Daily Archives

October 22, 2018

ଯୌତୁକରେ ଆପାଚେ ବଦଳରେ ପଲ୍‌ସର ବାଇକ ଦିଆଯିବାରୁ ବିବାହ ପାଇଁ ମନା କଲା ବର, ରାଗରେ ଏଭଳି ପଦକ୍ଷପ ନେଲେ କନ୍ୟାପକ୍ଷ

ଲକ୍ଷ୍ନୌ : ଲକ୍ଷ୍ନୌରେ ଏକ ବିବାହ ଉତ୍ସବରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ଠିକ୍‌ ପୂର୍ବରୁ ବାହାଘର ପାଇଁ ମନା କରିବାରୁ ବର ସମେତ ବରର ୪ଜଣ ସଂପର୍କୀୟଙ୍କୁ କନ୍ୟାପକ୍ଷ ଯେଉଁ ଦଣ୍ଡ ଦେଇଥିଲେ ତାହାକୁ ନେଇ ଏବେ ଲୋକମାନେ ଆଲୋଚନା କରିବା ଆରମ୍ଭ କରିଛନ୍ତି । ବରକୁ…
ଅଧିକ ଖବର ଦେଖନ୍ତୁ...

ସାବରିମାଲା ମନ୍ଦିରରେ ପୁରୁଷ ବେଶରେ ଜଣେ ମହିଳା ପ୍ରବେଶ କରିଥିବା ସନ୍ଦେହ: ମାନବ ଶୃଙ୍ଖଳ କରି ପ୍ରତିବାଦ କଲେ ଭକ୍ତ

କୋଚି: ସାବରିମାଲା ମନ୍ଦିରରେ ସୋମବାର ସଂଧ୍ୟାରେ ଦେଖାଯାଇଛି ଉତ୍ତେଜନା। ମନ୍ଦିରର ଚାରିପଟେ ଭଗବାନ୍‌ ଆୟାପ୍ପାଙ୍କ ଭକ୍ତମାନେ ମାନବ ଶୃଙ୍ଖଳ କରି କାହାକୁ ବି ଛାଡ଼ି ଦେଉନାହାନ୍ତି। ମିଳିଥିବା ସୂଚନା ଅନୁସାରେ,ଜଣେ ମହିଳା ପୁରୁଷ ବେଶରେ ଆସି ମନ୍ଦିରର ଗର୍ଭଗୃହ ଭିତରକୁ ପ୍ରବେଶ କରିଥିବା…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ନୂଆ ଅଫର, ବର୍ଷକ ପାଇଁ ଅସୀମିତ କଲ ଓ ୨୫ଜିବି ଡାଟା

ନୂଆଦିଲ୍ଲୀ: ନିଜର ଏଫଟିଟିଏଚ ବ୍ରୋଡବ୍ୟାଣ୍ଡ ପ୍ଲାନ୍ସକୁ ଅପଡେଟ କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ଏବେ ୧,୦୯୭ ଟଙ୍କାର ରିଚାର୍ଜ ପ୍ୟାକ୍‌ ନେଇ ଆସିଛି। ଯେଉଁଥିରେ ଅସୀମିତ ଭଏସ୍‌ କଲ ବ୍ୟତୀତ ୨୫ଜିବି ଡାଟା ମିଳିବ। ଅର୍ଥାତ୍‌ ପ୍ରତିଦିନ ୭୦ ଏମବି ଡାଟା ମିଳିବ। ପ୍ଲାନ୍‌ରେ ବୈଧତା ୩୬୫ଦିନ…
ଅଧିକ ଖବର ଦେଖନ୍ତୁ...

ଅରୁଣ ଜେଟଲୀଙ୍କ ଝିଅ ମେହୁଲ ଚୋକସୀଙ୍କଠାରୁ ନିୟମିତ ଦରମା ନେଉଥିଲେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରେ ଏକ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ପିଏନବି ଋଣ ଠକେଇ ମାମଲରା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସୀଙ୍କୁ ଜେଟଲୀ ଜାଣିଶୁଣି ବିଦେଶ ପଳାଇବାକୁ ସୁଯୋଗ ଦେଇଥିଲେ । ଏହାର କାରଣ ହେଉଛି ଜେଟଲୀଙ୍କ ଝିଅ ମେହୁଲଙ୍କ…
ଅଧିକ ଖବର ଦେଖନ୍ତୁ...

ନୋକିଆର ପାର୍ବଣ ଅଫର,  ବିଭନ୍ନ ହ୍ୟାଣ୍ଡସେଟର ମୂଲ୍ୟ ୧ ହଜାରରୁ ୧୩ ହଜାର ପର୍ଯ୍ୟନ୍ତ ହ୍ରାସ 

ନୂଆଦିଲ୍ଲୀ : ଚଳିତ ପାର୍ବଣଋତୁ ଉପଲକ୍ଷେ ବିଭିନ୍ନ ମୋବାଇଲ ଫୋନ କମ୍ପାନି ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ଅଫର ଘୋଷଣା କରୁଛନ୍ତି । ଦଶହରା ପୂର୍ବରୁ ପ୍ରାୟ ସବୁ ପ୍ରମୁଖ ସ୍ମାର୍ଟଫୋନ କମ୍ପାନି ନିଜର ବିଭିନ୍ନ ମଡେଲ ଉପରେ ସ୍ୱତନ୍ତ୍ର ରିହାତି ଘୋଷଣା କରିଥିଲେ । କିନ୍ତୁ ନୋକିଆ…
ଅଧିକ ଖବର ଦେଖନ୍ତୁ...

ମେକ୍ସିକୋ ଉପକୂଳ ଆଡ଼କୁ ମୁହାଁଇଛି ଭୟଙ୍କର ସାମୁଦ୍ରିକ ହରିକେନ୍‌ ଓ୍ଵିଲା, ବୁଧବାର ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ…

ମେକ୍ସିକୋ: ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଓ୍ଵିଲା ଏବେ ଏକ ଭୟଙ୍କର ହରିକେନ୍‌ର ରୂପ ନେଇ ମେକ୍ସିକୋର ପଶ୍ଚିମ ଉପକୂଳ ଆଡ଼କୁ ମୁହାଁଇଛି। ଏବେ ଏହି ହରିକେନ୍‌ ଓ୍ଵିଲାକୁ କାଟାଗୋରି-୫ରେ ରଖା ଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ…
ଅଧିକ ଖବର ଦେଖନ୍ତୁ...

ଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ କିରୋସିନ୍‌ରେ କରୁଥିଲେ ଶରୀର ମାଲିସ୍‌, ଜୀବନ୍ତ ଜଳିଗଲେ ବୃଦ୍ଧ

ମୁରାଦାବାଦ: ରୋଗରୁ ମୁକ୍ତି ପାଇବା ପାଇଁ ଜଣେ ବୃଦ୍ଧ ଏମିତି ଉପାୟ ଆପଣାଥିଲେ ଯେ ଏକାଥରକେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେଲ ମାଲିସ୍‌ କାରଣରୁ ଶୌଚାଳୟ ଭିତରେ ସେ ଜୀବନ୍ତ ଜଳି ଯାଇଥିଲେ। ପରିବାରବର୍ଗ କବାଟ ଭାଙ୍ଗି ତାଙ୍କୁ ବାହାରକୁ ବାହାର କରିଥିଲେ, କିନ୍ତୁ ସେତେବେଳକୁ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଭାରତୀୟ ସେନାର ଚେତାବନୀ, ଦୃଢ ଜବାବ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ଆଗକୁ ଶୀତଋତୁ ଆସୁଛି । କାଶ୍ମୀର ଘାଟିରେ ବରଫ ପଡିବା ପରେ ଆଉ ଅନୁପ୍ରବେଶ କରିବା ସମ୍ଭବ ହେବ ନାହିଁ । ଏଥିପାଇଁ ପାକିସ୍ତାନ ଅଧିକରୁ ଅଧିକ ସଂଖ୍ୟାରେ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ଭିତରକୁ ପଠାଇବାକୁ ଉଦ୍ୟମ କରୁଛି । ସେଥିପାଇଁ ସୀମା ସେପଟେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡରେ…
ଅଧିକ ଖବର ଦେଖନ୍ତୁ...

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡୀ ଓ ଅନ୍ୟ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା; ପୁଲିସ୍‌ରେ…

ଥିରୁବନ୍ତପୁରମ୍‌ (କେରଳ): କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡୀ ଓ ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ବିରୋଧରେ ଆଜି କେରଳ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରିବା ସହ ତଦନ୍ତ କରିଛି। କେରଳର ସୋଲାର ଦୁର୍ନୀତିରେ ସଂପୃକ୍ତା ଜନୈକା ମହିଳା ସରିଥା ଏସ୍‌ ନାୟାର…
ଅଧିକ ଖବର ଦେଖନ୍ତୁ...

ଅମୃତସର ଟ୍ରେନ୍‌ ଦୁର୍ଘଟଣା ପରେ, ଲୋକୋପାଇଲଟ କଲା ଆତ୍ମହତ୍ୟା ! ଜାଣନ୍ତୁ ଏହି ଘଟଣା ପଛର ସତ୍ୟତା

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ବ୍ରିଜରେ ଫାଶୀ ଦେଇଥିବା ଜଣେ ବ୍ୟକ୍ତି ଏକ ଫଟୋ ଖୁବ୍‌ ଭାଇରାଲ ହେବା ସହିତ ସେୟାର…
ଅଧିକ ଖବର ଦେଖନ୍ତୁ...