Daily Archives

October 20, 2018

ଆହ୍ଲାବାଦ ପରେ ସିମଲାର ନାମ ହେବ ପରିବର୍ତ୍ତନ! ଶ୍ୟାମଳା ରଖିବାକୁ ହିମାଳଚ ପ୍ରଦେଶ ସରକାର କରୁଛନ୍ତି ବିଚାର

ସିମଲା: ହିମାଚଳ ପ୍ରଦେଶ ସରକାର ସିମଲାର ନାମ ପରିବର୍ତ୍ତନ କରି ଶ୍ୟାମଳା ରଖିବାକୁ ବିଚାର କରୁଛନ୍ତି। ବ୍ରିଟିଶ ଶାସକଙ୍କ ସଙ୍କେତକୁ ପରିବର୍ତ୍ତନ କରାଯାଉ ବୋଲି ଏକ ହିନ୍ଦୁ ସଂଗଠନ ଦାବି କରିଛି। ଦାବି ଅନୁସାରେ, ଇଂରେଜମାନେ ଆସିବା ପୂର୍ବରୁ ସିମଲାର ନାମ ଶ୍ୟାମଳା ଥିଲା। ସାଧାରଣ ଜନତାଙ୍କ…
ଅଧିକ ଖବର ଦେଖନ୍ତୁ...

ହୋଣ୍ଡା ଆକ୍ଟିଭା ବିକ୍ରି ୨ କୋଟି ମାଇଲଖୁଣ୍ଟ ଟପିଲା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସବୁଠୁ ଲୋକପ୍ରିୟ ସ୍କୁଟର ଆକ୍ଟିଭା ବିକ୍ରି ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟ ଭାଗରେ କଂପାନି ଏହି ସଫଳତା ହାସଲ କରିଛି ଯାହାକୁ ନେଇ ହୋଣ୍ଡା ଅତ୍ୟନ୍ତ ଉଲ୍ଲସିତ ହୋଇପଡ଼ିଛି। କଂପାନି ପକ୍ଷରୁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ସାଜିଦ୍‌ ଖାନ୍‌ଙ୍କ ପରେ ଏବେ #ମି ଠୁ ଅଭିଯାନର ଶିକାର ହେଲେ ‘ନମସ୍ତେ ଇଂଲଣ୍ଡ’ର ନିର୍ଦ୍ଦେଶକ ବିପୁଲ ଶାହା,

ମୁମ୍ବାଇ : #ମି ଠୁ ଅଭିଯାନର ପ୍ରଭାବ ସାରା ଦେଶରେ ଏବେ ପଡ଼ି ସାରିଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ନାଁ ସାମ୍ନାକୁ ଆସୁଛି । ସବୁ କ୍ଷେତ୍ରର ଲୋକମାନଙ୍କ ନାଁ ଏଥିରେ ସାମିଲ ହୋଇ ସାରିଥିବା ବେଳେ ଏବେ ଅର୍ଜୁନ୍‌-ପରିଣୀତିଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ନିର୍ଦ୍ଦେଶକ ବିପୁଲ ଶାହାଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଦୀପିକା ପାଦୁକୋନଙ୍କ ଏନ୍‌ଜିଓର ଟ୍ରଷ୍ଟି

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ଅନେକ ବଡ଼ ବଡ଼ ଷ୍ଟାର ଏଥିରେ ଫସି ସାରିଛନ୍ତି । କିନ୍ତୁ ଏ ସବୁ ଅଭିଯୋଗ ମଧ୍ୟରେ ଏନ୍‌ଜିଓ ଟିଏଲ୍‌ଏଲ୍‌ଏଫ୍‌(ଦ ଲିଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନ)ର ଟ୍ରଷ୍ଟି ଅନିର୍ବାଣ ଦାସ ବ୍ଲାହ ଯେଉଁ ପଦକ୍ଷପ ନେଇଛନ୍ତି ତାହା ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରତିଯୋଗୀ ଜସ୍‌ଲୀନ୍‌ଙ୍କ ରାଜ୍‌ ଖୋଲିଦେଲେ ବିଗ୍‌ ବସ୍‌,ଏହି କଣ୍ଠଶିଳ୍ପୀଙ୍କୁ କରୁଥିଲେ ଡେଟ୍‌

ମୁମ୍ବାଇ : ଦେଶର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ପାଲଟିଛି ବିଗ୍‌ ବସ୍‌ର ସିଜିନ୍‌-୧୨ । ଏହି ସିଜିନ୍‌ରେ ଥିବା ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ଚର୍ଚ୍ଚା ପାଇଁ ସୋ’ର ଟିଆର୍‌ପି ବଢ଼ୁଥିବା ବେଳେ ବିଗ୍‌ ବସ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ପାଲଟିଛନ୍ତି ଅନୁପ ଜଲୋଟା ଏବଂ…
ଅଧିକ ଖବର ଦେଖନ୍ତୁ...

ମାଙ୍କଡ଼ଙ୍କର ପଥର ପିଙ୍ଗାରେ ଚାଲିଗଲା ବୃଦ୍ଧଙ୍କ ଜୀବନ ! କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକଙ୍କ ଦାବି…

ବାଘ୍‌ପତ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାଘ୍‌ପତରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ମାଙ୍କଡ଼ମାନେ ଜଣେ ବୃଦ୍ଧଙ୍କୁ ପଥର ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହି ଅଭିଯୋଗ ହେବା ପରେ ଖବରଟି ପୁଲିସ ଏବଂ ସ୍ଥାନୀୟ ଲୋକଙ୍କୁ ବିଶ୍ୱାସ କରିବାକୁ ଅଡ଼ୁଆରେ ପକାଇଛି…
ଅଧିକ ଖବର ଦେଖନ୍ତୁ...

ଏହି ଗାଁରେ ଦଶହରାରେ ରାବଣ ପୋଡ଼ି ନୁହେଁ, ସୁପର୍ଣଖା ଦହନ କରାଯାଏ,ଜାଣନ୍ତୁ ଏଭଳି ଅଜବ କାର୍ଯ୍ୟ ପଛରେ କାରଣ କ’ଣ?

ଔରାଙ୍ଗାବାଦ୍‌ : ସାଧାରଣତଃ ଦଶହରାରେ ରାବଣ ପ୍ରତିମା ପୋଡ଼ା ଯାଇଥାଏ । କିନ୍ତୁ ମହାରାଷ୍ଟ୍ରରେ ଔରାଙ୍ଗାବାଦ୍‌ ଜିଲ୍ଲାରେ ଏକ ଏମିତି ଗାଁ ରହିଛି, ଯେଉଁଠି ରାବଣ ନୁହେଁ ବରଂ ତାଙ୍କ ଭଉଣୀ ସୁପର୍ଣଖାର କୁଶ ପୁତ୍ତଳିକାକୁ ଦାହ କରାଯାଇଥାଏ । ଏପରି କରିବା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି ।…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ, ଇଜ୍ଜତ ବଞ୍ଚାଇବା ପାଇଁ ଏଭଳି କାମ କରିବା ପାଇଁ ବାଧ୍ୟ ହେଲେ ଯୁବତୀ

ଜୟପୁର : ଜୟପୁରରେ ଜଣେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମର ଉଦ୍ୟମ କରାଯାଇଥିବା ଖବର ମିଳିଛି। ଦୁଷ୍କର୍ମର ଶିକାର ହେବା ଡ଼ରରେ ପୀଡ଼ିତା ଅନ୍ୟ କିଛି ବାଟ ନ ପାଇଁ ୩ ମହଲା ତଳକୁ ଡ଼େଇଁ ପଡ଼ିଥିଲେ। ଏହି ସମୟରେ ସେ ନିର୍ବସ୍ତ୍ର ଥିଲେ ବୋଲି ତାଙ୍କୁ ଡ଼ାକ୍ତରଖାନା ନେଇଥିବା ଲୋକେ କହିଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଏହି ବଲିଉଡ୍‌ ଅଭିନେତ୍ରୀମାନେ ବିବାହ କରି ସାରିଥିଲେ; କିନ୍ତୁ ରଖିଥିଲେ ଗୋପନ

କୁହାଯାଏ ବଲିଉଡ୍‌ କଳାକାରମାନଙ୍କର ଜୀବନ ଖୋଲା ବହି ଭଳି । ସେମାନେ କ’ଣ କରନ୍ତି?କୁଆଡ଼େ ଯାଆନ୍ତି? ତାହା ସମସ୍ତଙ୍କୁ ଜଣାଥାଏ । ଯଦି ଆପଣ ମଧ୍ୟ ଏପରି ଭାବୁଛନ୍ତି ତେବେ ତାହା ସଂପୂର୍ଣ୍ଣ ଭୁଲ । କାରଣ ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ମିଥ୍ୟା ଅଭିଯୋଗ ଲାଗିବା ପରେ ନିରାଶ ହୋଇ ନିଜର ଗୁପ୍ତାଙ୍ଗ କାଟିଦେଲେ ସାଧୁ

ବାମ୍‌ନା(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ସ୍ଥାନୀୟ ଲୋକଙ୍କ ମିଥ୍ୟା ଆରୋପକୁ ଗ୍ରହଣ ନ କରି ଜଣେ ସାଧ ନିଜର ଗୁପ୍ତାଙ୍ଗ କାଟି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ପରେ ଏବେ ବାବାଙ୍କୁ ବାମ୍‌ନାରେ ଥିବା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...