ କୁକୁରକୁ ଏକା ବୁଲୁଥିବା ଦେଖି ଘରେ ଆଣି ରଖିଲେ, କିନ୍ତୁ ମାସକ ପରେ ପାଳୁଥିବା ଜୀବଟି ପ୍ରକୃତରେ କ’ଣ ତାହା…

ନୂଆଦିଲ୍ଲୀ: ବେଜିଙ୍ଗରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବକ ଯାହାକୁ ମାସେ ପର୍ଯ୍ୟନ୍ତ କୁକୁର ବୋଲି ଭାବି ତାହାର ଲାଳନ ପାଳନ କରୁଥିଲେ ତାହା ପ୍ରକୃତରେ କ’ଣ ବୋଲି ଜାଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଏହି ଖବରଟି ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।…
ଅଧିକ ଖବର ଦେଖନ୍ତୁ...

ପୁଣି କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଆଣିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଗାୟିକା

ମୁମ୍ବାଇ: ଏବେ #ମି ଠୁ ଅଭିଯାନରେ ଏକ ନୂଆ ନାମ ସାମିଲ ହୋଇଛି । ପୂର୍ବରୁ କୈଲାଶ ଖେର୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏବେ ପୁଣି ଥରେ କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍‌ଙ୍କ ନାମ ଏଥିରେ ସାମିଲ ହୋଇଛି । ପୂର୍ବରୁ ସୋନା ମହାପାତ୍ର କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍‌ଙ୍କ ଉପରେ ଯୌନ ଶୋଷଣର…
ଅଧିକ ଖବର ଦେଖନ୍ତୁ...

କୌନ ବନେଗା କରୋଡ଼ପତି ନାମରେ ଠକେଇ, ଏହି କୋଡ଼୍‍ ଥିବା ନମ୍ବରରୁ କଲ୍‌ କରି ଲୁଟି ନେଉଛନ୍ତି ଟଙ୍କା

ନୂଆଦିଲ୍ଲୀ: କୌନ୍‌ ବନେଗା କରୋଡ଼ପତିର ସିଜିନ୍‌-୧୦ ଆରମ୍ଭ ହେବା ପରଠାରୁ ଏହାର ନାମର ଦୂରୁପୟୋଗ ହେବା କଥା ସାମ୍ନାକୁ ଆସୁଛି । ପୂର୍ବରୁ ଏହି ସୋ’ର ନାଁ ନେଇ ସାଧାରଣ ଲୋକମାନଙ୍କ ଠାରୁ ଚୋରମାନେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବାର ଖବର ଆସିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ମୁଣ୍ଡ…
ଅଧିକ ଖବର ଦେଖନ୍ତୁ...