Daily Archives

October 22, 2018

ଅନୁ ମଲିକ୍‌ଙ୍କୁ ନେଇ ବଡ଼ ଖୁଲାସା କଲେ ପରିଣୀତି ! କହିଲେ; ସେ ମୋତେ ପ୍ରଥମେ ଦେଖିବା ପରେ କରିଥିଲେ ଏଭଳି ଭବିଷ୍ୟବାଣୀ

ମୁମ୍ବାଇ : କିଛି ଦିନ ପୂର୍ବରୁ ପରିଣୀତିଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦେଶର ସବୁ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣୀତିଙ୍କ ଯୋଡ଼ିକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ଏ ସବୁ ମଧ୍ୟରେ ଏବେ ପରିଣୀତିଙ୍କୁ ନେଇ ବଲିଉଡ୍‌ର…
ଅଧିକ ଖବର ଦେଖନ୍ତୁ...

ସଂଗୀତ୍‌ ଭାରତ ଅଭିଯାନ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜି କରାଇବା ପାଇଁ ଇଞ୍ଜିନିୟରରୁ ସଂଗୀତ ଶିକ୍ଷକ ହେଲେ ଯୁବକ,…

ହାଇଦ୍ରାବାଦ୍‌ : ଭାରତକୁ ସଙ୍ଗୀତ ରାଷ୍ଟ୍ର କରିବା ପାଇଁ ଆନ୍ଧ୍ରପ୍ରଦେଶରେ ରହୁଥିବା ୫୫ବର୍ଷୀୟ ସିଭିଲ ଇଞ୍ଜିନିୟର ଏବେ ଗରିବ ପିଲାମାନଙ୍କୁ ଗିଟାର ଶିଖାଇବା ଆରମ୍ଭ କରିଛନ୍ତି । ଏହି କାମ ପାଇଁ ସେ ପ୍ରତି ପିଲାଙ୍କଠାରୁ ଦୈନିକ ଏକ ଟଙ୍କା ନେଉଥିବା ଜଣା ପଡ଼ିଛି । ସିଭିଲ ଇଞ୍ଜିନିୟରଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ଭାବି ନଣଦଙ୍କୁ ପସନ୍ଦ କରୁ ନାହାନ୍ତି ଦୀପିକା ପାଦୁକୋନ, ଅନେକ ବର୍ଷରୁ ଦୁହିଁଙ୍କ ମଧ୍ୟରେ ରହିଛି ଶତ୍ରୁତା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ନଭେମ୍ବର ୧୯ରେ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଏବେ ଦୀପିକାଙ୍କର ତାଙ୍କ ଭାବି ନଣଦଙ୍କ ସହ ଜମା ବି ପଡ଼ୁନଥିବା ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରେ ଅନେକ ବର୍ଷ ପୂର୍ବରୁ ଶତ୍ରୁତା ଆରମ୍ଭ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଦୀପ୍‌-ବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖ ଘୋଷଣା ପରେ ଏବେ ସାମ୍ନାକୁ ଆସିଲା ହାସ୍ୟ ଅଭିନେତା କପିଲ…

ମୁମ୍ବାଇ : ଚଳିତ ବର୍ଷ ବିବାହ କରିବାକୁ ଥିବା ସୂଚୀରେ ଏବେ ଆଉ ଏକ ନୂଆ ନାମ ସାମିଲ ହୋଇଛି । ବଲିଉଡ୍‌ ଷ୍ଟାର ଦୀପ୍‌-ବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖ ଘୋଷଣା କରାଯାଇ ସାରିଥିବା ବେଳେ ଏବେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । କପିଲଙ୍କ ଜଣେ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ଶବ ନେବାକୁ ମନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ବିଗତ କିଛି ଦିନ ହେଲା ଭାରତୀୟ ସେନାର ଓ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ମଧ୍ୟରେ ଅନେକ ଥର ମୁହାଁମୁହିଁ ସଂଘର୍ଷ ହୋଇଛି । ସେନା ସହ ସଂଘର୍ଷରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନେ ପାକିସ୍ତାନରୁ ଆସିଥିବାର ସବୁ ପ୍ରମାଣ ଥିବାରୁ ଏସବୁ ମୃତଦେହ ଗୁଡ଼ିକୁ ଫେରାଇ ନେଇ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉ, ସରକାରଙ୍କୁ ଅନୁଗୁଳ ଜିଲ୍ଲାପାଳଙ୍କ ପତ୍ର

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ସୁନ୍ଦରୀ ବାଘୁଣୀର ଉତ୍ପାତ ବଢିଚାଲିଥିବାରୁ ସ୍ଥାନୀୟ ଲୋକେ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି । ଏହାକୁ ନେଇ ଲୋକମାନେ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଦେଲେଣି । ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ଥିବାରୁ ଏହି ବାଘୁଣୀକୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ନଭେମ୍ବର ୧୫ରେ ବିବାହ କରିବାକୁ ଯାଉଛନ୍ତି ଦୀପ୍‌-ବୀର

ମୁମ୍ବାଇ : ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ମଧ୍ୟରେ ରହିଛି ବଲିଉଡ୍‌ର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ । ଦୁହିଁଙ୍କ ବିବାହ ତାରିଖକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଗତକାଲି ସବୁ ଚର୍ଚ୍ଚାର ଅନ୍ତ ଘଟିବା ସହ ଦୁହିଁଙ୍କ ବିବାହ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ରାସ୍ତାରେ ଏକା ଦେଖି କମେଣ୍ଟ ମାରିବାକୁ ଲାଗିଲେ ଦୁଇ ଯୁବକ, ମହିଳାଙ୍କଠାରୁ ନିସ୍ତୁକ ମାଡ଼ ଖାଇ ସାରିବା ପରେ…

ହାଜିପୁର : ବିହାରର ହାଜିପୁରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ମହିଳାଙ୍କୁ ଏକା ପାଇ ଦୁଇ ଯୁବକ କମେଣ୍ଟ ମାରି ହଇରାଣ କରିବା ପରେ ମହିଳାଜଣଙ୍କ ଯେଉଁ ପଦକ୍ଷପ ନେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହାଜିପୁର ରେଳ ଷ୍ଟେସନରେ ମହିଳା ଠିଆ ହୋଇଥିବା ବେଳେ ଦୁଇ…
ଅଧିକ ଖବର ଦେଖନ୍ତୁ...

ପୁଣି ଚେତନଙ୍କୁ ପାଲଟା ଆକ୍ରମଣ କଲେ ଇରା : ଚେତନ୍‌ଙ୍କ ସହ ଇମେଲ ଜରିଆରେ ହୋଇଥିବା କଥାକୁ ସାର୍ବଜନୀନ କରି ଜଣାଇଲେ…

ମୁମ୍ବାଇ : ବଲିଉଡ୍‌ରେ ମାସେ ପୂର୍ବରୁ ଉଠିଥିବା #ମି ଠୁର ଝଡ଼ ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହିଁ । ଯୋଗଗୁରୁ ଇରା ତ୍ରିବେଦୀ ଜଣାଶୁଣା ଲେଖକ ଚେତନ ଭଗତଙ୍କ ଉପରେ ଯେଉଁଭଳି ଭାବରେ ଆରୋପ ଲଗାଇଥିଲେ,ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇରାଙ୍କ ଅଭିଯୋଗ ପରେ ଚେତନ ଇରାଙ୍କ ସହ ମେସେଜ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର : ଅଇଁଠାପାଲି ଦୁର୍ଗାମେଢ ଭଷାଣି ବେଳେ ରକ୍ତାକ୍ତ ସଂଘର୍ଷ, ଯୁବକ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ଆଜି ଦଶହରା ମେଢ ଭଷାଣି ଚାଲିଥିବାବେଳେ ଏକ ରକ୍ତାକ୍ତ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅଁଇଠାପାଲି ଦୁର୍ଗାମେଢ ଭଷାଣି ବେଳେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଫଳରେ ବିଶାଳ ଖଡ଼ିଆ ନାମକ ୧୮ ବର୍ଷର ଯୁବକ ଗୁରୁତର…
ଅଧିକ ଖବର ଦେଖନ୍ତୁ...