ଚୀନ ପ୍ରତି ସଂଦେହ ହିଁ ଭାରତକୁ ଆମେରିକାର ସାମରିକ ସହଯୋଗୀ କରିଛି
ନୂଆଦିଲ୍ଲୀ : ଚୀନ ପ୍ରତି ସଂଦେହ ହିଁ ଭାରତ ଓ ଆମେରିକାର ସାମରିକ ସଂପର୍କକୁ ବଢାଇବାରେ ସହାୟକ ହୋଇଛି ବୋଲି ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଆଷ୍ଟନ କାର୍ଟର କହିଛନ୍ତି । ସେ କହିଛନ୍ତି ଯେ ସମଗ୍ର ଏସିଆରେ ଚୀନର ଔଦ୍ଧତ୍ୟ ବଢିଚାଲିଛି । ଚୀନ ନିଜର ସବୁ ପଡୋଶୀ ଦେଶମାନଙ୍କ ଉପରେ ଲୋଲୁପ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...