Daily Archives

October 21, 2018

ଉତ୍ତରପ୍ରଦେଶ ପରେ କର୍ଣ୍ଣାଟକରେ ବୁଲା କୁକୁରଙ୍କ ଆତଙ୍କ, ୧୦ ଗୁରୁତର ଆହତ

ବେଙ୍ଗାଲୁରୁ: ଉତ୍ତର ପ୍ରଦେଶ ପରେ କର୍ଣ୍ଣାଟକରେ ମଧ୍ୟ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। କଲବୁର୍ଗୀ ଠାରେ ବୁଲା କୁକୁରଙ୍କ ଆକ୍ରମଣରେ ରବିବାର ୧୦ ଜଣ ଶିଶୁ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କଲବୁର୍ଗୀର ଅମନ ନଗରରେ ବୁଲା କୁକୁରମାନେ ଶିଶୁମାନଙ୍କୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ଗୌହାଟୀ ଦିନିକିଆ: ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେନି କୁଲଦୀପ ଯାଦବ, ପ୍ରଶଂସକ କହିଲେ ଟିମ୍‌ ରାଜନୀତି

ଗୌହାଟୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୫ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୮ ଓ୍ଵିକେଟରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା। ଭାରତ ୨ୟ ଇନିଂସରେ ୪୨.୧ ଓଭରରେ ମାତ୍ର ୨ଟି ଓ୍ଵକେଟ ହରାଇ ୩୨୬…
ଅଧିକ ଖବର ଦେଖନ୍ତୁ...

ଆରମ୍ଭରୁ ଶାହାରୁଖ୍‌ ଖାନ୍‌ଙ୍କୁ ପସନ୍ଦ କରୁ ନଥିଲେ ୟଶ ଚୋପ୍ରା, ଏହି ଫିଲ୍ମ ଦେଖି ଶାହାରୁଖ୍‌ଙ୍କୁ ବନାଇଲେ ରୋମାନ୍ସର…

ମୁମ୍ବାଇ: ଶାହାରୁଖ୍‌ଙ୍କୁ ରୋମାନ୍ସର କିଙ୍ଗ କରିଥିଲେ ନିର୍ଦ୍ଦେଶକ ୟଶ ଚୋପ୍ରା । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ମନରେ ଏବେ ମଧ୍ୟ ଘର କରି ରହିଥିବା ବେଳେ ଶାହାରୁଖ୍‌ଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା । ସେ ବଲିଉଡ୍‌କୁ ‘ଇତ୍ତେଫାକ୍‌’, ‘ଦାଗ’, ‘ଲମ୍‌ହେ’,…
ଅଧିକ ଖବର ଦେଖନ୍ତୁ...

ବୀଣାକୁ ବ୍ୟବହାର କରି ବଲିଉଡ୍‌ କଣ୍ଠଶିଳ୍ପୀ ଶଙ୍କର ମାଧଓ୍ଵନଙ୍କ ବ୍ରେଥ୍‌ଲେସ୍‌ ଗୀତକୁ ନୂଆ ରୂପ ଦେଲେ ଏହି ମହିଳା,…

ନୂଆଦିଲ୍ଲୀ: ପୂର୍ବରୁ ଲୋକମାନଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର କଳା ଥାଇ ମଧ୍ୟ ସେମାନେ ତାହାକୁ ଦୁନିଆ ଆଗରେ ପରିପ୍ରକାଶ କରି ପାରୁ ନଥିଲେ । କାରଣ ସେ ସମୟରେ ଆଜି ଭଳି ଅତ୍ୟାଧୁନିକ ମାଧ୍ୟମ ସବୁ ଉପଲବ୍ଧ ନଥିଲା । ଆଜିକାଲିର ଡ଼ିଜିଟାଲ ଦୁନିଆରେ ଲୋକମାନେ ଅତି ସହଜରେ ନିଜର ଟ୍ୟାଲେଣ୍ଟକୁ…
ଅଧିକ ଖବର ଦେଖନ୍ତୁ...

ନିଜ ପ୍ରେମିକମାନଙ୍କ ଦ୍ୱାରା ଏହି ବଲିଉଡ୍‌ ଅଭିନେତ୍ରୀ ହୋଇଥିଲେ ଶାରୀରିକ ନିର୍ଯାତନାର ଶିକାର

ବଲିଉଡ୍‌ ଅନେକ ସଫଳ ଏବଂ ବିଫଳ ପ୍ରେମ କାହାଣୀର ମୂକସାକ୍ଷୀ ପାଲଟିଛି । ଅନେକ କଳାକାରମାନଙ୍କ ସଫଳ ପ୍ରେମ କାହାଣୀ ଉଦାହରଣ ସୃଷ୍ଟି କରିଥିବା ବେଳେ, ଅନେକ ବିଫଳ ପ୍ରେମ କାହାଣୀ ମଧ୍ୟ ବଲିଉଡ୍‌ରେ ଦେଖିବାକୁ ମିଳିଛି । କିଛି ଅଭିନେତା-ଅଭିନେତ୍ରୀ ପ୍ରେମ ପରେ ବିବାହ କରିଥିବା ବେଳେ କିଛି…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ୍‌ରେ ଭାଇରାଲ ହେଲା କୋଲକାତା ପୁଲିସକର୍ମୀଙ୍କ ଭିଡ଼ିଓ, ଦେଖନ୍ତୁ କିଭଳି ଭାବରେ ଭିଡ଼କୁ ସମ୍ଭାଳି ଥିଲେ ଏହି…

କୋଲକାତା: ସାରା ଦେଶରେ ମା’ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଗତକାଲି ତାଙ୍କୁ ମେଲାଣି ଦିଆ ଯାଇଥିଲା । ବିଭିନ୍ନ ପ୍ରକାରର ମେଢ଼ ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ମା’ଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପୂରା ପୂଜା ଉତ୍ସବକୁ ଲୋକମାନେ ମନ ଭରି ଉପଭୋଗ କରିଥିଲେ । ସାରା ଦେଶରେ ଦଶହରାକୁ…
ଅଧିକ ଖବର ଦେଖନ୍ତୁ...

ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମାସକୁ ଏତେ କମ ଆୟରେ କାମ କରିବାକୁ ରାଜି ହୋଇ ଯାଇଥିଲେ ପରୀଣିତି, ଆୟ ବିଷୟରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ରିଲିଜ୍‌ ହୋଇ ସାରିଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ଦୁଇ କଳାକାର ଏବେ ଚର୍ଚ୍ଚାରେ ଥିବା ବେଳେ ଅଭିନେତ୍ରୀ ପରୀଣିତି…
ଅଧିକ ଖବର ଦେଖନ୍ତୁ...

ଦରମା ମାଗିବାରୁ ୧୬ବର୍ଷୀୟା ଗୃହ ସହାୟିକାଙ୍କୁ ହତ୍ୟା କରିବା ସହ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲା ଘରର ମାଲିକାଣୀ,…

ନୂଆଦିଲ୍ଲୀ: ଏବେ ମଧ୍ୟ ଦେଶରେ ଏମିତି ପରିବାର ରହିଛି । ଯେଉଁଠି ନିଜ ଘର ଚଳାଇବା ପାଇଁ ମାତା-ପିତାମାନେ ନାବଳିକା ପିଲମାନଙ୍କୁ ଅନ୍ୟ ଘରକୁ କାମ କରିବା ପାଇଁ ପଠାଉଛନ୍ତି । ପରିସ୍ଥିତି ଏବଂ ଆର୍ଥିକ ଅନଟନରେ ବୁଡ଼ି ରହି ମାତା-ପିତାମାନେ ଏପରି କରିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ପରେ ଏବେ ଟଲିଉଡ୍‌ରେ #ମି ଠୁ : ଲୋକପ୍ରିୟ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାର୍‌ଙ୍କ ଉପରେ ଲାଗିଲା ଯୌନ ଶୋଷଣର ଆରୋପ,…

ନୂଆଦିଲ୍ଲୀ: ବଲିଉଡ୍‌ରେ ଝଡ଼ ସୃଷ୍ଟି କରିବା ପରେ ଏବେ ଟଲିଉଡ୍‌ ମୁହାଁ ହୋଇଛି #ମି ଠୁ ଅଭିଯାନ । ପୂର୍ବରୁ ଏହି ଅଭିଯାନ ଜରିଆରେ ଟଲିଉଡ୍‌ ଅଭିନେତ୍ରୀ ଶ୍ରୀରେଡ଼୍ଡୀ ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଅର୍ଜୁନ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଅମୃତା ଫଡ୍‌ନାଭିସଙ୍କ ସେଲ୍‌ଫି ନିଶା: ମଝି ସମୁଦ୍ରରେ ବିପଦଜନକ…

ମୁମ୍ବାଇ: ଏବେ ସାରା ବିଶ୍ୱରେ ଲୋକମାନଙ୍କୁ ସେଲ୍‌ଫି ନିଶା ଘାରିଛି । କୌଣସି ନୂଆ ସ୍ଥାନକୁ ବୁଲିଗଲେ ଲୋକମାନେ ସେଲ୍‌ଫି ନେବାକୁ ଆଦୌ ଭୁଲୁ ନାହାନ୍ତି । ପୂର୍ବରୁ ସେଲ୍‌ଫିକୁ ନେଇ ଅନେକ ଦୁର୍ଘଟଣା ଘଟିଥିବା ବେଳେ ଏ ନେଇ କଡ଼ା ଆଇନ ତିଆରି କରିଛନ୍ତି କେନ୍ଦ୍ର ସରକାର । ସବୁ ଦର୍ଶନୀୟ…
ଅଧିକ ଖବର ଦେଖନ୍ତୁ...