Daily Archives

October 19, 2018

ପଞ୍ଜାବରେ ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍ : ମୃତକଙ୍କ ସଂଖ୍ୟା ୫୦ ଟପିଲା, ଆହୁରି ବଢ଼ିବା ଆଶଙ୍କା

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରେଳ ଧାରଣା ଉପରେ ରାବଣ ପୋଡ଼ି ଦେଖୁଥିବା ବେଳେ ଲୋକଙ୍କ ଉପରେ  ଡିଏମ୍‌ୟୁ ଟ୍ରେନ୍‌  ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

କୋହଲିକୁ ଦେଖି ଖୁସିରେ ଅଭିଭୂତ ହୋଇଗଲେ ଦର୍ଶକ, ବଡ଼ ପାଟିରେ କହିଲେ-ଚିକୁ ଚିକୁ

ଗୌହାଟୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଅକ୍ଟୋବର ୨୧ରୁ ୱେଷ୍ଟଇଣ୍ଡିଜ ବିରୋଧରେ ୫ ଦିନିକିଆ ମ୍ୟାଚକୁ ମୁକାବିଲା କରିବ। ପ୍ରଥମ ଦିନିକିଆ ଆସାମର ଗୌହାଟୀ ଠାରେ ରବିବାର ଖେଳାଯିବ। ଏଥିପାଇଁ ଅଧିନାୟକ କୋହଲିଙ୍କ ସହିତ ଟିମ୍‌ ଇଣ୍ଡିଆର ଅନ୍ୟ ସଦସ୍ୟମାନେ ଗୌହାଟୀରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ସାବରିମାଳାରେ ବାବ୍ରୀ ବିଧ୍ୱଂସ ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି: ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ସିପିଏମ୍‌ ନେତା ସୀତାରାମ ୟେଚୁରୀ ଶୁକ୍ରବାର ସାବରିମାଳା ବିବାଦ ମାମଲାକୁ ବାବ୍ରୀ ମସଜିଦ୍‌ ସହିତ ତୁଳନା କରିଛନ୍ତି। ୟେଚୁରୀ ସାବରିମାଳାରେ ଦେଖାଯାଇଥିବା ହିଂସା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଉପରେ ଅଭିଯୋଗ ଆଣି କହିଛନ୍ତି, ବାବ୍ରୀ ବିଧ୍ୱଂସ ଭଳି ପରିସ୍ଥିତି ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ବିରୋଧରେ ଭାରତର ସୁଦର୍ଶନ ଚକ୍ର ହେଉଛନ୍ତି ଏନଏସଜି କମାଣ୍ଡୋ : ରାଜନାଥ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ବିରୋଧରେ ଏନଏସଜି ବା ବ୍ଲାକ କ୍ୟାଟ କମାଣ୍ଡୋମାନେ ହେଉଛନ୍ତି ଭାରତର ସୁଦର୍ଶନ ଚକ୍ର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଏହି ବାହିନୀର ସେ କହିଛନ୍ତି ଯେ ଯେକୌଣସି ଆନ୍ତର୍ଜାତିକ ଫୋର୍ସ ସହ ଏହା ତୁଳନୀୟ । ଏହା ଅନ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ…
ଅଧିକ ଖବର ଦେଖନ୍ତୁ...

ହ୍ଵିଲଚେୟାରରେ ରହିବେ କମେଡିଆନ ଭାରତୀ ସିଂହ

ମୁମ୍ବାଇ: ପ୍ରଖ୍ୟାତ କମେଡିଆନ ଭାରତୀ ସିଂହଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି, ଯାହା ଦେଖି ଭାରତୀଙ୍କ ପ୍ରଶଂସକ ପ୍ରଶଂସକ ଦୁଃଖ କରିବା ସହ ଭାରତୀଙ୍କୁ ନେଇ ଗର୍ବି ଅନୁଭବ କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଭାରତୀ ହ୍ଵିଲଚେୟାରରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ଟ୍ରେନ୍‌ ଦୁର୍ଘଟଣା: ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ୍‌ ଦୁର୍ଘଟଣା ପରେ ଭାରତୀୟ ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ଜାରି କରାଯାଇଛି। ହେଲପ୍‌ଲାଇନ୍‌ ଟେଲିଫୋନ୍‌ ନମ୍ବର ଗୁଡ଼ିକ ଏହି ଆଧାରରେ ଜାରି କରାଯାଇଛି। ମନଓ୍ଵାଲା ରେଲେଓ୍ଵ ଷ୍ଟେସନ ରେଳବାଇ: ୭୩୩୨୫, ବିଏସ୍‌ଏନ୍‌ଏଲ୍‌-…
ଅଧିକ ଖବର ଦେଖନ୍ତୁ...

ବଢିଚାଲିଛି ଭାରତୀୟଙ୍କ ସଂପତ୍ତି, ଦେଶରେ ଏବେ ୩ ଲକ୍ଷ ୪୩ ହଜାର ଡଲାର ମିଲିୟନେର

ନୂଆଦିଲ୍ଲୀ : ଭାରତର ଆର୍ଥିକ ଉନ୍ନତି ହେବା ସହ ଲୋକଙ୍କ ଆର୍ଥିକ ଅବସ୍ଥା ଉନ୍ନତ ହୋଇଚାଲିଛି । ଦେଶରେ କୋଟିପତିଙ୍କ ସଂଖ୍ୟା ବଢିଚାଲିଛି ବୋଲି ଏକ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ସଂସ୍ଥା କ୍ରେଡିଟ ସୁଇସର ଗ୍ଲୋବାଲ େଓ୍ଵଲଥ ରିପୋର୍ଟରୁ ଜଣାପଡିଛି । ୨୦୦୦ରେ ଭାରତରେ ୩୯ହଜାର ଡଲାର…
ଅଧିକ ଖବର ଦେଖନ୍ତୁ...

ପାର୍ବଣରେ ତନିସ୍କର  ସ୍ୱତନ୍ତ୍ର କଲେକ୍ସନ

ଭୁବନେଶ୍ୱର: ତନିସ୍କ ତରଫରୁ ଏହି ଦୀପାବଳିକୁ ଷ୍ଟାଇଲ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଯାଇଛି। ଉନ୍ମୋଚନ କରିଛି ‘ଉତ୍ସବ’-ଯାହା ହେଉଛି ଏକ ଉଲ୍ଲସିତ କରିବା ଭଳି ସମ୍ଭାର ଯାହା ଆମ ଦେଶର ଗଭୀର ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଛି, ଉତ୍ସବ ଆଲୋକର ବାସ୍ତବ ସାରମର୍ମ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପ୍ରତକ୍ଷ୍ୟଦର୍ଶୀଙ୍କ ବିବରଣୀ: କଂଗ୍ରେସ ପକ୍ଷରୁ ଦଶହରା ଉତ୍ସବ ଚାଲିଥିଲା ବେଳେ ମାଡ଼ିଗଲା ଡିଏମୟୁ ଟ୍ରେନ୍‌

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଯେଉଁ ସ୍ଥାନରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି, ସେଠାରେ କଂଗ୍ରେସ ପକ୍ଷରୁ ଦଶହରା ଉତ୍ସବ ପାଳନ ହେଉଥିଲା ବୋଲି ଜଣେ ପ୍ରତକ୍ଷ୍ୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି। ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ, ମହୋତ୍ସବ ପାଇଁ ଅନୁମତି ନିଆଯାଇ ନଥିଲା।…
ଅଧିକ ଖବର ଦେଖନ୍ତୁ...

ପ୍ରଥା ଓ ପରମ୍ପରାର ଭଙ୍ଗ ହେଲେ ସବରିମାଲା ମନ୍ଦିରର ଦ୍ୱାରକୁ ବନ୍ଦ କରି ଦିଆଯିବ ବୋଲି କହିଲେ ମୁଖ୍ୟ ପୂଜକ ଓ…

ସବରିମାଲା (କେରଳ): ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କର ପ୍ରବେଶକୁ ନେଇ ବିବାଦ କ୍ରମେ ଉଗ୍ର ଓ ତୀବ୍ର ହେବାରେ ଲାଗିଛି। ଆଜି ଜଣେ ୨୪ ବର୍ଷୀୟା ମହିଳା ସାମ୍ବାଦିକାଙ୍କ ସମେତ ଅନ୍ୟ ଜଣେ…
ଅଧିକ ଖବର ଦେଖନ୍ତୁ...